ଚୁପ ଚାପ ଗାଈକୁ ଖୁଆଇ ଦିଅନ୍ତୁ ଏହି ଗୋଟିଏ ଜିନିଷ, ବହୁତ ଶୀଘ୍ର ହେଇଯିବେ କୋଟିପତି- Vastu Tips

ଭଗବାନ ଶ୍ରୀକୃଷ୍ଣ ଏହା କହିଛନ୍ତି କି ଯଦି ଆପଣ ଗାଈ କୁ ଏହି ଫଳ ଖାଇବକୁ ଦେବେ ତାହାଲେ ଆପଣଙ୍କ ଦାରିଦ୍ର୍ୟ ଦୂର ହୋଇ ଯାଇଥାଏ । ଭଗବାନ ଶ୍ରୀ କୃଷ୍ଣ ଙ୍କ କହିବା ଅନୁସାରେ ଯଦି ଆପଣ ଗାଈ ଙ୍କୁ ଏହି ଫଳ ଖାଇବାକୁ ଦେବେ ତାହାଲେ ଆପଣଙ୍କ ଦାରିଦ୍ର୍ୟ ଦୂର ହୋଇ ଯାଇଥାଏ ଏବଂ ସେହି ବ୍ୟକ୍ତି ଉପରେ ମାଆ ଲକ୍ଷ୍ମୀ ପ୍ରସନ୍ନ ହୋଇଯାନ୍ତି । ବନ୍ଧୁଗଣ ଭଗବାନ ଶ୍ରୀ କୃଷ୍ଣ ଏହା କହିଛନ୍ତି କି ଗାଈ ସମ୍ପୂର୍ଣ୍ଣ ସଂସାର ର ମାତା ସ୍ୱରୂପ ଅଟନ୍ତି ଏବଂ ଗାଈ ମଧ୍ୟରେ ସମସ୍ତ ଦେବୀ ଦେବତା ମାନଙ୍କର ନିବାସ ଅଟେ ।

ସେଥିପାଇଁ ଗାଈ ର ସେବା କରିବା ଦ୍ୱାରା ସମସ୍ତ ସଂସାର ର ସେବନ କରିବା ସଦୃଶ ପୁର୍ଣ୍ୟ ମିଳିଥାଏ ।ଯଦି ମନୁଷ୍ୟ ଗାଈ ର ସେବା କରିଥାଏ ତାହେଲେ ତାହାର ସମସ୍ତ ଜନ୍ମ ର ପାପ ଦୂର ହୋଇ ଯାଇଥାଏ ଏବି ତାହାକୁ ସର୍ବଦା ପୂର୍ଣ୍ୟର ପ୍ରାପ୍ତି ହୋଇଥାଏ ।

ଗାଇର ସେବା ବା ଲୋକ ମୃତ୍ୟୁ ପରେ ଗୋଲକ ରେ ଯାଇ ଭଗବାନ ଶ୍ରୀ କୃଷ୍ଣ ଙ୍କ ସହ ବାସ କରିଥାଏ । ବନ୍ଧୁଗଣ ଗାଈ ହେଉଛି ହିନ୍ଦୁ ଧର୍ମ ର ସବୁଠୁ ପବିତ୍ର ପଶୁ ଅଟେ ଏମିତି ରେ ବି ସବୁ ପଶୁ ପୂଜନୀୟ ଅଟନ୍ତି ଏବଂ ହିନ୍ଦୁ ଧର୍ମ ରେ ସମସ୍ତ ଜୀବଜନ୍ତୁ କୁ ପୂଜା ଯାଇଥାଏ । ସଂସାର ର ସବୁଠୁ ମହାନ୍ ଧର୍ମ ସନାତନ ଧର୍ମ ସମସ୍ତ ଜୀବ ମାନଂକ ପ୍ରତି ଦୟା ଏବଂ କରୁଣା ର ଭାବ କୁ ଶିଖାଇ ଥାଏ ।

ଆମର ପୁରାଣ ଅନୁସାରେ ଗାଈ କାମଧେନୁ ଙ୍କ ରୁପ ଅଟେ । ଏହି କାମଧେନୁ ଙ୍କ ସେବା କଲେ ଆପଣଙ୍କ ସବୁ ମନ କାମନା ପୂରଣ ହୋଇଥାଏ । ଏହି ଗାଇର ସେବା କରିବା ଦ୍ୱାରା ସମସ୍ତ ଦେବା ଦେବୀ ଙ୍କୁ ପୂଜା କରିବା ସହିତ ସମାନ ହୋଇଥାଏ । ସେଥିପାଇଁ ଆଜି ଆମେ ଆପଣଙ୍କୁ କହିବୁ କି ଗୋମାତା ଙ୍କୁ ପ୍ରସନ୍ନ କରିବା ପାଇଁ କେଉଁ ଫଳ ତାଙ୍କୁ ଖୁଆଇବା ଦରକାର ଯେଉଁ ଫଳ ତାଙ୍କର ଅତ୍ୟନ୍ତ ପ୍ରିୟ ହୋଇଥାଏ । ଗୋମାତା ଙ୍କ ଶିଙ୍ଗ ର ଅଗ୍ର ଭାବରେ ବେଦବ୍ୟାସ ଭ୍ରମଣ କରିଥାନ୍ତି ।

ସେଥିପାଇଁ ଯଦି ଆପଣଙ୍କ ଘରେ ଗାଈ ଅଛି ତାହେଲେ ତାଙ୍କ ମଥା ଉପରେ ମୁଣ୍ଡ ରଖି ପ୍ରଣାମ କରନ୍ତୁ । ଗୋମାତା ଙ୍କ ଶିଙ୍ଗ ର ମୂଳ ଭାଗରେ ଭଗବାନ ଶିବ ଏବଂ ଏହାର ମଧ୍ୟ ଭାଗରେ ମାତା ପାର୍ବତୀ ନିବାସ କରିଥାନ୍ତି । ସେଥିପାଇଁ ତାଙ୍କର ଶିଙ୍ଗ ର ମୂଳ ରେ ଚନ୍ଦନ ଲଗାଇ ଭଗବାନ ଶିବ ଙ୍କ ଆରାଧନା କରିବା ଉଚିତ୍ । ପୁରାଣ ଅନୁସାରେ ଯଦି ଗୋମାତା ଙ୍କୁ ପ୍ରତିଦିନ କଦଳୀ ଖାଇବାକୁ ଦେବେ ତାହେଲେ ଆପଣଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହେବା ସହ ଆପଣଙ୍କୁ ବହୁତ୍ କିଛି ପ୍ରାପ୍ତ ହେବ ।

ଆପଣଙ୍କ ଜୀବନରେ ଥିବା ସବୁ ଦୁଃଖ କ୍ଲେଶ ଦୂର ହୋଇଯିବ । ସେଥିପାଇଁ ଯଦି ଆପଣଙ୍କ ଘରେ ଗାଈ ଅଛି ନଚେତ୍ ଯେକୌଣସି ଗାଈ କୁ କଦଳୀ ଖାଇବାକୁ ଦିଅନ୍ତୁ ଏହା ଦ୍ଵାରା ଆପଣଙ୍କ ଘରେ ଧନର ବର୍ଷା ହେବା ସହିତ ଆପଣଙ୍କ ସମସ୍ତ ଦୁଃଖ କଷ୍ଟ ଦୂର ହୋଇଯାଇଥାଏ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *