ଶରୀରରେ ଥିବା ରକ୍ତର ଅଭାବକୁ ମାତ୍ର 8 ଦିନରେ ପୁରା କରିବ ! ଶୀଘ୍ର-ଶୀଘ୍ର ରକ୍ତ ବଢେଇବାର ଉପାୟ (Dr. Bimal Chhajer)

ନମସ୍କାର ବନ୍ଧୁଗଣ , ଶରୀର କୁ ସର୍ବଦା ସୁସ୍ଥ ରଖିବା ପାଇଁ ଆମ କୁ ଉତ୍ତମ ଖାଦ୍ୟ , ସଠିକ ପରିମାଣ ରେ ପାଣି , ପ୍ରୋଟିନ ଜାତୀୟ ଖାଦ୍ୟ ଆଦି ର ସେବନ ଶରୀର କୁ ସୁସ୍ଥ ଓ ଦୀର୍ଘାୟୁ କରିଥାଏ । ମଣିଷ ବଞ୍ଚିବା ପାଇଁ ସବୁଠୁ ଗୁରୁତ୍ଵପୂର୍ଣ୍ଣ ଜିନିଷ ହେଉଛି ଅମ୍ଳଜାନ , ଏହା ବିନା ମଣିଷ କ୍ଷଣ ବଞ୍ଚିନଥାଏ । ଅମ୍ଳଜାନ ଆମ କୁ ଗଛ ରୁ ବା ପ୍ରକୃତିକ ପରିବେଶ ରୁ ମିଳିଥାଏ , ମାତ୍ର ଆଜି ର ଲୋକମାନେ ଗଛ କୁ ନିଜର ସ୍ଵାର୍ଥ ପାଇଁ କାଟି ଦେଉଛନ୍ତି ଯାହା ଫଳରେ ଆମ ଅମ୍ଳଜାନ ମିଳିନଥାଏ ।

ଏହା ଛଡା ଆମ ପାଖ ରେ ଯେଉଁ ପଲିଥିନ ଜାରି କୁ ଜଳାଇବା ଦ୍ଵାରା ଏଥିରୁ ନିର୍ଗତ ହେଉଥିବା ବିଷାକ୍ତ ବାୟୁ ଆମ ପରିବେଶ କୁ କଳୁଷିତ କରିଥାଏ  ।  ତେଣୁ ଆପଣଙ୍କୁ ଏହା ପ୍ରତି ଧାନ ଦେବା ଉଚିତ୍ । ଆମ ଶରୀରରେ ରକ୍ତର ଅଭାବ ଦେଖାଯାଇଥାଏ ଯଥା ହିମୋଗ୍ଲୋବିନ ଯାହାକୁ ଆମେ କହିଥାଉ ଯାହା ଶରୀର ମାଧ୍ୟମରେ ଅମ୍ଳଜାନ କୁ ପରିବହନ କରିଥାଏ ।

ଯଦି ଆମ ଶରୀର ରେ ହିମୋଗ୍ଲୋବିନ କମ୍ ଯାଇଥାଏ ତେବେ ଶରୀର ରେ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ । ଯଥା ଶ୍ଵାସ ଫୁଲିବା , ମୁଣ୍ଡ ବିନ୍ଧା , ମୁଣ୍ଡ ବୁଲେଇବା , ଥକାପଣ  , ସାମାନ୍ୟ କଥାରେ ରାଗ ଲାଗିବା , ହାତ ଗୋଡ ଥଣ୍ଡା ପଡିଯିବା ଭଳି ଅସୁବିଧା ଦେଖାଦେଇଥାଏ । ଏହାକୁ ଏନିମିଆ ମଧ୍ୟ କହିଥାଉ ହୃଦୟ ରୋଗ ରେ ଏନିମିଆ ଦେଖାଯାଇଥାଏ ।

ତେବେ ଆମେ ହିମୋଗ୍ଲୋବିନ କୁ ବଢାଇବା କିପରି , ଡାକ୍ତରଙ୍କ କହିବା ଅନୁଯାୟୀ ବ୍ୟକ୍ତିଙ୍କୁ ସର୍ବ ପ୍ରଥମେ ଭିଟାମିନ – ସି ର ସେବନ କରିବା ଉଚିତ୍ । ଭିଟାମିନ – ସି ଆମ କୁ ଅମୃତ ଭଣ୍ଡା , କମଳା , ଲେମ୍ବୁ , ଲିଚୁ , ବ୍ରୋକଳି ଆଦି ରେ ମିଳିଥାଏ । ସବୁଜ ପନିପରିବା ରେ ଆପଣମାନଙ୍କୁ ଫୋଲିକ ଏସିଡ ମିଳିଥାଏ ଯାହା ଶରୀର ରେ ରକ୍ତ ର ଅଭାବ କୁ ଦୂର କରିବାରେ ସାହାଯ୍ୟ କରିଥାଏ ।

ଆମେ ଶରୀର ରେ ରକ୍ତ ର ଅଭାବ କୁ ଦୂର କରିବା ପାଇଁ ଡାକ୍ତରଙ୍କ ଦ୍ଵାରା ଦିଆଯାଇଥିବା ସିରଫ ର ସେବନ କରିଥାଉ ଏହା ଛଡା ବିଟ ରେ ପ୍ରଚୁର ପରିମାଣ ରେ ରକ୍ତ ଅଭାବ କୁ ଦୂର କରିବାର ପୋଷାକ ରହିଥାଏ । ବିଟ କୁ ଖାଇବା ଦ୍ଵାରା ଶରୀରରେ ଭଲ ରକ୍ତ କୁ ବଢାଇଥାଏ । ଦ୍ଵିତୀୟ ଜିନିଷ ହେଉଛି ବେଦନା ଏହାକୁ ଖାଇବା ଦ୍ଵାରା ଆମ ଶରୀରରେ ଡ଼ାକ୍ତର ଅଭାବ ସୁର ହୋଇଥାଏ ।

ଗାଜର , ବିଲାତି ଓ ସେଓ ଖାଇବା ଶରୀର ରେ ରକ୍ତ କୁ ବୃଦ୍ଧି କରିଥାଏ । ବାଦାମ , କିସମିସ ଓ ଗୁଡ ମଧ୍ୟ ରକ୍ତ କୁ ବଢାଇଥାଏ । ଏଥିରେ ଆଇରନ ରହେ ଯାହା ଶରୀର ରେ ରକ୍ତ କୁ ବୃଦ୍ଧି କରେ । ତେଣୁ ଏହି ସମସ୍ତ ଜିନିଷ କୁ ନିଶ୍ଚିତ ଭାବରେ ଆପଣଙ୍କ ଦୈନନ୍ଦିକ ଖାଇବାରେ ସାମିଲ କରନ୍ତୁ । ଆମ ପୋଷ୍ଟ କୁ ଅନ୍ୟମାନଙ୍କୁ ଶେୟାର କରନ୍ତୁ ଓ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *