ପିଲାଙ୍କ ରଙ୍ଗ କଳା କାହିଁକି ହୋଇଥାଏ ?  

ନମସ୍କାର ବନ୍ଧୁଗଣ, ମଣିଷର ରଙ୍ଗ ଦୁଇଟି କଳା ଏବଂ ଗୋରା । ରଙ୍ଗସଫା ତଥା ଗୋରା ହେଲେ ସମସ୍ତେ ଖୁସି ହୋଇଥାନ୍ତି ଏବଂ ଲୋଭେଇଯାନ୍ତି । କିନ୍ତୁ ଯଦି କଳା ପିଲାଟିଏ ଜନ୍ମ ହୋଇଥାଏ ତେବେ ମୁହଁ ଫେରାଇ ଆଣନ୍ତି । କଳା ରଙ୍ଗର ପିଲା ଜନ୍ମ ହେବା ପଛରେ ଏକ ବଡ କାରଣ ରହିଛି । ତେଣୁ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ କଳା ରଙ୍ଗର ପିଲା କାହିଁକି ଜନ୍ମ ହୋଇଥାନ୍ତି । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ହେବାର କାରଣ ସମ୍ପର୍କରେ ।

ଗର୍ଭରେ ଥିବା ପିଲାର ରଙ୍ଗ ବାପା ମାଆଙ୍କର DNA ଉପରେ ନିର୍ଭର କରିଥାଏ । ଯଦି ମାଆ ବାପା ଗୋରା ତ ପିଲା ଗୋରା ଆଉ ଯଦି ମାଆ ବାପା କଳା ତ ପିଲା ମଧ୍ୟ କଳା । 1- ଗର୍ଭବତୀ ମହିଳା ମାନ ସୂର୍ଯ୍ୟଗ୍ରହଣ ସମୟରେ କରୁଥିବା ଭୁଲ ପାଇଁ ପିଲାର ରଙ୍ଗ କଳା ହୋଇଯାଏ । ସୂର୍ଯ୍ୟ ଗ୍ରହଣ ସମୟର କିରଣ ବହୁତ ହାନି କାରକ ହୋଇଥାଏ ଗର୍ଭରେ ଥିବା ସନ୍ତାନ ପାଇଁ ଯାହାଦ୍ୱାରା ଶିଶୁର ରଙ୍ଗ କଳା ହୋଇଯାଏ ।

ତେଣୁ ସୂର୍ଯ୍ୟଗ୍ରହଣ ସମୟରେ କେବେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ବାହାରକୁ ଆସିବା ଉଚିତ ନୁହେଁ । 2- ମଙ୍ଗଳବାର, ଗୁରୁବାର ଏବଂ ଶନିବାର ଦିନ ଶାରୀରିକ ସମ୍ବନ୍ଧ ରଖିବା ଦ୍ଵାରା ଜାତ ହେଉଥିବା ପିଲାର ରଙ୍ଗ କଳା ହୋଇଥାଏ । ଏହି ଦିନ ସମ୍ପର୍କ ରଖିବା ଫଳରେ ଗର୍ଭରେ ସଂଚାର ହେଉଥିବା ପିଲା କିନ୍ନର ମଧ୍ୟ ହୋଇପାରେ ।

3- ହିଂସ୍ର ପଶୁମାନଙ୍କ ଫଟୋ ଗର୍ଭବତୀ ମହିଳାମାନେ ଦେଖିବା ଅନୁଚିତ । ଏହା ସହିତ ଗର୍ଭବତୀ ମହିଳାମାନଙ୍କୁ ଖାଲି ଆଖିରେ ମଧ୍ୟ ସୂର୍ଯ୍ୟ କିରଣକୁ ଦେଖିବା ଉଚିତ ନୁହେଁ । ଏହାଦ୍ୱାରା ମଧ୍ୟ ଶିଶୁ ଉପରେ ଖରାପ ପ୍ରଭାବ ପଡିଥାଏ । ଏବଂ ଗର୍ଭରେ ଥିବା ଶିଶୁର ରଙ୍ଗା କଳା ହୋଇଯାଏ । ଗର୍ଭବତୀ ମହିଳା ମାନଙ୍କୁ ଅଧିକ ସମୟ ଖରାରେ ରହିବା ଉଚିତ ନୁହେଁ ।

4- ଗର୍ଭବତୀ ମହିଳା ମାନଙ୍କୁ କଳା ଜିନିଷର ସେବନ କରିବା ଉଚିତ ନୁହେଁ । ଏହା ଦ୍ଵାରା ଶିଶୁ କଳା ହୋଇ ଜନ୍ମ ହୋଇଥାଏ ।  5- ସକାଳ ସମୟରେ କଳା ଜିନିଷ ଦେଖିବା ଠାରୁ ଗର୍ଭବତୀ ମହିଳାମାନେ ଦୂରେଇ ରହିବା ଉଚିତ । ଏହଫଳରେ ବି ଶିଶୁ ଉପରେ ଖରାପ ପ୍ରଭାବ ପଡିଥାଏ । ଆଉ କଳା ରଙ୍ଗର ଶିଶୁ ଜାତ ହୋଇଥାଏ ।

6- ନିଶା ସେବନ ଏବଂ ଧୂମ୍ରପାନ କରୁଥିବା ମହିଳାମାନଙ୍କ ଶିଶୁର ରଙ୍ଗ ବି କଳା ହୋଇଥାଏ । 7- ଗର୍ଭଧାରଣ ସମୟରେ ଅତ୍ୟଧିକ ଔଷଧ ଖାଇବା ଦ୍ଵାରା ମଧ୍ୟ ଗର୍ଭରେ ଥିବା ସନ୍ତାନର ରଙ୍ଗ କଳା ହୋଇଯାଇଥାଏ । ଏହିସବୁ କାରଣ ପାଇଁ କଳା ପିଲା ଜନ୍ମ ହୋଇଥାନ୍ତି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *