କଣ ଆପଣଙ୍କ ହାଡରୁ ଆସୁଛି କି କଟ-କଟ ଆବାଜ ? ତ ଆଜି ହିଁ ଖାଇବା ଆରମ୍ଭ କରି ଦିଅନ୍ତୁ ଏହି 3 ଟି ଜିନିଷ

ନମସ୍କାର ବନ୍ଧୁଗଣ , ଆପଣମାନେ ସମସ୍ତେ ଜାଣିଥିବେ ବ୍ୟକ୍ତିର ବୟସ ସୀମା ବୃଦ୍ଧି ହେବ । ସହ ଶାରୀରକ ସମସ୍ୟା ଦେଖିବାକୁ ମିଳିଥାଏ । ତାହା ମଧ୍ୟରୁ ଆଣ୍ଠୁ ବିନ୍ଧା ହେଉଛି ଅନ୍ୟତମ ଅଟେ । ଏହା ସାଧାରଣ ଭାବରେ ଲୋକମାନକ ମଧ୍ୟରେ ଦେଖିବାକୁ ମିଳିଥାଏ । ଏହି ବିନ୍ଧା ଅତି କଷ୍ଟ ପୀଡା ଦେଇଥାଏ । ଅନେକ ଠିକ ଭାବରେ ଚାଲି ମଧ୍ୟ ପାରନ୍ତି ନାହି । ଯଦି ଆପଣମାନକ ଆଣ୍ଠୁରେ ଖଡ ଖଡ ଶବ୍ଦ ହୋଇଥାଏ ।

ତେବେ ଆପଣମାନେ ଏହି ତିନୋଟି ଜିନିଷକୁ ଖାଇବା ଉଚିତ । ଯାହା ଦ୍ଵାରା ଏହି ଯନ୍ତ୍ରଣାରୁ ଉଦ୍ଧାର ପାଇଁ ପାରିବେ । ଆଉ ଏହି ସମସ୍ୟାକୁ ଶରୀରରୁ ବାହାର କରିପାରିବେ । ପ୍ରାୟତ ଏହା ଦେଖାଯାଏ ଯେ ଉଠିଲା ଓ ବସିଲା ବେଳେ ଏହି ପ୍ରକାର ଶବ୍ଦ ଉତ୍ପନ ହୋଇଥାଏ । ଏହା ଦ୍ଵାରା ଚାଲିବ , ଉଠିବା ସମୟରେ ଏହି ହୋଇଥାଏ ।

ଏହା କ’ଣ ପାଇଁ ହୋଇଥାଏ କାରଣ ଆମ ଆଣ୍ଠୁରେ ଲିବିରିକେନଟ ନାମକ ଦ୍ରବ୍ୟ ରହିଥାଏ । ଏବଂ ଏଥିରେ ପବନ ଭରିଥାଏ । ଏହା ପବନ ଫୋଟକା ହୋଇଯାଏ ଏହି ଗୁଡିକ ପାଟିବା ଦ୍ଵାରା ଶବ୍ଦ ହୋଇଥାଏ ।  ଏଥି ପାଇଁ ଏହା ଦରକାର ଅଟେ କି ଆପଣମାନେ ଆପଣମାନକ ଡାୟେଟରେ ଏହି ତିନୋଟି ଜିନିଷ କୁ ରଖିବା ଉଚିତ । ଏହା ଦ୍ଵାରା ଶବ୍ଦ ହେବା ବନ୍ଦ ହୋଇଯାଏ ।

ପ୍ରଥମରେ ହେଉଛି ମେଥିଦାନା ଯେଉ ମାନକ ଆଣ୍ଠୁ ରୁ ଶବ୍ଦ ହେଉଛି ସେମାନେ ଏହାକୁ  ଦିନକୁ ଥରେ ହେଲେ ଖାଇବା ଦରକାର । ଏଥିରେ ଆଣ୍ଟି ପ୍ଲ୍ଯମେଟିକ ଗୁଣ  ରହିଥାଏ । ଏହି ଗୁଣ ହେଥୁ ମେଥି ଆଣ୍ଠୁ ବିନ୍ଧା ଓ ଆଣ୍ଠୁ ଲାଲ ପଡିବା କୁ ଭଲ କରିଥାଏ । ମେଥିକୁ ନିଜର ବୟସ ସୀମା ଅନୁସାରେ ପାଣିରେ ଭିଜେଇ ସକାଳେ ଗରମ ପାଣିରେ ଫୁଟେଇ ଏହାକୁ ଛାଣିକି ପିଇବା ଉଚିତ । ଆଉ ଛଣା ହେଇଥିବା ମେଥି ଦାନାକୁ ଚୋବେଇକି ଖାଇ ଦିଅନ୍ତୁ । ଗୋଟେ ଦୁଇ ଦିନ ଏହାକୁ ଖାଇବାକୁ ଅସୁବିଧା ହୋଇଥାଏ ।

ମାତ୍ର ପରେ ପରେ ଏହାକୁ ଖାଇବା ଦ୍ଵାରା ଶରୀରର ଆସୁଥିବା ସମସ୍ୟା କମି ଥାଏ ।  ଏହାର ତାପମାତ୍ରା ଗରମ ହୋଇଥିବାରୁ ଗର୍ଭବତୀ ମହିଳା ଏହାକୁ ଖାଇବା ଅନୁଚିତ । ଆଉ ଯେଉମାନେ ଅଧିକ ତାପମାତ୍ରା ଖାଦ୍ୟ ଖାଇପାରନ୍ଥି ନାହି ସେମାନେ ଏହାକୁ ଖାଇବା ଅନୁଚିତ । ଦ୍ଵିତୀୟ ବିଷୟ ହେଉଛି ଦୁଧ ଏହାକୁ ସବୁଦିନ ପିଇବା ଦରକାର ।

କାରଣ ମୁ ଆପଣମାନ କୁ କହିଛି ଯେ ଆମ ଆଣ୍ଠୁ ରେ ଆଣ୍ଟି ପ୍ଲ୍ଯମେଟିକ ଦ୍ରବ୍ୟ ଅଭାବ ହେଥୁ । ଏହି ପ୍ରକାର ଶବ୍ଦ ହୋଇଥାଏ । ତେଣୁ କରି ଦୁଧ ପିଇବା ଦ୍ଵାରା ଏହା ପୂରଣ ହୋଇଥାଏ । ଦୁଧରେ ଯଦି ଏକ ଚାମୁଚ ହଳଦୀ ମିଶାଇକି ପିଇବେ ତେବେ ଏହା ଆହୁରି ଭଲ ଉପଚାର ହୋଇଥାଏ । ଗୁଡ ଖାଇବା ଦ୍ଵାରା ମଧ୍ୟ ଏହି ଖଡ ଖଡ ଶବ୍ଦ ବନ୍ଧ ହୋଇଯାଇଥାଏ ।

ଏହା ସହିତ ଆମ ଶରୀରରେ କାର୍ବନ ହାଇଡ୍ରେଡ ,କଲସିୟମ , ଆଇରନ ଓ ବିଟାମିନ ର ଅଭାବ ଦେଖଜାଇନଥାଏ । ତେଣୁ ଏହି ତିନୋଟି ଜିନିଷକୁ ନିଜର ଖାଦ୍ଯରେ ରଖିବା ଉଚିତ । ଏଭଳି ପୋଷ୍ଟ ପାଇଁ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *