କମଜୋର ହାଡ, ଦୁର୍ବଳତା, Joint Pain, ଥକାପଣ କେବେ ବି ହେବ ନାହିଁ, ଖାଆନ୍ତୁ ଏହି ଜିନିଷ, କ୍ଷୀର ଠାରୁ ଥାଏ 10 ଗୁଣା ଅଧିକ Calcium

ଆମକୁ କିଛି ସମୟ କାମ କରିଲା ପରେ ହାଲିଆ , ଦୁର୍ବଳତା , ଆଣ୍ଟୁ ବିନ୍ଧା ଆଦି ଦେଖାଯାଇଥାଏ । ଏହାର କାରଣ ହୋଇପାରେ କାଲସିୟମ ର ଅଭାବ , ହାଡର ଦୁର୍ବଳତା ଓ ଦେହରେ , ଆଣ୍ଟୁ ରେ ବିନ୍ଧା ଆଦି କୁ ଭଲ କରିଥାଏ । ପ୍ରଥମରେ ଆମ କୁ ଏହି ଅସୁବିଧା କାଲସିୟମ ର ଅଭାବରୁ ଦେଖାଯାଇଥାଏ । ଆମ ଶରୀରର ଥିବା କାଲସିୟମ ର ଅନେଶତ ପତିଶତ କାଲସିୟମ ଆମ ହାଡରେ ରହିଥାଏ ।

କେବଳ ଏକ ଭାଗ ଯେଉଁ ରହିଥାଏ , ତାହା ଆମ ରକ୍ତ ରେ ସଞ୍ଚାରିତ ହୁଏ । ଯେବେ ଆପଣଙ୍କ  ଶରୀରରେ କାଲସିୟମ ଅଭାବ ହୁଏ ଆପଣଙ୍କୁ ହାଲିଆ ଲାଗିବା , ଅଧିକ ସମୟ ଚାଳିଲେ ଥକି ଯିବା , ସ୍କିନ ଶୁଖିଲା ହୋଇଯିବା  , ଚୁଟି ଝଡିବା , ବ୍ଲଡ ପ୍ରେସର ବଢି ଯିବା ଆଦି ଲକ୍ଷଣ ଦେଖାଇଯାଇଥାଏ । ଯାହା ଆପଣଙ୍କ ଶରୀରରେ କାଲସିୟମ ଅଭାବ ର ସଙ୍କେତ ହୋଇଥାଏ ।

ଯଦି ଶରୀରରେ କାଲସିୟମ କୁ ବୃଦ୍ଧି କରିବାର କଥା ଆସେ ତେବେ ଆମେ ସମସ୍ତେ ଜାଣିଛୁ ଯେ କ୍ଷୀର ରେ କାଲସିୟମ ପ୍ରଚୁର ପରିମାଣରେ ରହିଥାଏ । ଅନେକ ଲୋକେ ଆମେ ମଧ୍ୟ ପଢିଥାଉ ଯେ ଦୁଧ ରେ କାଲସିୟମ ରହିଥାଏ । ତେଣୁ କ୍ଷୀର କୁ ପ୍ରତି ଦିନ ପିଇବା ଉଚିତ୍ । କିନ୍ତୁ କ୍ଷୀର ପିଇବାରେ ମଧ୍ୟ ଅସୁବିଧା ରହୁଛି , ତାହା ହେଉଛି ଆମେ ଯେଉଁ ବଜାରୁ କ୍ଷୀର କିଣିକି ଆଣି ପିଇଥାଉ ଆମେ ଜାଣି ନ ଥାଉ କି ତାହା ଅସଲି କ୍ଷୀର ବା ନକଲି କାରଣ ଯଦି ଆମେ ନକଲି ପିଇଥାଉ ତେବେ ତାହା ଆମକୁ ଉପକର ବଦଳରେ ଅପକାର କରିଥାଏ ।

ତେଣୁ ଡାକ୍ତରଙ୍କ ଅନୁସାରେ କିଛି ଫଳ କୁ ଖାଇବା ଉଚିତ୍ , ଯାହା ଆପଣଙ୍କ ହାଡ କୁ ମଜବୁତ କରିଥାଏ କାଲସିୟମ ର ଆବଶ୍ୟକକୁ ମଧ୍ୟ ପୂରଣ କରିଥାଏ  । ପ୍ରଥମ ହେଲା ବାଦାମ ଏଥିରେ କାଲସିୟମ ସହିତ ମ୍ୟାଗ୍ନେସିୟମ , ଜିଙ୍କ , ଭିଟାମିନ -K , କପର ରହିଥାଏ । ମ୍ୟାଗ୍ନେସିୟମ ଆପଣଙ୍କ ଶିରାକୁ ମଜବୁତ କରିଥାଏ , ଜିଙ୍କ ଆପଣଙ୍କର ଇମ୍ମୁନିଟି କୁ ବଢାଇ ଥାଏ ।

ଭିଟାମିନ – କେ ଆପଣଙ୍କ ହାଡ ଓ ଗଣ୍ଠି କୁ ଠିକ ଭାବରେ କାମ କରିବାରେ ସାହାଯ୍ୟ କରେ । ଦ୍ଵିତୀୟ ହେଉଛି ରାଶି ଏଥିରେ କ୍ଷୀର ଠାରୁ ଦଶ ଗୁଣ କାଲସିୟମ ମିଳିଥାଏ । ଏଥିରେ ସୀସାମିନ କୋମପାଉଣ୍ଡ ରହିଥାଏ ଯାହା ଆପଣଙ୍କ ଗଣ୍ଠି ବିନ୍ଧା କୁ କମ କରିବାର କାମ କରିଥାଏ । ତୃତୀୟ ହେଉଛି ପୋସ୍ତ ଏଥିରେ ଶକ୍ତିଯୁକ୍ତ ପୋଷାକ ରହିଛି ଯାହା ଆମ ଶରୀର ଆଣ୍ଟୁ ଓ ଗଣ୍ଠି ବିନ୍ଧାକୁ ଦୂର କରିବାର ଓ ମଜବୁତ କରିବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।

ଆସନ୍ତୁ ଜାଣିବା ଏହି ଉପାୟ କରିବାର ପଦ୍ଧତି ଓ ଆବଶ୍ୟକ ଜିନିଷ ପଚାଶ ଗ୍ରାମ ବାଦାମ , ପଚାଶ ଗ୍ରାମ ଅଖରୋଟ , ପଚାଶ ଗ୍ରାମ ରାଶି ଏହି ତିନୋଟି ଜିନିଷ କୁ ଅଲଗା ଅଲଗା କରି ପେଶୀ ନେବେ । ଏବେ ପୋସ୍ତ ଆପଣଙ୍କୁ ଅଧା ନେବେ ବା ପଚିଶ ଗ୍ରାମ ନେଇ ଗ୍ରାଇଣ୍ଡିଗ କରି ଏବେ ସବୁକୁ  ମିଶେଇବ ଗୋଟିଏ ଡବାରେ ରଖିବେ ।

କ୍ଷୀର ଗରମ କରୁଥିବା ବେଳେ ଏକ ଗ୍ଳାସ କ୍ଷୀର ରେ ଏହାକି ମିଶେଇ ଫୁଟେଇବେ । ନଖ ଉଷୁମ ରେ ଏହାକୁ ଶୋଇବା ପୂର୍ବରୁ ପିଇବେ । ଏହା ଦ୍ଵାରା ଆପଣଙ୍କ କାଲସିୟମ ଅଭାବ ପୂରଣ ହୋଇଥାଏ । ଏହି ପୋଷ୍ଟ କୁ ଅନ୍ୟମାନଙ୍କୁ ଶେୟାର ଆଉ କମେଣ୍ଟ କରନ୍ତୁ । ଏଭଳି ପୋଷ୍ଟ ପାଇଁ ଆମ ପେଜ କୁ ଲାଇକ କରନ୍ତୁ । 

Leave a Reply

Your email address will not be published. Required fields are marked *