ଥରେ ପଢନ୍ତୁ ଏହି ସାଧାରଣ ଜ୍ଞାନ କୌଣସି ପରୀକ୍ଷାରେ ଫେଲ ହେବେନି: ଦେଖନ୍ତୁ କିଛି GK Quiz

ବନ୍ଧୁଗଣ ଆମେମାନେ ପିଲା ଦିନରୁ ବହୁତ ଗୁଡିଏ ପରୀକ୍ଷା ଦେଇ ଆସିଛୁ । ବର୍ତ୍ତମାନର ଦୁନିଆରେ ପ୍ରାୟ ଅଧିକାଂଶ ଲୋକ ସରକାରୀ ଚାକିରି କରିବା ପାଇଁ ଇଛା କରୁଛନ୍ତି । ଏହି ସରକାରୀ ଚାକିରି ପାଇବା ପାଇଁ ଲୋକମାନେ ବହୁତ କଷ୍ଟ ମଧ୍ୟ କରୁଛନ୍ତି ହେଲେ କିଛି ଭୁଲ ଉତ୍ତର ପାଇଁ ମଧ୍ୟ ସେମାନେ ପରୀକ୍ଷାରେ ଫେଲ ହୋଇଯାଉଛନ୍ତି ।

କିନ୍ତୁ ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କ ପାଇଁ ଏପରି କିଛି ସାଧାରଣ ଜ୍ଞାନର ପ୍ରଶ୍ନ ଓ ଉତ୍ତର ନେଇ ଆସିଛୁ ଯାହା ବିଷୟରେ ଜାଣି ଆପଣ ସରକାରୀ ଚାକିରିର ଇଣ୍ଟର୍ବ୍ୟୁରେ ପାସ ହୋଇପାରିବେ । ବନ୍ଧୁଗଣ ଆମ ଜୀବନରେ ଏହି ସବୁ ସାଧାରଣ ଜ୍ଞାନର ବହୁତ ଗୁରୁତ୍ଵ ରହିଛି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସାଧାରଣ ଜ୍ଞାନ ଗୁଡିକ ବିଷୟରେ ।

୧. ଭାରତର କେଉଁ କ୍ଷେତ୍ରରେ ବିବାହରେ କେବଳ ଢୋଲ ବଜା ଯାଇଥାଏ ?

ଉତ୍ତର- ଗାଁ ରେ

୨. ସିଲିଣ୍ଡରରେ ନିଆଁ ଲାଗିଗଲେ କଣ କରିବା ଉଚିତ ?

ଉତ୍ତର- ଓଦା କପଡାରେ ଘୋଡାଇ ଦେବା ଉଚିତ ।

୩. କେଉଁ ଦେଶରେ ଜୋତା ଚପଲ ପିନ୍ଧି ବାହାରେ ବୁଲିବାକୁ ମନା କରାଯାଇଛି ?

ଉତ୍ତର- ଇଟାଲୀ ଦେଶରେ

୪. କେଉଁ ଦେଶରେ ନୂଆ ଦୁନିଆ ବାଲା ଦେଶ କୁହାଯାଏ ?

ଉତ୍ତର- ଉତ୍ତର- ଆମେରିକା


୫. ଉଡା ଜାହାଜରେ ଥିବା ସିଟର ରଙ୍ଗ କଣ ହୋଇଥାଏ ?

ଉତ୍ତର- ନୀଳ ରଙ୍ଗର ହୋଇଥାଏ ।

୬. ସର୍ବ ପ୍ରଥମେ ବିଜୁଳି ଟ୍ରେନ କେବେ ଆରମ୍ଭ ହୋଇଥିଲା ?

ଉତ୍ତର- ୧୯୨୫ ରେ

୭. କେଉଁ ଦେଶରେ ପ୍ଲାଷ୍ଟିକ ବ୍ୟବହାର କରିଲେ ଦଣ୍ଡ ମିଳିଥାଏ ?

ଉତ୍ତର- ଇଜରାହିଲ ଦେଶରେ

୮. ଝିଅ ମାନଙ୍କର ପ୍ୟାନ କାର୍ଡରେ ତାଙ୍କ ପରିବାର ଲୋକଙ୍କ ମଧ୍ୟରୁ କାହାର ନାମ ରହିଥାଏ ?

ଉତ୍ତର- ଝିଅ ମାନଙ୍କର ପିତାଙ୍କ ନାମ ରହିଥାଏ ।

୯. ଘଣ୍ଟାର ଆବଶୀକାର କେବେ ହୋଇଥିଲା ?

ଉତ୍ତର- ଘଣ୍ଟାର ଆବିଷ୍କାର ୧୫୭୭ ମସିହାରେ ହୋଇଥିଲା ।

୧୦. ଭାରତର ରାଷ୍ଟ୍ରୀୟ ଫୁଲର ନାମ କଣ ?

ଉତ୍ତର- ପଦ୍ମ ଫୁଲ

୧୧. ଭାରତକୁ ସର୍ବ ପ୍ରଥମେ ଇଣ୍ଡିଆ କିଏ କହିଥିଲେ ?

ଉତ୍ତର- ଇଂରାଜୀ ଲୋକମାନେ

୧୨. କେବେ ଜୋତାର ଆବିଷ୍କାର ହୋଇଥିଲା ?

ଉତ୍ତର- ୧୫୫୦ରେ ଜୋତାର ଆବିଷ୍କାର ହୋଇଥିଲା ।

୧୩. କୋଲଗେଟ ପେଷ୍ଟ ଖାଇବା ଦ୍ଵାରା ଶରୀରରେ କଣ ପ୍ରଭାବ ପଡିଥାଏ ?

ଉତ୍ତର- କୋଲଗେଟ ପେଷ୍ଟ ଖାଇବା ଦ୍ଵାରା ପେଟ ଜନିତ ସମସ୍ଯା ହୋଇପାରେ ।

୧୪. ଆକାଶରୁ ପଡୁଥିବା ବିଜୁଳିର ଆକାର କେତେ ହୋଇଥାଏ ?

ଉତ୍ତର- ୨ ରୁ ୩ ଇଞ୍ଚ ପର୍ଯ୍ୟନ୍ତ ହୋଇଥାଏ ।

୧୫. କେଉଁ ଦେଶରେ କୁରକୁରେ ଉପରେ ବ୍ୟାନ ଲଗାଯାଇଛି ?

ଉତ୍ତର- ଇଟାଲୀ ଦେଶରେ କୁରକୁରେ ଉପରେ ବ୍ୟାନ ଲଗାଯାଇଛି ।

୧୬. କେଉଁ ଦେଶର କୁକୁଡା ନୀଳ ଅଣ୍ଡା ଦେଇଥାଏ ?

ଉତ୍ତର- ଚିନ ଦେଶର କୁକୁଡା ନୀଳ ରଙ୍ଗର ଅଣ୍ଡା ଦେଇଥାଏ ।

Leave a Reply

Your email address will not be published. Required fields are marked *