Vastu Tips- କେଉଁ ମାସରେ ଘର ତିଆରି କଲେ ବଢିଥାଏ ଧନ ସମ୍ପତ୍ତି ଓ କେଉଁ ମାସରେ ଘର କଲେ ଆସିଥାଏ ଦରିଦ୍ରତା ?

ନମସ୍କାର ବନ୍ଧୁଗଣ , ସମସ୍ତକର ସାମାନ୍ୟ ଆଶା ଥାଏ । ଯେ ନିଜଘର କରିବାର । ଏହା ପାଇଁ ମଣିଷ ଅକଳାନ୍ତ ପରିଶ୍ରମ କରିଥାଏ । ଦିନ ରାତି କୁ ବାଦ ଦେଇ ନିଜର ସ୍ଵପ୍ନକୁ ସାକାର କରିବାରେ ଲାଗିଥାଏ । ଏହି ଆଶା ପାଇଁ ଅର୍ଥର ଆବଶ୍ୟକତା ରହିଥାଏ । ଯେବେ ଏହି  ଅର୍ଥର ଆବଶ୍ୟକତା ପୂରଣ ହୋଇଯାଏ । ତେବେ ସେ ଘରକୁ ତିଆରି କରିବାର ପଦ୍ଧତି କୁ ଆରମ୍ଭ କରିଥାଏ । ଆଜି ମୁ ଆପଣମାନକୁ କହିବାକୁ ଯାହୁଛି ଏକ ଗୁରୁତପୂର୍ଣ କଥା ।

ଘର ତିଆରିକୁ ନେଇ ଲୋକମାନେ ଅନେକ କଳ୍ପନା କରିଥାନ୍ତି । ମାତ୍ର କେଉ ମାସରେ ଘରେ ତିଆରି କଲେ ଅତ୍ୟନ୍ତ ଶୁଭ ହୋଇଥାଏ । ଏହା ମୁ ଆପଣକୁ କହିବି । ଏହା ବ୍ୟତିତ ଘର ତିଆରି ସମୟର କିଛି ଗୁଡାଏ ଗୁରୁତପୂର୍ଣ କଥା ଜାଣିବା । ଯଦି ଆପଣ ଘର ତିଆରି କରିବାକୁ ଚାହୁଛନ୍ତି । ତେବେ ବାସ୍ତୁ ବିଚାର ଅନୁସାରେ ତିଆରି କରନ୍ତୁ ।

ଏହା ଛଡା ମୁ ଆପଣାକୁ ଘର କେଉ ମାସରେ କଲେ ଶୁଭ ହୋଇଥାଏ ତାହା କହିବି । ଘର ତିଆରି କରିବାରେ ଗୁରୁତପୂର୍ଣ ହୋଇଥାଏ । ଘରର ମୁଖ୍ୟ ଦ୍ଵାର ଯଦି ଠିକ ଦିଗକୁ ରହିଥାଏ ତେବେ ଘରର ଉନତି ହୋଇଥାଏ । ଘରର  ମୁଖ୍ୟ ଦ୍ଵାର ସବୁ ବେଳେ ପୂର୍ବ ମୁଖ ବା ଉତ୍ତର ମୁଖ  ରହିବା ଠିକ ।  ଏହା ସବୁଠାରୁ ଭଲ ହୋଇଥାଏ । ଏବେ ଚଲାନ୍ତୁ ଜାଣିବା କେଉ ମାସରେ ଘର କଲେ କଣ ଘଟଣା ଘଟିବ ।

ଜାନୁୟାରୀ  ମାସରେ ଯଦି ଘର ତିଆରି ଆରମ୍ଭ କରୁଛନ୍ତି ତେବେ ଧନ ସମ୍ପତି ର ବୃଦ୍ଧି ହୋଇଥାଏ ।  ଆପଣ ଦେଖିବେ ଆପଣମାନକର ଉନତି ହେବ ।ଫେବୃୟାରୀ  ମାସରେ ଯଦି ଘର ତିଆରି  କରୁଛନ୍ତି । ତେବେ ଘରର ମୁଖ୍ୟକ  ମୃତ୍ୟୁ ଘର ତିଆରିରେ ବାଦା ସୃଷ୍ଟି କରିଥାଏ । ତେଣୁ କରି ଭୁଲକରି ଏଇ ମାସରେ ଘର ତିଆରି କରିବା ଅନୁଚିତ ଅଟେ ।

ଆଷାଢ ମାସରେ ଘର ତିଆରି ଆରମ୍ଭ କଲେ ଧନ ପ୍ରାପ୍ତିର ଯୋଗ ବନିଥାଏ । ଶ୍ରାବଣ ମାସରେ ଯଦି ଘର ତିଆରି ଆରମ୍ଭ କରିବେ । ତେବେ ଆପଣକର ସବୁ କମ ସିଦ୍ଧ ହେବ । ଭାଦ୍ରବ ମାସରେ ଘର କଲେ ମଧ୍ୟ ଆପଣକର ସବୁ କମ ସଫଳ ହେବ । ଆଶ୍ଵିନ ମାସରେ ଘର କଲେ ଏବଂ ଅନ୍ୟ କୋଣସି କାର୍ଯ୍ୟ ଆରମ୍ଭ କଲେ । କାୟା ନଷ୍ଟ ଓ ରୋଗ ବୃଦ୍ଧି ହେବ ।

ଜୁନ  ମାସରେ ଯଦି ଆପଣ ଘର ତିଆରି କରନ୍ତି । ତେବେ ମନେ ରଖନ୍ତି ଚୋରି ହେବାର ଭୟ ରହିଥାଏ । ଜୁଲାଇ  ମାସରେ ଯଦି ଘର ତିଆରି ଆରମ୍ଭ କରନ୍ତି । ତେବେ ଧନ ଧାନ୍ୟରେ ବୃଦ୍ଧି ହୋଇଥାଏ । ଏହି ମାସ ଘର ତିଆରି ପାଇଁ ସବୁଠୁ ଉତମ ହୋଇଥାଏ । ପୌଷ ମାସରେ ଯଦି ଘର କରିବ । ତାହା ହେଲେ ଚୋର ଭୟ ରହିଥାଏ । ମାଘ ମାସରେ ଘରେ କଲେ ସୁବର୍ନ ବା ସୁନା କୋଣସି କ୍ଷେତ୍ରରୁ ଆପଣାକୁ ମିଳିପାରେ ।

ଫାଲ୍ଗୁନ ମାସରେ ଘରେ କଲେ ମଧ୍ୟ ସୁନା ବୃଦ୍ଧି ହୋଇଥାଏ । ନଭେବର ମାସରେ ଯଦି ଘର ତିଆରି କରିବେ ତେବେ ଦୁଖ କଷ୍ଟ ଅଧିକ ହେବ । ତେଣୁ ଏହା ଥିଲା କେଉ ମାସରେ ଘର ତିଆରି କଲେ । କ’ଣ ହେବ ବୋଲି ଯଦି ଆପଣମାନକୁ ଏହା ଉପଯୋଗ ହୋଇଥାଏ । ଏଭଳି ପୋଷ୍ଟ ପାଇଁ ଆମ ପେଜ କୁ ଲାଇକ ଶେୟାର ଆଉ କାମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *