କେଶକୁ ମୂଳରୁ କଳା କରିବାର ଚମତ୍କାରୀ ଉପାୟ, ସୋରିଷ ତେଲରେ କେବଳ ଏହି 1 ଜିନିଷ ମିଶେଇ ଲଗାନ୍ତୁ, ଗୋଟି ଗୋଟି କେଶ କଳା ହୋଇଯିବ

ବନ୍ଧୁଗଣ ଆପଣ ମାନେ ଆଜି ଯାଏଁ ଧଳା କେଶକୁ କଳା କରିବାର ଅନେକ ଉପାୟ ବିଷୟ ଜାଣିଥିବେ । କିନ୍ତୁ ଆଜି ଆମେ ଆପଣଙ୍କ ପାଇଁ ଯେଉଁ ରେମେଡି ନେଇ ଆସିଛୁ । ଏହା ବହୁତ ଅଧିକ ଲାଭଦାୟକ ଅଟେ ଓ ବନେଇବା ମଧ୍ୟ ସହଜ ଅଟେ । ଆପଣ ଏହାକୁ 2ରୁ 3 ମାସ ଷ୍ଟୋର କରି ରଖିପାରିବେ । ଆଜି ଆମେ ଆପଣଙ୍କୁ ଏମିତି ଏକ ରେମେଡି ବା ହେୟାର ଅଏଲ କହିବାକୁ ଯାଉଛୁ ଯାହା ଆପଣଙ୍କ ଧଳା କେଶକୁ ମୂଳରୁ କଳା କରିବାରେ ସାହାଜ୍ଯ କରିବ ।

ଏହା ଆପଣଙ୍କ କେଶ ଝଡିବା ବନ୍ଦ କରିବ ଓ ନୂଆ କେଶ ଉଠିବାରେ ସାହାଜ୍ଯ କରିବ ଆସନ୍ତୁ ଜାଣିବା ବିସ୍ତାର ଭାବେ । ଏହି ରେମେଡି କରିବା ପାଇଁ ଲୁହା କଢେଇ ର ବ୍ୟବହାର ନିଶ୍ଚୟ କରନ୍ତୁ । ଏହା ପରେ ଏକ କପ ସୋରିଷ ତେଲ ପକାନ୍ତୁ । ସୋରିଷ ତେଲ ଗରମ କରି ରେମେଡି ବନେଇ ହେବ । ଦ୍ଵିତୀୟ ସାମଗ୍ରୀ ହେଉଛି ମେହେନ୍ଦି ଯାହା ଆପଣଙ୍କ ହେୟାର ପ୍ୟାକ ରେ ପ୍ରୟୋଗ କରନ୍ତି । ମେହେନ୍ଦି କେଶକୁ ସୁସ୍ଥ ରଖିବାରେ ସାହାଜ୍ଯ କରିଥାଏ । ଏହା ପରେ ଆଡ କରନ୍ତୁ ଅଧ ଚାମଚ ମେଥି ଦାନା ।

କେସକୁ ଘନ, ଲମ୍ବା ବନେଇବା ପାଇଁ ମେଥି ଦାନ ବହୁତ ଲାଭକାରି ହୋଇଥାଏ । ଏହା ଅପରେ ଆଡ କରନ୍ତୁ ଅଧା ଚାମଚ ରୁ କମ ଆମଲା ପାଉଡର ଯାହା କେଶକୁ ଲମ୍ବା ଓ କଳା କରିବାରେ ସାହାଜ୍ଯ କରିଥାଏ । ଏବେ ଏହାକୁ ଭଲ ଭାବେ ମିଶ୍ରଣ କରି ଲୋ ଫ୍ଲେମ ରେ ଭଲ ଭାବେ ଫୁଟାନ୍ତୁ । ଯଦି ଆପଣ ହାଇ ଫ୍ଲେମ ରେ ଫୁଟାଇବେ ତେବେ ସବୁ ସାମଗ୍ରୀ ଜଳିଯିବ ।

ଏହାକୁ ଆପଣ 5 ମିନିଟ ଯାଏଁ ନିହାତି ଫୁଟାନ୍ତୁ । ଦେଖିବେ ଧୀରେ ଧୀରେ ଏହା କଳା ହେବାରେ ଲାଗିବ । ଯଦି ଆପଣ ଏହାର ପ୍ରୟୋଗ କିଛି ଦିନ କରିବେ ତେବେ ଆପଣଙ୍କ କେଶ ନ୍ୟାଚୂରାଲି କଳା ହୋଇଯିବ । ଏହା ନା କେବଳ କେଶ କୁ ଡାଏ ଭଳି କାଳର ଦେବ ବରଂ ଏହା ଦ୍ଵାରା ଆପଣଙ୍କ କେଶ କା ହେବା ଆରାମ୍ଭ ହେବ ।

ମୂଳରୁ ଆପଣଙ୍କୁ କେଶ କଳା ହେବାରେ ଆରମ୍ଭ ହେବ । ତେଲ ସଂପୂର୍ଣ୍ଣ କଳା ହେବା ପରେ ଏହାକୁ 12ଘଣ୍ଟା ଯାଏଁ ଢାଙ୍କି ଦିଅନ୍ତୁ । ଏହି ତେଲ ପୋଷାକ ତତ୍ତ୍ଵ ରେ ଭରପୁର ଅଟେ । ଆପଣ ଏହି ତେଲ କୁ ଅନ୍ୟ ଏକ ପାତ୍ରକୁ ଛାଣି ନିଅନ୍ତୁ । ଆପଣ ଏହାକୁ 1 ରୁ 2 ମାସ ଷ୍ଟୋର କରି ରଖିପାରିବେ ।

ଆପଣ ଏହି ତେଲ କୁ ଦିନକୁ 2 ରୁ 3 ଥର କେଶ ରେ ଲଗାନ୍ତୁ । ଆପଣଙ୍କ କେଶ ଓ କେଶ ମୂଳ ଯାଏଁ ଏହାକୁ ନିହାତି ଲଗାନ୍ତୁ । ଯଦି ଆପଣଙ୍କର ଧଳା କେଶ ଅଛି ତେବେ ସେଠାରେ ଏହି ତେଲ ଲଗାଇ ମଶାଚ କରନ୍ତୁ । ତେଲ ଲଗାଇବାର 2 ଘଣ୍ଟା ପରେ ମୁଣ୍ଡ ଧୋଇ ଦିଅନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *