ଘରର ଏହି ଜିନିଷକୁ ଅନ୍ୟ ମାନଙ୍କ ଆଖିରୁ ସର୍ବଦା ଲୁଚାଇ ରଖନ୍ତୁ, ଆପଣଙ୍କ ଘରେ ବି ହେବ ମା’ ଲକ୍ଷ୍ମୀଙ୍କ ଆଗମନ !

ନମସ୍କାର ବନ୍ଧୁଗଣ ,  ଘରର ଏହି ଏକ ଜିନିଷ କୁ ଲୁଚାଇ ରଖନ୍ତୁ ହେବ ଧନର ବର୍ଷା । ଅନେକ ସମୟରେ ଆମେ ଦେଖିଥାଉ ଯେ ଆମ ଚାରିପାଖରେ ସମସ୍ୟା ହିଁ ସମୟ ରହିଥାଏ । ଘରେ ଯଦି ଆର୍ଥିକ ଅସୁବିଧା ଦେଖାଯାଏ ତ ଆଉ କେବେ କର୍ମ କ୍ଷେତ୍ରରେ ଅସୁବିଧା ଦେଖାଯାଇଥାଏ । ଆଉ କେତେକ ସମୟରେ ଭଲରେ ହେଉଥିବା କାର୍ଯ୍ୟ ହଠାତ ରହିଯାଇଥାଏ । ଚାକିରୀ କ୍ଷେତ୍ରରେ ସମସ୍ୟାମାନ ଦେଖାଯାଇଥାଏ ଏବଂ ଆଉ କିଛି ସମସ୍ୟା ପଛରେ ଥିବା କାରଣ ଆମେ ଜାଣିନଥାଉ ।

ଯଦି ଆପଣଙ୍କର ଅନେକ ଚେଷ୍ଟା ପରେ ମଧ୍ୟ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ ଟି ହେଇପାରୁନଥାଏ ବା ଆପଣଙ୍କ ର କର୍ମ ଟ ଫଳ ଆପଣ ପାଇଁ ପାରୁନଥାଉ  । ତେବେ ଏହାର କାରଣ ହୋଇପାରେ ଆପଣଙ୍କ ଘରେ ଲୁଚି ରହିଥିବା କିଛି  କଥା । ଏହା ଶୁଣିବାକୁ ବହୁତ ସାମାନ୍ୟ ଲାଗିପରେ କିନ୍ତୁ ଏହି ସବୁ କଥା ଜୀବନରେ ପକେଇଥାଏ କୁପ୍ରଭାବ । ଆପଣଙ୍କ ଜୀବନରେ କୋଣସି କାର୍ଯ୍ୟ କୁ ଅଟକାଉ ଥିବା ଘରର  ସହିତ ସମ୍ବନ୍ଧିତ ସାତୋଟି କାରଣ ରହିଛି ।

ପ୍ରଥମ ଜିନିଷ ହେଉଛି  ଘରର ଡଷ୍ଟବିନ୍ ଯଦି ଆପଣ ଘରର ଡଷ୍ଟବିନ୍ କୁ ସର୍ବଦା ଖୋଲା କରି ରଖିଥାନ୍ତି । ତେବେ ଏହା ଆପଣଙ୍କ ଜୀବନରେ ସମସ୍ୟା ସୃଷ୍ଟି କରିବାର କାରଣ ହୋଇଥାଏ , ତେଣୁ ଘରର ଡଷ୍ଟବିନ୍ କୁ ସର୍ବଦା ବନ୍ଦ କରିକି ରଖିବା ଉଚିତ୍ । ଦ୍ଵିତୀୟ ବିଷୟ ହେଉଛି ଖୋଲା ଆଲମାରୀ ଯେଉଁମାନଙ୍କ ଘରେ ଆଲମାରୀ ଖୋଲା ହେଇକି ରହିଥାଏ । ସେ ଘରେ ନାକାରାତ୍ମ ପ୍ରଭାବ ପଡିଥାଏ ଏବଂ ଧନ ର ଅଭାବ ପରିଲକ୍ଷିତ ହୋଇଥାଏ ।

ତେଣୁ  ମୁଖ୍ୟ ଭାବରେ ଧ୍ୟାନ ରଖିବେ ଯେପରି ଆଲମାରୀ ର କବାଟ ସର୍ବଦା ବନ୍ଦ ରହିବ । ଭୀମ ତଳେ ଖଟ ପକେଇକି ଶୋଇବା ଅନୁଚିତ୍ ହୋଇଥାଏ । ଯେ କୋଣସି ବ୍ୟକ୍ତି ଭୀମ ତଳେ ଖଟ ପକେଇନ ଶୋଇଥାନ୍ତି ସେମାନଙ୍କ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥାଏ । ତେଣୁ କେବେ ବି ଭୀମ ର ତଳେ ଖଟକୁ ପକେଇବେ ନାହିଁ ।

ଚର୍ତୁର୍ଥ ହେଉଛି ଝାଡୁ ଏହାକୁ  କେବେ ହି ସାମ୍ନାରେ ରଖିବେ ନାହିଁ ବିଶେଷ କରି  ରୋଷେଇ ଘରୁ ଝାଡୁ କୁ ଦୂରରେ ରଖିବେ , ଏହାର କାମ ସାରିଲା ପରେ ଏହାକୁ କୋଣସି ସ୍ଥାନରେ ଲୁଚେଇ ରଖିବେ । ଏହା ଦ୍ଵାରା ଘରେ ଧନ ସମ୍ବନ୍ଧୀୟ ଦୋଷ ଥିଲା ଦୂର ହୋଇଯାଇଥାଏ । ପଞ୍ଚମ ଘରେ ଟଙ୍କା ପଇସା ରଖାଯାଉଥିବା ଡବା କୁ କେବେ ବି ଖାଲି ରଖିବେ ନାହିଁ ଏହାକୁ ବହୁତ ବଡ ଅଶୁଭ ସଙ୍କେତ ହୋଇଥାଏ ।

ଏଥିରୁ ବଞ୍ଚିବା ପାଇଁ ତିଜୋରି ରେ ଏକ ଚାନ୍ଦି ର କୋଏନ ନିଶ୍ଚିତ ରଖନ୍ତୁ । ଷଷ୍ଟ ହେଉଛି ଶୋଇଲା ରୁମ ରେ କେବେ  ବି ଦର୍ପଣ ରଖିବେ ନାହିଁ । ଯଦି ରଖନ୍ତି ତେବେ ଏହା ପ୍ରତି ଧ୍ୟାନ ଦେବେ ଯେ ଯେପରି ଦର୍ପଣ ରେ ଖଟ ଦେଖାନ ଯାଉ । ନଚେତ୍ ଆପଣ ଘରେ ଧନ ର ଅଭାବ ହୋଇଥାଏ । ଏହି ସମସ୍ତ ଜିନିଷ କୁ ଲୁଚାଇ ରଖିଲେ ଆପଣଙ୍କ ଘରେ ହୋଇଥାଏ ଧନ ର ବର୍ଷା । ଏଭଳି ପୋଷ୍ଟ ପାଇଁ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *