ହାତ ଗୋଡ ଝିମ ଝିମ ହେଇ ଯାଉଛି ତ ହେଇଯାନ୍ତୁ ସାବଧାନ ! ଆଜି ଠାରୁ ହିଁ ଖାଇବା ଆରମ୍ଭ କରି ଦିଅନ୍ତୁ ଏହି ୧ ଜିନିଷ- Health Tips

ବନ୍ଧୁଗଣ ବହୁତ ଥର ଆମ ହାତ ଗୋଡ ଝିମଝିମ ହୋଇଯାଇଥାଏ । ଏହାର କାରଣ ହେଉଛି ଯେତେବେଳେ ଆମେ ଗୋଟିଏ ଅବସ୍ତାରେ ସୋଇଥାଉ ବା ବସିଥାଉ ସେତେବେଳେ ଆମର ହାତ କିମ୍ବା ଗୋଡରେ ରକ୍ତ ସଂଚାଳନ ହୋଇପାରେ ନାହିଁ ।

ଯାହାଫଳରେ ଆମ ହାତ ଗୋଡ ଝିମଝିମ ହୋଇଯାଇଥାଏ । କିନ୍ତୁ ବନ୍ଧୁଗଣ ଯଦି ଆପଣଙ୍କୁ ଏହି ସମସ୍ଯା ବାରମ୍ବାର ହେଉଛି ତା ହେଲେ ଏହାକୁ ହାଲ୍କାରେ ନିଅନ୍ତୁ ନାହିଁ । କାରଣ ଏହି ସମସ୍ୟା ସାଧାରଣତଃ ଡାଇବେଟିସ ଓ ଭିଟାମିନ ଅଭାବ ହେବା କାରଣରୁ ହୋଇଥାଏ ।

ବନ୍ଧୁଗଣ ଏହି ସମସ୍ୟା ସାଧାରଣତଃ ଭିଟାମିନ B୧୨ର ଅଭାବ କାରଣରୁ ହୋଇଥାଏ । B୧୨ ଆମ ଶରୀରର ଶିରକୁ ମଝବୁତ ରଖିଥାଏ ତେଣୁ ଯଦି ଶରୀରରେ ଏହାର ଅଭାବ ହୋଇଥାଏ ତା ହେଲେ ଏହି ସମସ୍ୟା ଦେଖାଦେଇଥାଏ ।

ତେଣୁ ବନ୍ଧୁଗଣ ଆପଣଙ୍କୁ ଏହା ଧ୍ୟାନ ରଖିବା ଉଚିତ ଯେ, ଯେମିତି ଆପଣଙ୍କ ଶରୀରରୁ B୧୨ର ଅଭାବ ନହେବ । ସାଧାରଣତଃ ବନ୍ଧୁଗଣ ମଣିଷଙ୍କର ଖାଦ୍ୟ ପେୟ ଅଭାବ ଓ ଭୁଲ ଜୀବନ ଶୈଳୀ ହେତୁ ଏହି ସମସ୍ୟା ହୋଇଥାଏ । ତେଣୁ ବନ୍ଧୁଗଣ ଶରୀରରେ ଏହି B୧୨ର ଅଭାବକୁ ପୂରଣ କରିବା ପାଇଁ ଆପଣ ମାନେ ସବୁଦିନ ଅଧିକ ରୁ ଅଧିକ ପାଣିର ସେବନ କରନ୍ତୁ । ଏହା ସହିତ ଆପଣ କ୍ଷୀର, ଦହି ଓ ଛେନା ଆଦିର ସେବନ ନିଶ୍ଚୟ କରନ୍ତୁ । ଶରୀରରେ କେବେହେଲେ କ୍ୟାଲସିୟର ଅଭାବ ହେବାକୁ ଦିଅନ୍ତୁ ନାହିଁ କାରଣ କ୍ୟାଲସିୟମର ଅଭାବ କାରଣରୁ ମଧ୍ୟ ଶିର ଦୁର୍ବଳ ହୋଇପାରେ ।

ବନ୍ଧୁଗଣ ଆପଣ ରାତିରେ ଶୋଇବା ପୂର୍ବରୁ ଏକ ମୁଠା ରାଶି ଦାନାକୁ ପାଣିରେ ଭିଜେଇ ଦିଅନ୍ତୁ ଓ ସଖାଳ ସମୟରେ ଏହାକୁ ମହୁ ସହିତ ସେବନ କରନ୍ତୁ । ରାଶି ଦାନାରେ ବହୁତ ମାତ୍ରାରେ ଭିଟାମିନ୍ସ ଓ କ୍ୟାଲସିୟମ ରହିଥାଏ ଯାହା ଆପଣଙ୍କର ଏହି ସମସ୍ୟାକୁ ଦୂର କରିବାରେ ବହୁତ ଲାଭଦାୟକ ଅଟେ । ଏହାର ସେବନ କରିବା ଦ୍ଵାରା ଆଣ୍ଠୁ ଗଣ୍ଠି ସମସ୍ୟା ଓ ଡାଇବେଟିସ ଆଦି ସମସ୍ୟା ଦୂର ହୋଇଥାଏ ।

ବନ୍ଧୁଗଣ ଏହି ରାଶି ଦାନା ବ୍ୟତୀତ ଆପଣ ଖସଖସର ସେବନ ନିଶ୍ଚୟ କରିପାରିବେ । ଖସଖସରେ ବହୁତ ମାତ୍ରାରେ କ୍ୟାଲସିୟମ ରହିଥାଏ ଯାହା ଆମ ଶରୀରର କେତେକ ରୋଗକୁ ଦୂର କରିବାରେ ସହାୟକ ହୋଇଥାଏ । ଖରା ଦିନରେ ଆପଣ ମାନେ ଖସଖସର ସେବନ କରିପାରିବେ । ଏହା ମଧୁମୟକୁ ନିୟନ୍ତ୍ରଣ କରିବା ସହ ଆଣ୍ଠୁ ଗଣ୍ଠି ଓ ଦୁର୍ବଳତା ସମସ୍ୟାକୁ ଦୂର କରିଥାଏ ।

ଆପଣ ଖସଖସକୁ ଉଷୁମ କ୍ଷୀରରେ ପକାଇ ତାର ସେବନ କରିପାରିବେ । ଏହା ଆମ ଶରୀର ପାଇଁ ବହୁତ ଅଧିକ ଲାଭଦାୟକ ଅଟେ । ଏହା ସହିତ ବନ୍ଧୁଗଣ ଆପଣ ସବୁଜ ପନିପରିବାର ସେବନ ନିହାତି କରନ୍ତୁ । ତା ହେଲେ ବନ୍ଧୁଗଣ ଆପଣଙ୍କର ଏହି ସମସ୍ତ ସମସ୍ୟା ପାଇଁ ଏହି ସମସ୍ତ ଜିନିଷର ସେବନ କରନ୍ତୁ ଓ ଆଜୀବନ ସୁସ୍ଥ ରୁହନ୍ତୁ ।

ତେବେ ବନ୍ଧୁଗଣ ଆଶା କରୁଛି ଏହା ଆପଣଂକୁ ନିଶ୍ଚିତ ଭାବରେ ବହୁତ ଭଲ ଲାଗିଥିବ। ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଏମିତି କିଛି ନୂଆ ନୂଆ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିଦେବେ । ଧନ୍ୟବାଦ

Leave a Reply

Your email address will not be published. Required fields are marked *