ଶରୀରର କେଉଁ ସବୁ ଲକ୍ଷଣରୁ ଚିହ୍ନିବେ Heart Attack ସମସ୍ଯା ! Heart Attack Symptoms and Causes!

ନମସ୍କାର ବନ୍ଧୁଗଣ , ଆଜିର ମଣିଷ କୁ ଆମେ କାଲି ଦେଖିବାକୁ ପାଇନଥାଏ । ଯଦି ଏହାର କାରଣ ଜାଣିବାକୁ ଯାଇଥାଉ ତେବେ ଆମେ ଜାଣିବାକୁ ପାଇଥାଉ କି ହୃଦୟ ରୋଗରେ ମଣିଷର ମୃତି ହୋଇଛି । ଆଜି କାର ଦିନରେ ହାର୍ଟଆଟାକ୍ ଜନିତ ସମସ୍ୟା ଆମେ ଅଧିକ ଦେଖିବାକୁ ପାଇଥାଉ । ଅନେକଙ୍କୁ ଏହି ହାର୍ଟଆଟାକ୍ ହଠାତ ଆସିଥାଏ ଏବଂ ଆଉ କିଛି ଲୋକଙ୍କର ଶୋଭାଗ୍ୟ ହେଉ ବୋଧେ ସେ ବଞ୍ଚିଯାଇଥାନ୍ତି ।

କିନ୍ତୁ ଅନେକ କ୍ଷେତ୍ରରେ କେହ ସମ୍ଭବ ହୋଇନଥାଏ । ହୃଦୟ ସମ୍ବନ୍ଧିତ ରୋଗକୁ ଚିହ୍ନିବା କଷ୍ଟକର ହୋଇଥାଏ । କିନ୍ତୁ ଆଜି ଆସନ୍ତୁ ଜାଣିବା ଏହି ରୋଗ ର ଲକ୍ଷଣ ବିଷୟରେ ଡାକ୍ତର ଙ୍କ କଥାରେ । ଏହି ରୋଗ କୁ ଆମେ କେମିତି ଜାଣିପାରିବ ଏବଂ ଏହା ପାଇଁ କଣ କରିବା ଉଚିତ୍ ହୋଇଥାଏ ।  ଆପଣମାନେ ଜାଣିବେ କେମତି ଯେ ଆପଣଙ୍କୁ ହାର୍ଟଆଟାକ୍ ହେଇଛି ବୋଲି ।

ପ୍ରଥମରେ ତ ବ୍ୟକ୍ତି କହିଥାଏ ସେ ପୂର୍ବେ ଯେପରି ଚାଲିପାରୁଥାଏ , ଏବେ ସେ ସେତିକି ବାଟ ଚାଲିପାରୁନି । ବ୍ୟକ୍ତିର ଦେହରୁ  ବହୁ ପରିମାଣରେ ଜାଳ ନିର୍ଗତ ହୋଇଥାଏ । ଏ-ସି ରେ ବସିଥିଲେ ମଧ୍ୟ ଜାଳ ବହିଯିବ , ଥକାପଣ ଲାଗିଥାଏ ଏବଂ ବ୍ୟକ୍ତିକୁ ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥାଏ । ଯଦି ବ୍ୟକଟୀର ଶରୀର ରେ ଏହି ସବୁ ଲକ୍ଷଣ ଦେଖାଯାଇଥାଏ , ତେବେ ଆପଣ ଜାଣିବା ଉଚିତ୍ ଯେ ଆପଣଙ୍କୁ ହୃଦୟ ଋଗ ହେବାର ସମ୍ଭାବନା ରହିଛି ।

ହାର୍ଟଆଟାକ୍ ଆସିବା ବୋଲି ଆମେ ପୂର୍ବରୁ ଜାଣିପାରିବୁ ନାହିଁ । କିନ୍ତୁ ଏହାର ଲକ୍ଷଣ ଆମେ ଜାଣିପାରିଥାଉ ଯେପରି କି ଆମେ ପୂର୍ବ ପରି କାମ କରିପାରିନଥାଉ  , ଯେତିକି ତୀବ୍ର ଆପଣ ସିଡି ଛାଡିପାରୁଥିଲେ ତାହା କରିପାରୁନଥିବେ , ସକାଳେ ବାୟାମ ବେଶୀ ସମୟ କରୁପାରିନଥିବେ   । ଯେତେ ବେଳେ ଆପଣଙ୍କୁ ଏହି ସବୁ ଲକ୍ଷଣ ଦେଖାଯାଇଥାଏ ତୁରନ୍ତ ଡାକ୍ତରଙ୍କ ପାଖ କୁ ଯିବା ଉଚିତ୍ ହୋଇଥାଏ ।

 

ଯଦି ହାର୍ଟଆଟାକ ହେଇଥାଏ ତେବେ ଏହାର ପ୍ରମୁଖ୍ୟ ଲକ୍ଷଣ ହେଉଛି ଛାତିରେ ଯନ୍ତ୍ରଣା ହେବା । ଛାତିରେ ଯନ୍ତ୍ରଣା  ସମସ୍ତଙ୍କ ପାଖରେ ଦେଖାଯାଇନଥାଏ ପଚାଶ ପତିଶତ ଲୋକମାନଙ୍କ ପାଖରେ ଏହା ଦେଖାଯାଇଥାଏ । ଆମ ଶରୀରରେ ନାଭି ରୁ ଉପର ଭାଗରେ ଆସୁଥିବା ଯନ୍ତ୍ରଣା କୁ ଆମେ ହାର୍ଟଆଟାକ୍ ର ଆସିବାର ସଙ୍କେତ ଦେଇଥାଏ । ଯଦି ଆପଣ ଏହାକୁ ଏସିଡିଟି ଯନ୍ତ୍ରଣା ଭାବି ନେଇଥାଉ ।

ଏହା ଆପଣଙ୍କ ପାଇଁ କ୍ଷତିକାରକ ସାଧିତ ହୋଇପାରେ ।  ଯଦି ଆପଣଙ୍କ ଶରୀରରେ ଏହି ସବୁ ଦେଖାଯାଇଥାଏ ତେବେ  ଏହାକୁ ଅବହେଳା କରନ୍ତୁ ନାହିଁ ତୁରନ୍ତ ଆପଣଙ୍କ ପରିବାରରେ କହି ଡାକ୍ତରଙ୍କ ପାଖକୁ ଯାଆନ୍ତୁ ।  କାରଣ ଯଦି ଏହା ହାର୍ଟଆଟାକ୍ ର ଲକ୍ଷଣ ହୋଇଥାଏ ତେବେ ଅନେକ ଲୋକ ଛାତି ଯନ୍ତ୍ରଣା ସମୟରେ ଡାକ୍ତର ଖାନାକୁ ଯାଇପାରନ୍ତି ନାହିଁ ଏବଂ ମୃତ୍ୟୁ ମୁଖକୁ ପଳେଈ ଯାଇଥାନ୍ତି । ଅନେକ ଲୋକେ ଘରେ ଏହି ରୋଗରେ ମୃତ୍ୟୁବରଣ କରନ୍ତି ତେଣୁ ଯେକୋଣସି ଯନ୍ତ୍ରଣା ଆସିଥାଏ ତେବେ ତୁରନ୍ତ ଡାକ୍ତରଙ୍କ ପାଖକୁ ଯାଆନ୍ତୁ ।

ଏଭଳି ପୋଷ୍ଟ ପାଇଁ ଆମ ପେଜକୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *