Beauty Tips- ହଳଦୀକୁ ଏହି ପରି ଲଗାନ୍ତୁ ଓ 5 ମିନିଟରେ ନିଜ ମୁହଁକୁ ବନାନ୍ତୁ ଗୋରା ତକତକ, ନଦେଖିବା ଲୋକ ବୁଲି ବୁଲି ଚାହିଁବେ

ନମସ୍କାର ବନ୍ଧୁଗଣ , ମୁ ଆଜି ଆପଣମାନକ ଏପରି ଏକ ଉପାୟ ଆଣିଛି । ଯାହାକୁ ଥରେ ବ୍ୟବହାର କରିବା ଦ୍ଵାରା ଆପଣମାନେ ନିଜର ମୁହଁକୁ ଗୋରା ଓ ଅଧିକ ସୁନ୍ଦରତା ଅନୁଭବ କରିବେ । ହଳଦୀ ଏକ ଏପରି ପଦାର୍ଥ ଅଟେ । ଯାହାକୁ ଆମେ ଆମର ଦୈନିକ ଭୋଜନରେ ବ୍ୟବହାର କରିଥାଉ । କହିବାକୁ ହେଲା  ସବୁ ଦିନ ଏହାକୁ ଖାଇଥାଉ । କାରଣ ହଳଦୀ ଆମର ବହୁତ ଉପକାର କରିଥାଏ ।

ଏହାକୁ ଖାଇବା ସହିତ ମୁହଁରେ ଲାଗାଇବା ଆମ ପାଇଁ ଅଧିକ ହିତ ସାଧନ କରିଥାଏ । ହଳଦୀ ଏକ ବହୁତ ଗୁରୁତ୍ଵପୂର୍ଣ ଜିନିଷ ଅଟେ । ଏହାକୁ ଆୟୁର୍ବେଦ ରେ ଅଧିକ ଗୁରୁତ୍ଵପୂର୍ଣ ମାନା ଯାଇଛି ମୁଖର ସୁନ୍ଦରତା ବଡାଇବା ପାଇଁ ।  ହଳଦୀ ଆପଣମାନକର ମୁହଁର ଦାଗ , କଳା ଭ୍ରଣ , କଳା ଛାୟା ଆଦିକୁ ଦୂରକରି ମୁଖର ଗୋରାତାକୁ ବୃଦ୍ଧି କରିଥାଏ । ଏହା ପ୍ରତି ବିଶେଷ ଧ୍ୟାନ ଦେବ କି ଏହି ହଳଦୀ ଗୁଣ୍ଡ କସ୍ତୁରୀ ହଳଦୀ ହେବ ଉଚିତ ।

କାରଣ ବାହାର ବିକ୍ରି କରାଯାଉଥିବା ହଳଦୀ ଭଲ ହୋଇନଥାଏ । ତେଣୁ କରି କସ୍ତୁରୀ ହଳଦୀକୁ ବାଛିବା ଉଚିତ ହୋଇଥାଏ । ରନ୍ଧନଶାଳାରେ ଯେଉ ହଳଦୀ ଆମେ ନେଇଥାଉ ଏହା ଆମ ଚର୍ମ କୁ ହଳଦିଆ କରିଦେଇଥାଏ । ଅଧିକାଂଶ ଲୋକମାନକୁ ଏହା ସୁଟ କରିନଥାଏ । ତେଣୁ ତାହା ଠାରୁ କସ୍ତୁରୀ ହଳଦୀ ଦଶ ଗୁଣ ଭଲ ହୋଇଥାଏ ।

ଆସନ୍ତୁ ଜାଣିବା ଏହି ଉପଚାରକୁ କିପରି ପ୍ରସ୍ତୁତି କରିବା । ପ୍ରଥମେ ଆମେ ନେବା ଅଧା ଚାମୁଚ କସ୍ତୁରୀ ହଳଦୀ ଗୁଣ୍ଡ ଏବେ ଏଥିରେ ନେବା ଏକ ଚାମୁଚ ବେସନ , ଏକ ଚାମୁଚ ଚାଉଳ ଗୁଣ୍ଡ ଓ ଏକ ଚାମୁଚ ମହୁ ଏବଂ ଏଥିରେ ଦୁଇ ଚାମୁଚ କ୍ଷୀର ଆପଣ ଚାହିଲେ ଏଥିରେ ଦହି ,ଅଧ୍ୟା ମିଶେଇପାରିବେ । ଏହା ପରେ ଏହି ସବୁ ପଦାର୍ଥକୁ ଭଲଭାବରେ ମିଶ୍ରିତ କରିନେବା ।

ଏବେ ଦେଖିପାରିବେ ଆପଣକ ହଳଦୀ ଫେସ ପାକ୍ ପ୍ରସ୍ତୁତ ହୋଇଯାଇଛି । ଏବେ ଏହାକୁ ନେଇ ଆପଣକ ମୁହଁର ପ୍ରତେକ ଭାଗରେ ଲଗେଇବେ । ଆପଣ ଚାହିଲେ ଏହାକୁ ଆପଣକ ଦେହରେ ମଧ୍ୟ ଲଗେଇପାରିବେ । ଏହା ପ୍ରତି ଧ୍ୟାନ ଦେବେ ଯେ ଏହାକୁ ଲଗେଇବା ପୂର୍ବରୁ ମୁହଁ ଟିକୁ ଭଲଭାବରେ ସଫା କରିନେବେ । ତାହା ପରେ ଯାଇ ଏହାକୁ ମୁହଁରେ ଭଲସରେ ଲଗାଇବେ ।

ଏବଂ ଏହାକୁ ଲଗେଇସାରିବା ପରେ ଏହାକୁ ପନ୍ଦର ରୁ କୋଡିଏ ମିନିଟ ପାଇଁ ଶୁଖିବାକୁ ଛାଡିଦେବା । ଯେତେବେଳେ ଅଧା ଶୁଖିବାକୁ ଆସିଥାଏ ତେବେ ଓଦା ହାତରେ ମୁହଁକୁ ଭଲସରେ ମାସାଜ କରିବେ ଏହା ଦ୍ଵାରା ସ୍କ୍ରୋବିଙ୍ଗର ଭି କାମ ହୋଇଯିବ । ଆପଣାକୁ ଅଲଗା ସ୍କ୍ରୋବିଙ୍ଗ କରିବାକୁ ପଡିନଥାଏ । ଏହାର ପ୍ରୟୋଗ ଦ୍ଵାରା ଏହା ଚର୍ମରୁ ମୃତଚର୍ମକୁ ବାହାର କରିଥାଏ । ଯାହା ଫଳରେ କି ଆପଣମାନକ ମୁହଁ ଗୋରା ଓ ସଫା ଦେଖାଯାଏ ।

ଏହାର ପ୍ରଥମଥର ଲଗାଇବା ଦ୍ଵାରା ହିଁ ଆପଣକ ସ୍କିନ ରେ ଅଦବୁତ ପ୍ରଭାବ ପକାଏ । ଚର୍ମରେ ଚମକ ଆଣିଥାଏ । ଏହାକୁ ସପ୍ତାହରେ ଦୁଇ ଥର ବ୍ୟବହାର ଦ୍ଵାରା ଏହା ଆପଣାକୁ ଅଧିକ ଗୋରା କରିଥାଏ । ତେଣୁ କରି ଏହାକୁ ଥରେ ପ୍ରୟୋଗ କରନ୍ତୁ । ଏଭଳି ପୋଷ୍ଟ ପାଇଁ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *