ଘରେ ରଖିଛନ୍ତି କି ବେଲଣା କାଠି ? ଜାଣନ୍ତୁ ଏହି ଭୟଙ୍କର କଥା

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ରୋଷେଇ ଘରେ ସର୍ବଦା ମା ଲକ୍ଷ୍ମୀଙ୍କର ଦ୍ରୁଷ୍ଟି ରହିଥାଏ । ଯେଉଁ ମହିଳା ନିଜ ରୋଷେଇ ଘରର ସମସ୍ତ କାର୍ଯ୍ୟ ଠିକ ଭାବେ ତୁଲାଇଥାଏ । ସେହି ଘର ଉପରେ ମା ଲକ୍ଷ୍ମୀ ସର୍ବଦା ପ୍ରସନ୍ନ ରହିଥାଏ । ଏହା ସହିତ ରୋଷେଇ ଘରର ସାମଗ୍ରୀ ଉପଯୁକ୍ତ ସ୍ଥାନରେ ରଖିବା ମଧ୍ୟ ଏକାନ୍ତ ଆବଶ୍ୟକ ହୋଇଥାଏ । ଆଜି ଆପଣ ସେହି ରୋଷେଇ ଘରେ ବ୍ୟବହୃତ ବେଲଣା କାଠି ଓ ବେଲଣା ପଟା ଉପରେ କିଛି ମହତ୍ଵ ପୂର୍ଣ୍ଣ  ତଥ୍ୟ ଜାଣିବାକୁ ପାଇବେ ।

ବେଲଣା ପଟାରେ ରୁଟି କରିବା ସମୟରେ ବେଲଣା ପଟାର ୩ ଟି ଗୋଡ ଭୂମୀରେ ଲାଗିବା ଉଚିତ । କାରଣ ଯଦି ଏହାର ୩ ଟି ଗୋଡ ଠିକ ଭାବରେ ଭୂମୀରେ ଲାଗିନଥାଏ । ତେବେ ଏଥିରେ ବେଲିବା ସମୟରେ ଯେଉଁ ଠକ ଠକ ଆବାଜ ଆସିଥାଏ । ଏହା ଘରର ପରିବାରର ସଦସ୍ୟଙ୍କ ସ୍ଵାସ୍ଥ ଉପରେ କୁପ୍ରଭାବ ପକାଇଥାଏ ।

ଲୋକ ମାନେ ଘରକୁ ସୁନ୍ଦର ଦିଶିବା ପାଇଁ ଅନେକ ରଙ୍ଗବେରଙ୍ଗର ବେଲଣା କାଠି ଓ ପଟା ଘରେ ବ୍ୟବହୃତ କରିଥାନ୍ତି । କେବେ ମଧ୍ୟ କଳା ଓ ନୀଳ ରଙ୍ଗର ବେଲଣା କାଠି ଓ ପଟା ବ୍ୟବହାର କରିବା ଉଚିତ ନୁହେଁ । କାଠର ବେଲଣା ପଟା ଓ କାଠି ହୋଇଥିଲେ । ଏହା ଘର ପାଇଁ ଅତି ଶୁଭ ହୋଇଥାଏ । ଷ୍ଟିଲ ବେଲଣାରେ ରୁଟି କରିବା ସମୟରେ ଏହା ଉପରେ ଶନୀଙ୍କର ନଜର ରହିଥାଏ ।

ତେଣୁ ସେଥିରେ ରୁଟି କରିବା ପୂର୍ବରୁ ସେଥିରେ ୧ ରୁ ୨  ବୁନ୍ଦା କ୍ଷୀର ପକାଇ ପୋଛି ଦିଅନ୍ତୁ ଓ ରୁଟି କରିବା ଉଚିତ । ଅନ୍ୟ କାହାର ବେଲଣା ପଟା ଓ କାଠି ବ୍ୟବହାର କରିବା ଠିକ ହୋଇନଥାଏ । ଯଦି ଏପରି କରୁଛନ୍ତି । ତେବେ ସେଥିରେ କିଛି ଲୁଣ ଛିଞ୍ଚି ତାହାକୁ ଭଲ ଭାବରେ ପୋଛି ରୁଟି କରନ୍ତୁ । ଏପରି କରିବା ଦ୍ଵାରା  ଚନ୍ଦ୍ରଙ୍କର ଆପଣଙ୍କ ଘରେ ଉପରେ ଶୁଭ ଦ୍ରୁଷ୍ଟି ପଡିଥାଏ ।

ପ୍ଲାଷ୍ଟିକର ବେଲଣା କାଠି ଓ ପଟାରେ ରୁଟି ପ୍ରସ୍ତୁତ କରି ଖାଇଲେ । ଏହା ସ୍ଵାସ୍ଥ ପ୍ରତି ଭଲ ହୋଇନଥାଏ । ବେଲଣାରେ ସିଧାସଳଖ ତେଲର ବ୍ଯବହର କରିବା ଘରକୁ ଅଶାନ୍ତି ଆଣିଦେଇଥାଏ ।  କାରଣ ଏଥିରେ ଶନିଙ୍କର ପ୍ରଭାବ ରହିଥାଏ । ତେଣୁ ସିଧାସଳଖ ବେଲଣାରେ ତେଲ ମାରନ୍ତୁ ନାହିଁ ।

ବେଲଣା ପଟା ଓ କାଠି ଏକ ପଦାର୍ଥରୁ ପ୍ରସ୍ତୁତ ହୋଇଥିବା ଉଚିତ । କାଠ ପଟା ସହିତ ଷ୍ଟିଲ ବେଲଣା କିମ୍ବା ଷ୍ଟିଲ କାଠି ସହ କାଠ ପଟା ବ୍ୟବହାର କରିବା ଉଚିତ ହୋଇନଥାଏ । ଏପରି କରିବା ଦ୍ଵାର  ଘରେ ଦରିଦ୍ରତା ବୃଦ୍ଧି ପାଇଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲିବେ ନାହିଁ।  ଧନ୍ୟବାଦ

Leave a Reply

Your email address will not be published. Required fields are marked *