ଗାଈର କେଉଁ ଅଙ୍ଗକୁ ଛୁଇଁବା ମାତ୍ରେ ମଣିଷ ଖୁବ ଶୀଘ୍ର ହୋଇଯାଏ ଧନୀ ଓ ପୂରଣ ହୋଇଯାଏ ସବୁ ମନୋକାମନା- Vastu Tips

ବନ୍ଧୁଗଣ ଭଗବାନ ଶ୍ରୀ କୃଷ୍ଣ କହିଛନ୍ତି ଗାଈ ହେଉଛି ସମସ୍ତ ଜଗତର ମା । ପୁରାଣ ଶାସ୍ତ୍ରରେ ଗାଈର ବହୁତ ମହତ୍ଵ ରହିଛି । ଗାଈ ହେଉଛି ସଂସାରରର ଏକ ଦିବ୍ୟ ପ୍ରାଣୀ ଯେଉଁ ଘରେ ଗାଈ ରହିଥାଏ ସେହି ଘରର ସମସ୍ତ ବାସ୍ତୁଦୋଷ ଦୂର ହୋଇଯାଇଥାଏ ।

ଧାର୍ମିକ ଗ୍ରନ୍ଥ ଅନୁସାରେ ଗାଈ ମଧ୍ୟରେ ସମସ୍ତ ଦେବିଦେବତା ମାନେ ବାସ କରିଥାନ୍ତି । ତେଣୁ ବନ୍ଧୁଗଣ ଗାଈକୁ ପୂଜା କରିଲେ ସମସ୍ତ ଦେବିଦେବତା ମାନଙ୍କ ଆଶୀର୍ବାଦ ମିଳିଥାଏ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ଜଣେ ବ୍ୟକ୍ତି ଗାଈର ପୂଜା କରିଲେ ତାକୁ କଣ ସବୁ ମିଳିଥାଏ । ଏହା ସହିତ ଆମେ ଆଜି ବାସ୍ତୁଦୋଷ ଦୂର କରିବାର କିଛି ଉପାୟ କହିବୁ ।

ବନ୍ଧୁଗଣ ଗାଈର ଏକ ଏପରି ଅଙ୍ଗ ଅଛି ଯାହାକୁ ସ୍ପର୍ଶ କରିବା ବହୁତ ଶୁଭ ଅଟେ ଏହା ବିଷୟରେ ମଧ୍ୟ ଆଜିଆମେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ଯଦି ବନ୍ଧୁଗଣ ଆପଣଙ୍କ ଜୀବନରେ ବିଭିନ୍ନ ପ୍ରକାରର ସମସ୍ୟା ଲାଗିରହିଛି ଓ ଆପଣ ନିଜର କୌଣସି କାର୍ଯ୍ୟରେ ସଫଳ ହୋଇପାରୁ ନାହାନ୍ତି ତା ହେଲେ ଆପଣ ଗାଈକୁ ଘରେ ରଖି ପୂଜା କରନ୍ତୁ । ଗୋମାତାଙ୍କ ଅନ୍ୟ ନାମ କାମଧେନୁ ଅଟେ ସେ ସମସ୍ତଙ୍କ ମନସ୍କାମନାକୁ ପୂରଣ କରିଥାନ୍ତି । ଯଦି ଆପଣ ନିଜ ଘରକୁ ଗୋମାତା ଆଣି ତାଙ୍କର ପୂଜା କରିବେ ତା ହେଲେ ଆପଣଙ୍କ ଜୀବନରେ ଥିବା ସମସ୍ତ କଷ୍ଟ ଓ ଦୁଃଖ ଦୂର ହୋଇଯିବ ।

ଯଦି ଆପଣ ନିଜ ପାଠ ପଧାରେ ଉତିନ୍ନ ହୋଇପାରୁନାହାନ୍ତି ବା ଆପଣଙ୍କୁ ସରକାରୀ ଚାକିରି ମିଳୁ ନାହିଁ ତା ହେଲେ ଆପଣ ପ୍ରତ୍ୟକ ଦିନ ଗାଈକୁ ସବୁଜ ଘାସ ଖାଇବାକୁ ଦିଅନ୍ତୁ । ଦେଖିବେ ଆପଣଙ୍କର ଏହି ସମସ୍ୟା ନିଶ୍ଚୟ ଦୂର ହୋଇଯିବ ଓ ଆପଣ ସମସ୍ତ କ୍ଷେତ୍ରରେ ସଫଳତା ପାଇବେ । ଗାଈର ନିୟମିତ ସେବା କରିବା ଦ୍ଵାରା ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ରହିଥାଏ ଯାହାଫଳରେ ଆପଣଙ୍କର ଅର୍ଥ ଜନିତ କୌଣସି ସମସ୍ୟା ହୋଇନଥାଏ ।

ବନ୍ଧୁଗଣ ଗାଈ ମାନଙ୍କର ପିଠି ଉପରେ ଏକ ଚୂଳ ରହିଥାଏ ଯଦି ଆପଣ ପ୍ରତ୍ୟକ ଦିନ ସଖାଳ ସମୟରେ ସେହି ସ୍ପର୍ଶ କରିବେ ତା ହେଲେ ଆପଣଙ୍କର ସମସ୍ତ ମନସ୍କମନା ନିଶ୍ଚୟ ପୂରଣ ହେବ । ଏହା ସହିତ ଲୋକମାନଙ୍କର ସମସ୍ତ ରୋଗ ଓ ଆର୍ଥିକ ସମସ୍ୟା ଦୂର ହୋଇଥାଏ ।

ବନ୍ଧୁଗଣ ଯଦି ଆପଣ ନିଜ ଘର ବନେଇବା ପୂର୍ବରୁ ସେହି ଜମିରେ ପ୍ରଥମେ ଗାଈ ମାନଙ୍କୁ ନେଇ ବସେଇ ଖୁଆଇବେ ତା ହେଲେ ସେହି ଘରର କୌଣସି ବାସ୍ତୁଦୋଷ ହେବ ନାହିଁ । ପ୍ରତ୍ୟକ ଦିନ ଘରର ପ୍ରଥମ ରୁଟି ଗାଈକୁ ଖାଇବାକୁ ଦେଲେ ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ । ତା ହେଲେ ବନ୍ଧୁଗଣ ଗାଈ ସହ ଜଡିତ ଏହି ସବୁ ଉପାୟକୁ ପାଳନ କରନ୍ତୁ ଓ ଆଜୀବନ ସୁଖ ସମୃଦ୍ଧିରେ ଜୀବନ ଅତିବାହିତ କରନ୍ତୁ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *