Garuda Puran- ବିଷ ଖାଇ ଅତ୍ମହତ୍ୟା କଲେ କେଉଁ ଜନ୍ମ ମିଳେ ? ଜାଣନ୍ତୁ ଗରୁଡ ପୁରାଣରେ କଣ ଅଛି ଲେଖା ?

ଏହି ସଂସାରରେ ଜନ୍ମ ଲାଭ କରିଥିବା ମଣିଷ ଗୋଟେ ନ ଗୋଟେ ଦିନ ଏହି ଧରା କୁ ଛାଡିକି ଯିବାକୁ ପଡିଥାଏ । ମଣିଷ ବଞ୍ଚିଥିବା ସମୟରେ ଯେଉଁ ସବୁ ପାପ କରେ ସେହି ଅନୁସାରେ ତାଙ୍କୁ ଅନ୍ୟ ଜନ୍ମ ମିଳିଥାଏ । ଆମ ଗରୁଡ ପୁରାଣରେ ଏହି ବି-ଇଷୟର ବର୍ଣ୍ଣନା କରାଯାଇଅଛି । ଗରୁଡ ଯେବେ ଭଗବାନ କୁ ପ୍ରଣାମ କରି ଏହି ସମସ୍ତ ପଚାରିଥିଲେ ତେବେ ଭଗବାନ ତାଙ୍କୁ ଏହି ସମସ୍ତ ଗୁପ୍ତ ବି-ଇଷୟ କହିଛନ୍ତି । ତେଣୁ ଗରୁଡ ପୁରାଣରେ ସମସ୍ତ ବି-ଇଷୟରେ ଲିଖିତ ହୋଇଅଛି ।

ମଣିଷ ସାମାନ୍ୟ ବିଷୟକୁ ନେଇ ଏଠି ପୃଥିବୀ ପୁଷ୍ଟକୁ ଛାଡି ଯିବାର କଥା ଭାବି ନେଇଥାଏ । ଆଜି ଆମେ ଆପଣଙ୍କୁ କହିବୁ  କେଉଁ ପାପ କଲେ ମଣିଷ ଅନ୍ୟ ଜନ୍ମରେ କଣ ହୋଇ ଜନ୍ମ ଗ୍ରହଣ କରିଥାଏ । ଯଦି ମଣିଷ ବି-ଇଷ  ଖାଇ ଆତ୍ମା ହତୟଆ କରିଥାଏ । ବିଧିର ସମୟ ପୂର୍ବରୁ ଆତ୍ମାକୁ ଯିଏ ଜବରଦସ୍ତ ମାରିଦିଅନ୍ତି ଗରୁଡ ପୁରାଣ ଅନୁସାରେ ସେହି ବ୍ୟକ୍ତିକୁ ତିନି ପୁରରେ ସ୍ଥାନ ମିଳିନଥାଏ ।

ଯଥା ସ୍ଵରଗ , ମର୍ତ୍ୟ ଏବଂ ପାତାଳ ରେ ସ୍ଥାନ ମିଳିନଥାଏ । ମଣିଷ ଭାବି ଥାଏ ମରଣ ପରେ କୋଣସି ସ୍ଥାନ ଦରକାର ହୋଇନଥାଏ , କିନ୍ତୁ ଆମ ଆତ୍ମାକୁ ମଧ୍ୟ ଗୋଟାଏ ସ୍ଥାନ ଦରକାର ତେଣୁ ଆମ ଆତ୍ମା ହତୟଆ କେବେ ବି କରିବା କଥା ନୁହେଁ । ଯେଉଁ ଆତ୍ମାକୁ ତିନି ପୁରରେ ସ୍ଥାନ ମିଳିନଥାଏ , ସେହି ଆତ୍ମା ତାଳ ଗଛରେ ଝୁଲିବା , ଖରା ବର୍ଷା ଶୀତରେ ଆତ୍ମାକୁ କୋଣସି ଶାନ୍ତି ମିଳି ନଥାଏ ।

ଯଦି ଏହି ଆତ୍ମା କୋଣସି ଭଲ କର୍ମ ପାଇଁ ଆଉ ଥରେ ଜନ୍ମ ଗ୍ରହଣ କରିଲେ ମଧ୍ୟ ଜୀବନ ସାରା ପାଇଁ ରୋଗଗ୍ରସ୍ତ ହୋଇରହିଥାଏ । ପିତାମାତା ଭାବନ୍ତି ଆମ ପୂଅ ବା ଝିଅ ସବୁ ବେଳେ ରୋଗଗ୍ରସ୍ତ ହୋଇରହିଥାନ୍ତି , ଏହାର କାରଣ ହୋଇପାରେ ତାହାର ପୂର୍ବ ଜନ୍ମ । ଆମେ ଇଶ୍ଵରକୁ ଅନେକ ଦୋଷ ଦେଇଥାଉ କିନ୍ତୁ ଇଶ୍ଵର ଆମକୁ ଆମ କର୍ମର ଫଳ ଦେଇଥାନ୍ତି । ଏହି ପରିସ୍ଥିତିରେ ପିଲା ସହ ପିତାମାତା ମଧ୍ୟ କଷ୍ଟ ଭୋଗ କରିଥାନ୍ତି ତେବେ ଆମେ ଏହା ଜାଣିବା ଉଚିତ୍ ।

ଯେ ପିଲାର ପିତାମାତାମାନେ ମଧ୍ୟ କିଛି ଭୁଲ କରିଥିବେ ଯାହା ଫଳରେ ସେମାନଙ୍କୁ ଏହି ଜନ୍ମରେ ସେହି ପିଲାର ପିତାମାତା ହୋଇଛନ୍ତି । ନିଜର ସ୍ଵାମୀଙ୍କୁ ଯିଏ ନିନ୍ଦା କରନ୍ତି ସେ ପର ଜନ୍ମରେ ଉକୁଣି ରୂପରେ ଜନ୍ମ ଲାଭ କରନ୍ତି ।  ଆମ ମୁଣ୍ଡରେ ଅନେକ ଉକୁଣି ରହିଥାନ୍ତି ତେବେ ଉକୁଣିରେ ମଧ୍ୟ ଆତ୍ମା ରହିଛି , ତେଣୁ ଯେତେ ସ୍ତ୍ରୀମାନେ ସ୍ଵାମୀ କୁ ଦୋଷ କରିଥାନ୍ତି ସେ କୋଣସି ନ କୋଣସି ବ୍ୟକ୍ତିକ ହାତରେ ମୃତ୍ୟୁ କରନ୍ତି ।

ଯଦି ପୁରୁଷ ଏବଂ ସ୍ତ୍ରୀ ବିବାହରେ ପୁରୁଷରେ ବୟସ ଅଧିକ ରହିଥାଏ ସ୍ଵାମୀ ବୁଢା ହେବ ଯୋଗୁ ସ୍ତ୍ରୀ ଗୁପ୍ତରେ ଅନ୍ୟ ପୁରୁଷନାକ ସହ ସମ୍ପର୍କ ରଖିଥାନ୍ତି । ଯେଉଁ ସ୍ତ୍ରୀ ଏଭଳି କରିଥାଏ ସେ ପର ଜନ୍ମରେ ଝିଟିପିଡି , ଦୁଇ ମୁଣ୍ଡ ସର୍ପ ଭାବରେ ଜନ୍ମ ଗ୍ରହଣ କରିଥାନ୍ତି । ମଣିଷ ମଣିଷ ରୂପରେ ଜନ୍ମ ହେବ ପୂର୍ବରୁ ବହୁତ ସାରା ରୂପରେ ଜନ୍ମ କରନ୍ତି ଏବଂ ଏହା ବି-ଇଷୟରେ ଗରୁଡ ପୁରାଣରେ ବର୍ଣ୍ଣନା କରାଯାଇଛି ।

ମଣିଷ ଜନ୍ମରେ ଯଦି ବ୍ୟକ୍ତି ପାପ କରିଥାଏ ତେବେ ତାହାକୁ ରୋଗଗ୍ରସ୍ତ ହୋଇ ଅନେକ ଯନ୍ତ୍ରଣା ଅନୁଭବ କରିଥାଏ । ଏଭଳି ପୋସ୍ତ ପାଇଁ ଆମ ପେଜକୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *