କ’ ଣ ଆପଣଙ୍କ ହାତରେ ଅଛି ଏହି M ଚିହ୍ନର ସଂକେତ ! ଜାଣନ୍ତୁ ହାତରେ ଥିବା ଏହି ଚିହ୍ନ କ’ ଣ ଦେଇଥାଏ ସଂକେତ ? Bhavishya Vani  

ନମସ୍କାର ବନ୍ଧୁଗଣ , ଜ୍ୟୋତିଷ ଶାସ୍ତ୍ର ଅନୁସାରେ ହାତ ର ରେଖା ବ୍ୟକ୍ତି ଜୀବନ ର ଅକୁହା କଥା କି କହିଥାଏ । ହାତ ଉପରେ ଚିହ୍ନ ଦ୍ଵାରା ବ୍ୟକ୍ତି ଜୀବନରେ ସଫଳତା ପ୍ରାପ୍ତ କରିଥାଏ  । ହାତ ରେ ଏମ ଚିହ୍ନ ଥିବା ବ୍ୟକ୍ତି ର ଜୀବନ ରେ ସଫଳତା ପାଇଥାଏ , ସେ ଯେକୋଣସି କାର୍ଯ୍ୟ କୁ ଆରମ୍ଭ କରରେ ସେଥିରେ  ସଫଳତା ପାଇଥାଏ ।   ହାତରେ ଥିବା ହୃଦୟ ରେଖା ଜୀବନ ରେଖା , ଭାଗ୍ୟ ରେଖା ରେ ମିଳନ ରେ ହୋଇଥାଏ  ଏମ ଚିହ୍ନ ।

ଝିଅ ଓ ପୁଅ ଉଭୟଙ୍କ ହାତରେ ଏହି ଚିହ୍ନ ର ପ୍ରଭାବ ପକେଇଥାଏ , ଏହି ରେଖା ଟି ବହୁତ କମ୍ ଲୋକମାନଙ୍କ ହାତରେ ଦେଖାଯାଇଥାଏ , ମାତ୍ର ଯେଉମାନଙ୍କ ହାତରେ ଏହି ରେଖା ମିଳନ ହୋଇ ଏମ ସୃଷ୍ଟି ହୁଏ ସେହି ବ୍ୟକ୍ତିମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ପରନ୍ତୁ ଆପଣମାନେ ଏହି ଚିହ୍ନ ଥିବା ପରେ ମଧ୍ୟ କରୁଥିବା ଭୁଲ ଯୋଗୁ ଆପଣଙ୍କ ଜୀବନରେ ଏହାର ପ୍ରଭାବ ଦେଖାଯାଇନଥାଏ ।

ଆଜି ଆମେ ଆପଣଙ୍କୁ ଆପଣ କରୁଥିବା ଭୁଲ ବିଷୟରେ କହିବୁ ଯାହାକୁ ସୁଧାରିବା ଦ୍ଵାରା ଏହାର ଭଲ ପ୍ରଭାବ ଆପଣଙ୍କ ଜୀବନରେ ଦେଖାଯାଇଥାଏ । ପ୍ରଥମତ ଏହି ଚିହ୍ନ ଥିବା ବ୍ୟକ୍ତିମାନଙ୍କ  ସ୍ଵଭାବ ଅଳସୁଆ ହୋଇଥାଏ , ଏହି କାରଣରୁ ଏମାନେ ଥରେ ଯଦି ଜୀବନ ରେ ହାରି ଯାଇଥାନ୍ତି ତେବେ ଆଉ ଥରେ ଚେଷ୍ଟା କରନ୍ତୁ ନାହିଁ । କାରଣ ଏହା ଜାଣିବା ଉଚିତ୍ ଯେ ଯଦି ଆମେ କୋଣସି ଜିନିଷ କୁ ପାଇବାକୁ ଚେଷ୍ଟା କରିବା ତେବେ ଦୁଇ ତିନି ଥାଏ ନିଶ୍ଚିତ ଚେଷ୍ଟା କରିବା ।

ଏମାନେ ବି ଯଦି ଚେଷ୍ଟା କରିବେ ତେବେ ନିଶ୍ଚିତ ସଫଳତା ପାଇବେ । ଦ୍ଵିତୀୟ ରେ ଏମାନଙ୍କ ସ୍ଵଭାବ ଏମିତି ରହିଥାଏ ଯେ ଏମାନେ ଅଧିକ ଲୋକମାନଙ୍କ ସହ ମିଶିପାରନ୍ତି ନାହିଁ । ଏହି ସ୍ଵଭାବ କାରଣରୁ ଏମାନଙ୍କ ସାଙ୍ଗ ସାଥି ବହୁତ କମ୍ ରହିଥାନ୍ତି ଯେଉ କାରଣରୁ ଏମାନଙ୍କୁ ସାହାଯ୍ୟ କମ୍ ମିଳିଥାଏ । ଏମାନେ ଆକର୍ଷିତ ହୋଇଥାନ୍ତି ପରନ୍ତୁ ଏମାନଙ୍କ ରାଗ କରନ୍ତୁ ସାଙ୍ଗ ସାଥିଙ୍କ ଠାରୁ ଦୂର ରେ ରହିଥାନ୍ତି । ତୃତୀୟ ରେ ଏହି ବ୍ୟକ୍ତିମାନେ ବହୁତ କମ୍ ବୟସ ରେ ସଫଳତା ପାଇବାର ଆଶା ରଖିଥାନ୍ତି ଏବଂ ଏହି ବିଷୟ କୁ ନେଇ ଅଧିକ ଚିନ୍ତିତ ରହିଥାନ୍ତି ।

ଏମାନେ ସଫଳତା ନ ଆସିବା ଦେଖି ଚେଷ୍ଟା କୁ ମଝି ରୁ ଛାଡି ଦେଇଥାନ୍ତି । ଏହା ହି ସେମାନଙ୍କ ପାଇଁ କ୍ଷତି ହୋଇଥାଏ ।  ପଚିଶ ବର୍ଷ ପରେ ଆପଣ ଯେକୋଣସି ବ୍ୟବସାୟ ଆରମ୍ଭ କରିଥାନ୍ତି ସେଥିରେ ସଫଳତା ପ୍ରାପ୍ତ କରିପାରିବେ । କାରଣ ବିନା ପରିଶ୍ରମ  ରେ କୋଣସି ବିଷୟ କୁ ହାସଲ କରାଯାଇପାରିବେ ନାହିଁ ।   ତେଣୁ ଏହି ତିନୋଟି ବିଷୟ କୁ  ଧ୍ୟାନ ହେବା ଦ୍ଵାରା ଏହି ଚିହ୍ନ ର ଭଲ ପ୍ରଭାବ ଆପଣ ଜୀବନ ରେ ପଡିଥାଏ । ଆମ ପୋଷ୍ଟ କୁ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *