Health Tips- ପ୍ରତିଦିନ କେବଳ 1 ଚାମଚ ଖାଆନ୍ତୁ, ହାଡ କମଜୋରି, ଥକାପଣ, Calcium ର ଅଭାବ କେବେ ବି ହେବାକୁ ଦେବନି, Joint Pain ବି ଗାୟବ

ନମସ୍କାର ବନ୍ଧୁଗଣ , ଶରୀରରେ ସବୁବେଳେ ଥକାପଣ , ବିନ୍ଧା , ହାଡ ରେ ଯନ୍ତ୍ରଣା ବିନ୍ଧା , ଆପଣଙ୍କୁ ଚୁଟି ଝଡେ ଓ ମୁହଁ ରେ ଶୁଖିଲା ପଣ ଆଦି ଆସିଯାଏ । ଏହି ସବୁ ଲକ୍ଷଣ ଯାହା ଶରୀରରେ କାଲସିୟମ ର ଅଭାବ କୁ କହିଥାଏ । ଯଦି ଆପଣଙ୍କ ଶରୀରରେ କଲସିୟମ କମ୍ ରହିଥାଏ ତେବେ ଆପଣ ଡାକ୍ତର ସାଲିମ ଜେଦୀଙ୍କ ର ଏହି ତିନୋଟି ଉପାୟ କୁ କରି ଏହାକୁ ପୂରଣ କରିପାରିବେ ।

ଆସନ୍ତୁ ଜାଣିବା ଏହା ବିଷୟରେ ଆପଣ ଆପଣଙ୍କ ଶରୀରରେ କାଲସିୟମ ର ଅଭାବ କୁ ଦୂର କରିବା ପାଇଁ ମଖାନ କୁ ବ୍ୟବହାର କରିବେ , ମଖାନ ରେ ହାଡ କୁ ମଜବୁତ କରିବା ର କାଲସିୟମ ରହିଥାଏ । ହାଡ ରେ ଥିବା କ୍ୟାଟାଲେଜ୍ କୁ ମଜବୁତ କରି ଚାଲିବା ଉଠିବା ସମୟରେ ଆସୁଥିବା ବିନ୍ଧା କୁ ଦୂର କରିଥାଏ । ଆପଣ ଏହାକୁ ଗରମ ପାଣି ସହ ଖାଇପାରିବେ ଯଥା ଘିଅ ଦେଇ ଏହାକୁ ( fry) କରି ସବୁ ଦିନ ଏହାକୁ ଖାଇପାରିବେ ।

ଦ୍ଵିତୀୟ ରେ ହେଉଛି almond ଏହାକୁ ଖାଇବା ଦ୍ଵାରା ଆପଣଙ୍କ ଶାରୀରିକ ଶକ୍ତି ବୃଦ୍ଧି ହେବା ସହ ମାନସିକ ଶକ୍ତି ବୀ ବୃଦ୍ଧି ହୋଇଥାଏ । ଏହା ଆପଣଙ୍କ ଶିରାପ୍ରଶିରା ଓ ହାଡ କୁ ମଜବୁତ କରିଥାଏ । ବାଦାମ ରେ କାଲସିୟମ ଓ ପୋଟାସିୟାମ ଭରପୁର ପରିମାଣ ରେ ରହିଥାଏ । ବାଦାମ ଖାଇବା ଦ୍ଵାରା ଆପଣଙ୍କ ବଢୁଥିବା ବୟସ ଯୋଗୁ ହାଡ ମୁଛାଇ ଯାଏ ତାହା ଶକ୍ତ ହୋଇଥାଏ ଓ ଆପଣଙ୍କ ଶରୀରରେ ନୂତନ ରକ୍ତ ସୃଷ୍ଟି ହୋଇଥାଏ ।

ବାଦାମ କୁ ଆପଣ ଶୋଇଲା ସମୟରେ ପାଣି ରେ ପକେଇ ସକାଳେ ଏହାର ଚୋପା କୁ ଛଡାଇ ଏହାର ସେବନ କରିବା ଉଚିତ୍ । ତୃତୀୟ ହେଉଛି wallnut ଆକୃଟ ଏଥିରେ ପ୍ରଚୁର ପରିମାଣରେ ନିଉଟ୍ରି ସନ ରହିଥାଏ ଯାହା ହାଡ ପାଇଁ ଉପଯୋଗୀ ହୋଇଥାଏ । ଏଥିରେ ଓମେଗା 3 ଫ୍ୟାଟି ଏସିଡି ରହିଥାଏ ଯାହା ହାଡ ରେ ହେଉଥିବା ସମସ୍ୟା କୁ ଦୂର କରିବାରେ ସାହାଯ୍ୟ କରିଥାଏ ।

ଏହା ଛଡା ଏଥିରେ ମ୍ୟାଗ୍ନେସିୟମ ଓ ଫସଫରସ ରହେ ଯାହା ହାଡ କୁ ଭିତର ରୁ ମଜବୁତ କରିଥାଏ । ଆକୃଟ ରେ ଭିଟାମିନ , ମିନେରାଲ ଥାଏ ଯାହା ଶରୀରରେ ହେଉଥିବା ଦୁର୍ବଳତା ଓ ଥକାପଣ କୁ ଦୂର କରିଥାଏ । ଏହାକୁ ଆପଣ ଦିନରେ ଦୁଇ ରୁ ତିନିଟା ଖାଇପାରିବେ ମନେ ରଖିବେ ଯେ ଆକୃଟ କୁ ସର୍ବଦା ବିନା ଚୋପା ଛଡା ଦେଇଥିବା ଆକୃଟ କୁ ଖାଇବେ ବଜାର ରେ ଯାହା ଶସ୍ତା ମିଳିଥାଏ ତାହାର ସେବନ କରିନବେ ନାହିଁ ।

ଆପଣ ଏହି ତିନୋଟି ଜିନିଷ କୁ ନେଇ ଏଥିରେ ଡାଲ ଚିନି ଗୁଣ୍ଡ ପକେଇ ଏହାର ପାଉଡର ପ୍ରସ୍ତୁତ କରିନେବେ । ସକାଳ ସମୟରେ ଗରମ କ୍ଷୀର ରେ ମିଶ୍ରି ଏବଂ ଏହି ପାଉଡର କୁ ଗୋଳେଇ ଏହାକୁ ସେବନ କରିବା ହେତୁ କାଲସିୟମ ର ଅଭାବ ପୂରଣ ହୋଇଥାଏ । ଆମ ପୋଷ୍ଟ କୁ ଶେୟାର କରନ୍ତୁ ଓ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *