Tarot card reading- ହୃଦୟରୁ ବାଛନ୍ତୁ ଯେ କୌଣସି 1 ବେଲ ପତ୍ର ଓ ଜାଣନ୍ତୁ ଆପଣଙ୍କ କେଉଁ ଇଚ୍ଛା ବହୁଳ ଜଲ୍ଦି ପୂର୍ଣ୍ଣ ହେବାକୁ ଯାଉଛି

ନମସ୍କାର ବନ୍ଧୁଗଣ । ପ୍ରତ୍ଯେକ ବ୍ୟକ୍ତିର ନିଜ ନିଜ ଜୀବନରେ କିଛି କିଛି ଆସା ଅଭିଳାଷ ରହିଥାଏ । ସମସ୍ତେ ଜୀବନରେ କିଛି କିଛି ସ୍ଵପ୍ନ ଦେଖିଥାନ୍ତି । ନିଜର ସ୍ଵପ୍ନ କୁ ପୂରଣ କରିବା ପାଇଁ ଅନେକ କିଛି କରିଥାନ୍ତି । ଏପରି ରେ କିଛି ଲୋକ ଙ୍କର ଇଛା ରହିଥାଏ କି ତାଙ୍କର ଇଛା ମନୋସ୍କାମନା ପୂରଣ ହେବ ନା ନାହିଁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଏପରି ଏକ ଜେନେରାଲ ରିଡିଂ ର ବିଷୟ ଟି ଯାହା ସାହାର୍ଯ୍ୟ ରେ ଆପଣ ଜାଣି ପାରିବେ କି ଆପଣ ଙ୍କର ଇଛା କେବେ ଆଉ କେତେ ଶୀଘ୍ର ପୂରଣ ହେବାକୁ ଯାଉଛି ।

ଆଜିର ଏହି ବିଷୟ ବସ୍ତୁ ଟିକୁ ପ୍ରାରମ୍ଭ କରିବା ପୂର୍ବରୁ ପ୍ରଥମେ ଆପଣ ମାନେ ଉପରୋକ୍ତ ଦୁଇଟି ବେଲ ପତ୍ର ଚିତ୍ର ମଧ୍ୟରୁ କୌଣସି ଗୋଟିଏ ସଂଖ୍ୟାର ବେଲ ପତ୍ର ଟି କୁ ବାଛି ନିଅନ୍ତୁ । ଆପଣ ନିଜର ଯେଉଁ ଇଛା ଟି ସମ୍ବନ୍ଧରେ ଜାଣିବାକୁ ଚହୁଁଛନ୍ତି ସେହି ବିଷୟ କୁ ହିଁ ନିଜ ମନରେ ରଖି କୌଣସି ଏକ ସଂଖ୍ଯାର ଚୟନ କରନ୍ତୁ ।

ବନ୍ଧୁଗଣ ଯଦି ଆପଣମାନେ ପ୍ରଥମ ଚିତ୍ରରେ ଥିବା 3 ଅଙ୍କ ବିଶିଷ୍ଟ ବେଲ ପତ୍ର ଟିର ଚୟନ କରିଥାନ୍ତି ତେବେ ବନ୍ଧୁଗଣ ଏହି ସମୟ ରେ ଆପଣଙ୍କ ବ୍ୟକ୍ତିତ୍ବ ରେ ଖୁବ ବଡ ପରିବର୍ତ୍ତନ ଆସିବ । ବର୍ତ୍ତମାନ ସମୟ ପର୍ଯ୍ୟନ୍ତ ଯେଉଁ ଯେଉଁ ପରିସ୍ଥିତି ପାଇଁ ଆପଣ ଙ୍କୁ ହାନି ସହିବାକୁ ପଡୁଥିଲା ସେ ସବୁ ରୁ ଆପଣ ଧୀରେ ଧୀରେ ଲାଭ ପାଇବାକୁ ଲାଗିବେ । କିନ୍ତୁ ଆପଣଙ୍କୁ କିଛି ବିଷୟ ଉପରେ ବିଶେଷ ଭାବରେ ନଜର ଦେବାକୁ ମଧ୍ୟ ପଡିବ । କାମ ସମ୍ବନ୍ଧ ରେ ଆପଣ କୌଣସି ସ୍ଥାନକୁ ମଧ୍ୟ ଯାତ୍ରା କରି ପାରନ୍ତି ।

ଖୁବ ଶୀଘ୍ର ଆପଣ ଙ୍କୁ ଏକ ଭଲ ଖବର ମଧ୍ୟ ମିଳିପାରେ । କୌଣସି କିଛି ନିର୍ଣ୍ଣୟ ନେବା ସମୟ ରେ ଆପଣ ଟିକେ ଭାବିଛିନ୍ତି ନିର୍ଣ୍ଣୟ ଟିକୁ ନିଅନ୍ତୁ । ବନ୍ଧୁଗଣ ଆପଣ ମାନେ ଯଦି ଦ୍ଵିତୀୟ ଫୋଟୋ ଯୁକ୍ତ ପାଞ୍ଚ ଟି ସଂଖ୍ଯାର ବେଲ ପାତ୍ର ଟିକୁ ଚୟନ କରିଥାନ୍ତି, ତେବେ ଆପଣ ମାନେ ବନ୍ଧୁଗଣ ଜୀବନରେ କୌଣସି ପରିସ୍ଥିକୁ ବଦଳିବାକୁ ଇଛା କରନ୍ତୁ ନାହିଁ , ଆପଣ ଙ୍କ ଦ୍ଵାରା ଜାହ ଯେତେ ମାତ୍ରା ରେ ସମ୍ଭବ ହେଉଛି, ତାହ କରନ୍ତୁ। ତାହା ସହ ଆପଣ ନିଜର ଚିନ୍ତାଧାରା ନିଜର ମନ କୁ ବା ଭାବ ବିଚାର ବା ନିଜର ପ୍ରଗତି କୁ ଜୀବନରେ କାହା ସହ ବାଣ୍ଟନ୍ତୁ ନାହିଁ ।

କାରଣ ଏହା ପାଇଁ ଆପଣଙ୍କୁ ଅଧିକ ସମସ୍ଯା ମାନ ର ସମ୍ମୁଖୀନ ହେବାକୁ ପଡିବ । କାରଣ ଆପଣ ଙ୍କ ଜୀବନରେ ଆପଣ ଙ୍କୁ ସବୁବେଳେ ଏପରିକ ଲୋକ ହିଁ ମିଳିବେ ଯେଉଁ ମାନେ କି ସବୁବେଳେ ଆପଣ ଙ୍କ ସଫଳତା କୁ ନେଇ ଜଳୁ ଥିବେ । ଉପରେ ଉପରେ ଖୁସି ହେଉଥିଲେ ମଧ୍ୟ ସେମାନଙ୍କ ମନ ରେ ଆପଣଙ୍କ ପାଇଁ ସେପରି କିଛି ଆନ୍ତରିକ ଖୁସି ରହି ନଥାଏ ।

ତେଣୁ ଆପଣ କାହା ସମ୍ମୁଖ ରେ ନିଜର ଭାବ କୁ ପ୍ରକଟ କରନ୍ତୁ ନାହିଁ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗେ ତେବେ ଆପଣ ମାନେ ଆମର ଏହି ପୋଷ୍ଟ ଟି କୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *