Vastu Tips- ଗୁରୁବାର ଦିନ କଦଳୀ ଗଛରେ ଅର୍ପଣ କରନ୍ତୁ ଏହି 1 ଜିନିଷ, ସ୍ଵୟଂ ମା’ ଲକ୍ଷ୍ମୀ ଆସିବେ ଘରକୁ, ବଢିଥାଏ ଧନ ସମ୍ପତି

ନମସ୍କାର ବନ୍ଧୁଗଣ । ଆପଣ ମାନଙ୍କୁ ସ୍ଵାଗତ ଜଣାଉଛି ଆମର ଏହି ବିଷୟକୁ । ଗୁରୁବାର ଦିନ କିଭଳି ପୂଜା କରି ଆମେ ବୃହସ୍ପତି ଙ୍କୁ ସନ୍ତୁଷ୍ଟ କରିପାରିବା ଓ ତାଙ୍କ କୃପାରୁ କିଭଳି ନିଜ ଭାଗ୍ୟ କୁ ବଦଳାଇ ପାରିବା ଆସନ୍ତୁ ଦେଖିବା । ଖାସ୍ କରି ଗୁରୁବାର ଦିନ ଟିକୁ ବୃହସ୍ପତି ଙ୍କ ବାର ବୋଲି ଆମେ ମାନିଥାଉ । ଏହିଦିନ ବୃହସ୍ପତିଙ୍କ ପୂଜା କରିବା ଦ୍ଵାରା ମନୁଷ୍ୟର ଭାଗ୍ୟ ବଦଳିଯାଏ । ଏହିଦିନ ଯଦି କଦଳୀ ବୃକ୍ଷ ମୂଳ ରେ କିଛି ଖାସ୍ ଜିନିଷ ଚଢା ଯାଏ ତ ଆପଣଙ୍କ ବୃହସ୍ପତି ଗ୍ରହ ଦୃଢ  ହୋଇଯିବ ।

ଏହାସହିତ ଆପଣଙ୍କୁ ଧନ ପ୍ରାପ୍ତି ମଧ୍ୟ ହୁଏ । ଗୁରୁବାର ଦିନ କଦଳୀ ବୃକ୍ଷ ମୂଳରେ  ହଳଦୀ ମିଶା ପାଣି  ଢାଳିଲେ ଭାଗ୍ୟ ତେଜ୍ ହୋଇଥାଏ । ଏମିତି କରିବା ଦ୍ଵାରା ବ୍ୟକ୍ତି ଙ୍କୁ ଚାକିରି ରେ ସଫଳତା ମିଳିଥାଏ ଓ ବ୍ୟବସାୟରେ ମଧ୍ୟ ଉନ୍ନତି ହୋଇଥାଏ । ଯେଉଁ ଲୋକ ନିଜ ଜୀବନରେ ଖୁସି ରହିବାକୁ ଚାହୁଛନ୍ତି ସେମାନେ ଗୁରୁବାର ଦିନ କଦଳୀ ବୃକ୍ଷ ମୂଳରେ କିଛି ଗୁଡ ଓ ଭିଜା ହୋଇଥିବା ଚଣା ଡାଲି ଦେଲେ ବୃହସ୍ପତି ସନ୍ତୁଷ୍ଟ ହୁଅନ୍ତି ।

ଯଦି ଆପଣ କିଛି ନୂଆ କମ ଆରମ୍ବ କରିବାକୁ ଯାଉଛନ୍ତି ତେବେ କଦଳୀ ବୃକ୍ଷ ମୂଳରେ ଚିନୀ ମିଶ୍ରିତ ଜଳ ଅର୍ପଣ କରନ୍ତୁ । ଏହାଦ୍ବାରା ଆପଣଙ୍କ ଅଟକି ରହିଥିବା କାମ ଜଲ୍ଦି ସମ୍ପୂର୍ଣ ହୋଇଯିବ ।  ଯଦି ଆପଣଙ୍କ ଜୀବନରେ ଅସୁବିଧା ଆସୁଛି ତେବେ କଦଳୀ ବୃକ୍ଷ ମୂଳରେ କିଛି ହଳଦୀ ରଖିଦିଅନ୍ତୁ ଏହାଦ୍ବାରା ଆପଣଙ୍କ ଜୀବନର ସମସ୍ତ ସମସ୍ୟା ଦୂର ହୋଇଯିବ ।

ଯେଉଁ ବ୍ୟକ୍ତି ଧନୀ ହେବାକୁ ଚାହୁଁ ଛନ୍ତି ସେମାନେ କଦଳୀ ବୃକ୍ଷ  ମୂଳରେ ଏକ ଟଙ୍କିଆ ମୁଦ୍ରା ଟିଏ  ପୋତି ଦିଅନ୍ତୁ । ଏହା କରିବା ଦ୍ଵାରା ମା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି । ଯଦି ଆପଣଙ୍କ ବାହାଘର ହୋଇ  ପାରୁନାହି , କିଛି  ବାଧା ଆସୁଛି ତେବେ  ହଲଦିର ଦୁଇଟି କାଠି ଚଢେନ୍ତୁ କଦଳୀ ବୃକ୍ଷ ରେ ସାତ ଟି ଗୁରୁବାର ପର୍ଯ୍ୟନ୍ତ କରିବାକୁ ପଡିବ , ଏହାର ଫଳ  ଆପଣଙ୍କୁ ନିଶ୍ଚିନ୍ତ ମିଳିବ ।

ଗୁରୁବାର ଦିନ ଗାଧୋଇ ସାରିବା ପରେ  କଦଳୀ ବୃକ୍ଷ ମୂଳରେ ଜଳ ଢାଳିବାକୁ ଶୁଭ ମନା ଯାଏ । ଏହାଦ୍ଵାର ଆପଣଙ୍କୁ ସମସ୍ତ କାମରେ ସଫଳ ମିଳିଥାଏ । ଗୁରୁବାର ଦିନ କଦଳୀ ବୃକ୍ଷ ମୂଳରେ ଚନ୍ଦନ ମାଳୀ ଅର୍ପଣ କାଲେ ଓ କିଛି ହଳଦୀ ଚଢେଇଲେ ଜୀବନର ସମସ୍ତ ଅସୁବିଧା ଓ ଚିନ୍ତା ଦୂର ହୋଇଯାଏ ।

ଏସବୁ କରିବା ଦ୍ଵାରା ମନୁଷ୍ୟ ସୁଖ ,ଶାନ୍ତି ଓ ଆରାମ୍ ରେ ରାଇଥାଏ । ଗୁରବାରଦିନ ଗୁରୁ ଙ୍କୁ ପ୍ରବଳ କରିବା ପାଇଁ ହଳଦିଆ ପୋଷାକ ପରିଧାନ କରିବା ଶୁଭ ହୋଇଥ୍ହାହାଏ । ଏହିଭଳି ଭାବେ ବୃହସ୍ପତି ଙ୍କୁ ସନ୍ତୁଷ୍ଟ କରିବା ପାଇଁ ଗୁରୁବାର  ଦିନ ଏହିସବୁ କାର୍ଯ୍ୟ କରନ୍ତୁ ଆପଣଙ୍କ ଜୀବନ ସୁଖମୟ ହେବ ଏବଂ ଶାନ୍ତି ର ସହିତ ଜୀବନ ଅତିବାହିତ କରିପାରିବେ ।

ନିଶ୍ଚିନ୍ତ ଆପଣଙ୍କ ଭାଗ୍ୟରେ ଚମତ୍କାର ଘଟିବ ଓ ଆପଣଙ୍କ ଭାଗ୍ୟ ପରିବର୍ତ୍ତନ ହୋଇଯିବ । ଏହା ସହ ଘରେ ସବୁବେଳେ ସୁଖ ଶାନ୍ତି ଲାଗି ରହିଥାଏ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *