ପିରିୟଡ୍ସରେ ଅନିୟମିତତା ପାଇଁ ଚିନ୍ତିତ ଅଛନ୍ତି କି ? ଜାଣନ୍ତୁ 1 ଘଣ୍ଟାରେ ପିରିୟଡ୍ସ ଆସିବାର ଚମତ୍କାରୀ ଉପାୟ 

ନମସ୍କାର ବନ୍ଧୁଗଣ, ମହିଳା ମାନଙ୍କୁ ମହିଳାର ପରିଚୟ ଦେଇଥାଏ ପିରିୟଡ । ଏହା ସହିତ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ପିରିଅଡ ହେବା ନିହାତି ଆବଶ୍ୟକ । ନଚେତ ପିରିଅଡ ନ ହେବା କାରଣରୁ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହୋଇଯାଇପାରେ ମହିଳା ମାନଙ୍କର । ଯଦି ପିରିଅଡ ଠିକ ସମୟରେ ନ ହେଉଥାଏ ତେବେ ଏହା ଏକ ବଡ ଚିନ୍ତାର ବିଷୟ ହୋଇଥାଏ ମହିଳା ମାନଙ୍କ ପାଇଁ । ତେଣୁ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ ସମୟରେ ପିରିଅଡ ନହେବାର କାରଣ ଏବଂ ସମୟରେ ପିରିଅଡ ହେବାର ଉପଚାର ସମ୍ପର୍କରେ ।

ଅସ୍ଵାସ୍ଥ୍ୟକର ଖାଦ୍ୟ ଖାଇବା ଦ୍ଵାରା ମଧ୍ୟ ପିରିଅଡ ସମୟରେ ହୋଇନଥାଏ । ଯଦି ଆପଣ ଅଧିକ ଫାଷ୍ଟ ଖାଉଛନ୍ତି ଏବଂ ମଇଦା ଜାତୀୟ ଖାଇବା ଅଧିକ ଖାଉଛନ୍ତି ତେବେ ଆପଣଙ୍କ ଏହି ଖାଇବା ଶୈଳୀକୁ ନିହାତି ଭାବରେ ବଦଳାନ୍ତୁ । ଆପଣ ନିଜର ଖାଦ୍ୟ ଖାଇବାର ଶୈଳୀକୁ ନ ବଦଳାଇବା ପର୍ଯ୍ୟନ୍ତ ଆପଣଙ୍କ ପିରିଅଡ ସମୟରେ ହୋଇପାରିବ ନାହିଁ ।

ଯଦି ଆପଣ ଠିକ ସମୟରେ ନ ଶୁଅନ୍ତି ଏବଂ ଠିକ ସମୟରେ ନ ଉଠନ୍ତି ତେବେ ଏହା ଆପଣଙ୍କ ଶରୀର ଉପରେ ବହୁତ ଅଧିକ ଖରାପ ପ୍ରଭାବ ପକାଇଥାଏ । ଏହାର କୁପ୍ରଭାବ ସିଧାସଳଖ ଆପଣଙ୍କ ପିରିଅଡ ଉପରେ ପଡିଥାଏ । ଯେଉଁଥିପାଇଁ ପିରିଅଡ ଠିକ ସମୟରେ ହୋଇନଥାଏ । ଆପଣଙ୍କ ଶରୀର ଭିତରୁ ଗରମ ରହିବା ଦ୍ଵାରା ହିଁ ପିରିଅଡ ଆସିଥାଏ । ତେଣୁ ଆପଣ ପିରିଅଡକୁ ସମୟରେ ଆଣିବା ପାଇଁ ଅଦା ଚାହା ପିଇବା ଆବଶ୍ୟକ ।

ଏହି ଅଦା ଚାହାକୁ ପ୍ରସ୍ତୁତ କରିବା ପାଇଁ ୩ ଇଞ୍ଚ ଅଦା ନିଅନ୍ତୁ । ସେହି ଅଦାକୁ ଆପଣ ଛେଚି ଦେବେ । ଚାହା ବସାଇବା ପାଇଁ ଆପଣ ତିନି ଗ୍ଳାସ ପାଣି ନିଅନ୍ତୁ ଏବଂ ସେଥିରେ ଏହି ଛେଚା ଅଦାକୁ ପକାଇ ଦିଅନ୍ତୁ । ତିନି ଗ୍ଳାସ ପାଣି ଫୁଟି ଦେଢ ଗ୍ଳାସ ହେବା ପର୍ଯ୍ୟନ୍ତ ଆପଣ ଏହି ଅଦା ଚାହାକୁ ଫୁଟାଇବା ଦରକାର ।  ଏହି ଅଦା ଚାହାରେ ଆପଣ ଅଳ୍ପ ଗୁଡ ମିଶାନ୍ତୁ ।

ଯଦି ଡାଇବେଟିସ ଥାଏ ତେବେ ଆପଣ ଗୁଡ ମିଶାଇବା ଅନୁଚିତ । ଏହି ଚାହାକୁ ଆପଣ ସକାଳୁ ଉଠିବା ପରେ ଖାଲି ପେଟରେ ଏକ କପ ନିଅନ୍ତୁ । ଆଉ ବାକି ଥିବା ଚାହାକୁ ଆପଣ ଦ୍ଵିପହର ଖାଇବାର ୨୦ ମିନିଟ ପୂର୍ବରୁ ପିଅନ୍ତୁ । ସନ୍ଧ୍ୟା ବେଳେ ଖାଲି ପେଟରେ ଆପଣ ଚାହାକୁ ଗରମ କରି ପିଅନ୍ତୁ ।

ଏହିଭଳି ଆପଣ ଦିନକୁ ତିନି ଥର ଚାହାକୁ ପିଇବା ଦ୍ଵାରା ଆପଣଙ୍କ ଅଟକି ରହିଥିବା ପିରିଅଡ ଏକ ଘଣ୍ଟା ନଚେତ ଦିନେ କିମ୍ବା ଦୁଇ ଦିନରେ ନିହାତି ଭାବରେ ହୋଇଯିବ । ହଳଦୀ କ୍ଷୀର ଆପଣ ପିଇବା ଦ୍ଵାରା ମଧ୍ୟ ଆପଣଙ୍କ ପିରିଅଡ ସଠିକ ସମୟରେ ହୋଇଥାଏ । ଏକ ଚାମଚ ଘିଅ ଆପଣ ପ୍ରତ୍ୟକ ଦିନ ଖାଆନ୍ତୁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *