Health Care Tips- ସକାଳର କିଛି ଏପରି ଖାସ୍ 7 ଅଭ୍ଯାସ ! ବୁଢା ହେବା ପର୍ଯ୍ୟନ୍ତ ଆପଣଙ୍କୁ ରଖିବ ସୁସ୍ଥ ଓ ନିରୋଗ !

ନମସ୍କାର ବନ୍ଧୁଗଣ , ସକାଳ ଉଠିଲା ପରେ 7 ଟି ଅଭ୍ୟାସ କରିବା ଆମ ଶରୀର ର ସୁସ୍ଥ ସବଳ ରଖିଥାଏ । ଆଗ କାଳରେ ଲୋକମାନେ ଏହାକୁ ପାଳନ କରି ଦୀର୍ଘ ବୟସ ସୁସ୍ଥବାନ ଜୀବନଜାପନ କରୁଥିଲେ । ଆଜି ର ଲୋକମାନେ ଏହାକୁ ପାଳନ କରନ୍ତି ନାହିଁ କାରଣ ସେମାନେ ଏହାକୁ ଅନ୍ଧ ବିଶ୍ଵାସ ଭାବରେ କହିଥାନ୍ତି । ମାତ୍ର ଆଜି ଆମେ ଆପଣଙ୍କୁ ଏହି ବିଷୟ ସମ୍ବନ୍ଧରେ କହିବାକୁ ଇଛା କରୁଛୁ ।

ଆପଣ ଏହି ଅଭ୍ୟାସ କି ସବୁ ଦିନ କରି ସୁସ୍ଥ ଜୀବନ କାଟନ୍ତୁ । ସାଧାରଣତ ଆମେ ସକାଳ ଉଠିଲା ପରେ ନିଜର ନିତ୍ୟ କାମ କରିଥାଉ ଯଦି ଏହି ସମୟରେ ଆପଣ ଏହି ସାତ ଅଭ୍ୟାସ କୁ କରିଥାନ୍ତି ତେବେ ତାହା ଆପଣଙ୍କ ପାଇଁ ଭଲ ହୋଇଥାଏ । 1 – ସକାଳ ଉଠିଲା ପରେ ଅନେକ ଲୋକମାନେ ପ୍ରଥମେ ମୋବାଇଲ କୁ ଦେଖିଥାନ୍ତି , କିନ୍ତୁ ଆପଣ ଜାଣିଛନ୍ତି କି ଆମ ଆଖି ବହୁତ କୋମଳ ହୋଇଥାଏ ଉଠିଲା ମାତ୍ରେ ଫୋନ ର ଆଲୁଅ ପଡିବା ଦ୍ଵାରା ଆପଣଙ୍କ ଚକ୍ଷୁ ଖରାପ ହେଇବାର ସମ୍ଭାବନା ରହିଥାଏ ।

ତେଣୁ ସକଳ ଉଠିଲା ପରେ ତିନି ରୁ ଚାରି ଗ୍ଲାସ ପାଣି ପିଇବା ଉଚିତ୍ ହୋଇଥାଏ । 2 – ଉଠିଲା ପରେ ଆପଣଙ୍କୁ ନିଜର ଆଖି କୁ ଭଲ ଭାବରେ ଧୋଇବା ଉଚିତ । ଧ୍ୟାନ ଦେବେ ଯେ ଧୋଇଲା ସମୟରେ ପାଟି ରେ ପାଣି ରଖୀ ମୁହଁ କୁ ଧୋଇବେ । କାରଣ ଯେବେ ଆମ ପାଟିରେ ପାଣି ରହେ । ସେତେ ବେଳେ ଆମ ଆଖିରେ ଥିବା ଆବର୍ଜନା ବାହର କୁ ଆସିଥାନ୍ତି ନଚେତ ଏହା ଆମ ପଟି ଫେରିବାର ସମ୍ଭାବନା ରହିଥାଏ ।

3- ଆପଣଙ୍କୁ ଦାନ୍ତ ଘୋଷିବା ସମୟରେ ପାଟି ର ଉପର ଭାଗ ତାଳୁ କୁ ଆଙ୍ଗୁଠି  ଦେଇ ଘୋଇଷିବା ଦରକାର । 4 – ଦାନ୍ତ ର ଉପର ଅଂଶ କୁ ସଫା କରିବା ପରେ ଏହ ଗ୍ଳାସ ଗରମ ପାଣି ନେଇ ସେଥିରେ ଅଳ୍ପ ଲୁଣ ମିଶେଇ କୁଲି କରି ଗଲା କୁ ସଫା କରିବା ଉଚିତ୍ । ଗଳା କୁ ସଫା କରିବା ହେତୁ ଆପଣଙ୍କ ଗଳା ଥିବା ଆବର୍ଜନା , ଇନଫେକ୍ଶନ ଦୂର ହୋଇଯାଏ ।

5 – ପ୍ରୟାତ ଲୋକମାନେ ଖାଦ୍ୟ କୁ ଭଲ ଭାବରେ ନ ଚୋବେଇ ଗିଳି ଦେଇଥାନ୍ତି , କିନ୍ତୁ ଏହା ଭୁଲ ତେଣୁ ଆପଣ ଖାଦ୍ୟ କୁ ଖାଇବା ବେଳେ ଭଲ ଭାବରେ ଏହାକୁ ଚୋବେଇ ପାଣି ରେ ପରିଣତ କରିଲା ପରେ  ଗିଳିବା ଉଚିତ୍ । 6- ଆପଣ ଙ୍କୁ ଭୋକ ନ ଲାଗୁଥିବା ବେଳେ ଭୋଜନ କରନ୍ତୁ ନାହିଁ । ଯଦି ଆପଣଙ୍କୁ ଭୋକ ହେଉନଥାଏ ମାତ୍ର ଆପଣ କିଛି ଜଙ୍ଗ ଫୁଡ ଖାଇବେ ଏହା ଆପଣଙ୍କ ପାଇଁ କ୍ଷତି କାରକ ହୋଇଥାଏ ।

7 – ପନ୍ଦର ରୁ ତିରିଶ ଦିନ ମଧ୍ୟରେ ଆପଣଙ୍କୁ ଗୋଟାଏ ଦିନ ଉପବାସ କରିବା ଉଚିତ୍ । କାରଣ ଏହା ଦ୍ଵାରା ଆପଣ ଶରୀରର ଅଙ୍ଗ କିଛି ସମୟ ଆରମ କରିଥାନ୍ତି ଏବଂ ତାର ପର ଦିନ ଠାରୁ ଦୃତ ବେଗ ରେ କାମ କରିଥାନ୍ତି । ଆମ ପୋଷ୍ଟ କୁ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *