ମହିଳାମାନେ ଏହିପରି ଶୋଇବା ଦ୍ଵାରା ଘରକୁ ଆସିଥାଏ ଧନ, ସ୍ଵାମୀ ହୋଇଥାଏ କୋଟିପତି, ଏକୁଟିଆ ହିଁ ଦେଖନ୍ତୁ- Vastu Tips

ବନ୍ଧୁଗଣ ଏହି ଦୁନିଆରେ ଥିବା ସମସ୍ତ ମଣିଷ ଏକ ସୁଖ ଓ ସମୃଦ୍ଧିମୟ ଜୀବନ ପାଇଁ ଦିନରାତି କଷ୍ଟ କରିଥାନ୍ତି । କଷ୍ଟ କରିବା ପରେ ସେ ରାତିରେ ଶୋଇ ଆରମ ନେଇଥାନ୍ତି । ବନ୍ଧୁଗଣ ନିଦ ସମସ୍ତ ମଣିଷ ପାଇଁ ବହୁତ ଗୁରୁତ୍ଵପୂର୍ଣ୍ଣ ହୋଇଥାଏ ।

ନିଦରେ ଶୋଇବା ଦ୍ଵାରା ମଣିଷ ଶରୀର ଆରମ ପାଇଥାଏ ଓ ନିଦାରୁ ଉଠିବା ପରେ ମଣିଷ ପୁଣି ଊର୍ଜାରେ ଭରପୁର ହୋଇଥାଏ । ଶୋଇବା ପାଇଁ ମଣିଷକୁ ଦରକାର ଏକ ବିଛଣା ଓ ଏକ ତକିଆ । ବିନା ତକିଆ ଓ ବିଛଣାରେ ମଣିଷ ସୋଇପାରିବ ନାହିଁ । 

ହେଲେ ବନ୍ଧୁଗଣ ହିନ୍ଦୁଶାସ୍ତ୍ର ଅନୁସାରେ ଏପରି କିଛି ଜିନିଷ ରହିଛି ଯାହାକୁ ଶୋଇବା ସମୟରେ ମଣିଷ ଯଦି ନିଜ ତକିଆ ତଳେ ରଖିବ ତା ହେଲେ ତାର ଜୀବନ ସଂପୂର୍ଣ୍ଣ ବଦଳିଯିବ । ତକିଆ ତଳେ ରଖିବା ଦ୍ଵାରା ସେହି ଜିନିଷର ଶୁଭ ପ୍ରଭାବ ସେହି ମଣିଷ ଜୀବନରେ ପଡିଥାଏ ଯାହାଦ୍ୱାରା ସେହି ମଣିଷର ଜୀବନ ସୁଖ ସମୃଦ୍ଧିରେ ଭରିଯାଇ ଥାଏ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ସେହି ସମସ୍ତ ଜିନିଷ ଗୁଡିକ ବିଷୟରେ କହିବାକୁ ଯାଉକୁ ଯାହାକୁ ମଣିଷ ଶୋଇବା ସମୟରେ ନିଜ ତକିଆ ତଳେ ରଖିଲେ ତାର ଭାଗ୍ୟ ବଦଳିଯିବ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସମସ୍ତ ଜିନିଷ ଗୁଡିକ ବିଷୟରେ । 

୧ . ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛି ମୟୂର ପଙ୍ଖ । ମୟୂର ପଙ୍ଖ ହେଉଛି ସକାରାତ୍ମକ ଊର୍ଜାର ଭଣ୍ଡାର । ଭଗବାନ ଶ୍ରୀ କୃଷ୍ଣ ନିଜ ମୁକୁଟରେ ମୟୂର ପଙ୍ଖ ଧାରଣ କରନ୍ତି । ଆପଣ ମାନେ ଶୋଇବା ସମୟରେ ନିଜ ତକିଆ ତଳେ ଗୋଟେ ମୟୂର ପଙ୍ଖ ରଖି ନିଶ୍ଚୟ ଶୋଇପଡନ୍ତୁ । ଏହା ଆପଣଙ୍କ କୁଣ୍ଡଳୀ ଦୋଷକୁ ଦୂର କରିବା ସହ ଆପଣଙ୍କ ସମସ୍ତ କାର୍ଯ୍ୟରେ ସଫଳତା ଦେଇଥାଏ । ଏହା ସହିତ ବନ୍ଧୁଗଣ ଆପଣ ସଖାଳ ସମୟରେ ଉଠିବା ପରେ ତକିଆ ତଳେ ଥିବା ମୟୁର ପଙ୍ଖର ଦର୍ଶନ ନିଶ୍ଚୟ କରନ୍ତୁ । ଏହା ଦୁର୍ଭାଗ୍ୟକୁ ଦୂର କରିଥାଏ ଓ ଏହାକୁ ଦର୍ଶନ କରିବା ଦ୍ଵାରା ଆପଣଙ୍କ ଦିନ ବହୁତ ଭଲରେ ଯାଇଥାଏ ।

୨. ବନ୍ଧୁଗଣ ରାତିରେ ଶୋଇବା ସମୟରେ ଆପଣ ନିଜ ତକିଆ ତଳେ ୪ ରୁ ୫ଟି ତୁଲସୀ ପତ୍ର ରଖି ନିଶ୍ଚୟ ଶୋଇପଡନ୍ତୁ । ତୁଳସୀ ପତ୍ର ତକିଆ ତଳେ ରଖି ଶୋଇଲେ ଆପଣଙ୍କ ଶରୀରରେ ସକାରାତ୍ମକ ଶକ୍ତିର ସଞ୍ଚାର ହୋଇଥାଏ । ଏହା ସହିତ ଆପଣ ସଖାଳ ସମୟରେ ଉଠିବା ପରେ ତକିଆ ତଳେ ଥିବା ତୁଳସୀ ପତ୍ରର ସେବନ କରନ୍ତୁ ଏହାଦ୍ବାରା ଆପଣଙ୍କ ଦିନ ବହୁତ ଭଲ ସେ ଯାଇଥାଏ । ଏହା ସହିତ ଆପଣ ବ୍ୟାପାର ଓ ଚାକିରି କ୍ଷେତ୍ରରେ ପ୍ରଚୁର ଧନଲାଭ ମଧ୍ୟ କରିବେ ।

୩. ଯଦି ବନ୍ଧୁଗଣ ଆପଣ ରାତିରେ ଶୋଇବା ସମୟରେ ଏକ ଟଙ୍କାର ମୁଦ୍ରା ନିଜ ତକିଆ ତଳେ ରଖିବେ ଓ ସଖାଳ ହେବା ପରେ ଆପଣ ସେହି ଏକ ଟଙ୍କାର ମୁଦ୍ରାକୁ କୌଣସି ଦରିଦ୍ର ଲୋକକୁ ଦାନ କରିବେ ତା ହେଲେ ଆପଣଙ୍କର ଭାଗ୍ୟ ବଦଳିଯିବ । ଏହି ଉପାୟ କରିବା ଦ୍ଵାରା ଆପଣଙ୍କ ଜୀବନରେ ଥିବା ସମସ୍ତ ସମସ୍ଯା ବହୁତ ସହଜରେ ଦୂର ହୋଇଯିବ । ବନ୍ଧୁଗଣ ଆପଣ ସମସ୍ତ କ୍ଷେତ୍ରରେ ପ୍ରଚୁର ଧନଲାଭ କରିବେ ଓ ଆପଣଙ୍କ ଆର୍ଥିକ ସ୍ଥିତି ମଝବୁତ ହୋଇଯିବ । ଏହା ସହିତ ଆପଣଙ୍କ ପାରିବାରିକ ଜୀବନରେ ସୁଖ ସମୃଦ୍ଧିର ବୃଦ୍ଧି ହେବ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *