ଗର୍ଭାବସ୍ଥାରେ ଶୋଇବାର ସଠିକ ଉପାୟ ! Gynecologist Dr Prabha Agrawal

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମହିଳା ଗର୍ଭବସ୍ତାରେ ନିଜର ବହୁତ ଯତ୍ନ ନେବା ଆବଶ୍ୟକ ହୋଇଥାଏ । ଏହା ଦ୍ଵାରା ଗର୍ଭବତୀ ମହିଳା ଓ ଗର୍ଭସ୍ଥ ସନ୍ତାନ ଉଭୟଙ୍କ ପାଇଁ ସ୍ଵାସ୍ଥକର ରହିଥାଏ । ଖାସ୍ କରି ମହିଳାର ଗର୍ଭାବସ୍ତାରେ ଶୋଇବା ପ୍ରତି ଅଧିକ ଯତ୍ନବାନ ହେବା ଆବଶ୍ୟକ ହୋଇଥାଏ । କାରଣ ଯଦି ଶୋଇବାରେ କିଛି ବାଧା ଆସିଥାଏ । ତେବେ ଗର୍ଭସ୍ଥ ସନ୍ତାନ ଉପରେ ଏହାର କୁପରିଣାମ ପଡିବାର ଆଶଙ୍କା ରହିଥାଏ ।

ତେବେ ଗର୍ଭବତୀ ମହିଳାଙ୍କୁ କିପରି ଭାବରେ ଶୋଇବା ତାଙ୍କ ସ୍ଵାସ୍ଥ ପାଇଁ ହିତକର ତାହା ବିଷୟରେ ଆଲୋଚନା କରିବା । ଡାକ୍ତରଙ୍କ କହିବା ଅନୁସାରେ ଗର୍ଭବତୀ ମହିଳା ଏକ ସାଇଡ ପାଖକୁ ଅଣେଇ ହୋଇ ଶୋଇବା ତାଙ୍କ ପାଇଁ ଉଚିତ । ତେବେ ତାହା ବାମ କିମ୍ବା ଡାହାଣ କୌଣସି ସାଇଡ ପାଖକୁ ଅଣେଇ ହୋଇ ଶୋଇ ପାରିବେ ।

ଗର୍ଭବତୀ ମହିଳା ସିଧା ବା ଚିତ ହୋଇ ଶୋଇବା ଅନୁଚିତ । ଯଦି ଗର୍ଭବତୀ ମହିଳା ବାମ ପାଖ କଡ କରି ଶୋଇଥାଏ । ତେବେ ଗର୍ଭସ୍ଥ ସନ୍ତାନର ଓଜନ ମହିଳାର ବ୍ୟାକବୋନ ଉପରୁ କମିଯାଇଥାଏ । ଏହା ଛଡା ପିଲାକୁ ଠିକ ଭାବରେ ମା’ ଠାରୁ ପୋଷଣ ମିଳିଥାଏ । ଗର୍ଭସ୍ଥ ସନ୍ତାନ ଠିକ ଭାବରେ ଅକ୍ଷିଜେନ ମଧ୍ୟ ପାଇପାରିଥାଏ । ଏପରି ହେବା ଦ୍ଵାରା ଗର୍ଭସ୍ଥ ସନ୍ତାନର ଶାରୀରିକ ଓ ମାନସିକ ବିକାଶରେ ବାଧା ଆସିନଥାଏ ।

ପିଲାର ଗ୍ରୋଥ ବହୁତ ଭଲ ଭାବରେ ହୋଇଥାଏ । ଯଦି ଗର୍ଭବତୀ ମହିଳା ସିଧା ହୋଇ ଶୋଇ ରହିଥାଏ । ତେବେ ଗର୍ଭସ୍ଥ ପିଲାର ଓଜନ ମା’ ର ବ୍ଲଡ଼ଭେଶେଲ ଉପରେ ପଡିଥାଏ । ଏପରି କ୍ଷେତ୍ରରେ ଗର୍ଭସ୍ଥ ସନ୍ତାନଙ୍କୁ ବ୍ଲଡ଼ ଯୋଗାଣ କମ୍ ପରିମାଣରେ ହୋଇଥାଏ । ଏହା ସହିତ ପିଠିରେ ଦରଜ ଯନ୍ତ୍ରଣା ଅନୁଭୂତ ହୋଇପାରେ ।

ଖାଦ୍ୟ ଭଲ ଭାବରେ ଡାଇଜେସନ ନହୋଇ ବାନ୍ତି ହୋଇଥାଏ । ନିଶ୍ଵାସ ନେବାରେ ସମସ୍ଯା ଆସିପାରେ । ଯଦି ଗର୍ଭବତୀ ମହିଳା ଡାହାଣ ପାଖ କଡ ଦେଇ ଶୋଇଥାଏ । ଏପରି ଶୋଇବା ମଧ୍ୟ ମହିଳା ପାଇଁ ଠିକ ହୋଇଥାଏ । କେତେକ ସ୍ତଳରେ ମହିଳା ଡାହାଣ ପାଖ କରି ଶୋଇବା ଦ୍ଵାରା ଗର୍ଭବତୀ ମହିଳାଙ୍କର ଡାଇଜେସନ ପ୍ରକ୍ରିୟାରେ କିଛି ମାତ୍ରାରେ ପ୍ରଭାବ ପଡିଥାଏ ।

ଯେଉଁ କାରଣରୁ ମହିଳାର ଖାଦ୍ୟ ହଜମ ହେବାରେ ସାମାନ୍ୟ ଅସୁବିଧା ଆସିଥାଏ । ନଚେତ ବାମ କିମ୍ବା ଡାହାଣ ପାଖ କଡ କରି ଶୋଇବା ଦ୍ଵାରା ଉଭୟ ଗର୍ଭବତୀ ମହିଳା ଓ ତା’ ର ଗର୍ଭସ୍ଥ ସନ୍ତାନ ପାଇଁ ଭଲ ରହିଥାଏ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ୍,କମେଣ୍ଟ ଓ ଶେୟାର ନିହାତି ଭାବେ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *