ଝିଅଙ୍କର କ’ଣ ଦେଖିଲେ ପ୍ରଥମ ନଜରରେ ପ୍ରେମ ହୋଇଯାଏ ପ୍ରେମ, ଜାଣନ୍ତୁ

ପୁରୁଷ ମାନେ ନାରୀ ମାନଙ୍କ ପ୍ରତି ଏତେ ଆକର୍ଷିତ ହୋଇ ଥାନ୍ତି କାହିଁକି  । ନାରୀ ମାନେ ପୁରୁଷ ମାନଙ୍କୁ ଆକର୍ଷିତ କରନ୍ତି ବା ସେମାନଙ୍କ କେଉଁ ଅଙ୍ଗ କୁ ଦେଖିବା ପରେ ପୁରୁଷ ମାନେ ଆକର୍ଶିତ ହୋଇ ଥାନ୍ତି । ଏମିତି ବହୁତ ଗୁଡ଼ିଏ ପ୍ରଶ୍ନର ଉତ୍ତର କୁ ନେଇ ଆପଣ ମାନଙ୍କୁ କହିବୁ କି କଣ ପାଇଁ ପୁରୁଷ ମାନେ ନାରୀ ମାନଙ୍କ ଉପରେ ଆକର୍ଶିତ ହୋଇ ଥାନ୍ତି ।

ଏମିତିରେ କୋଲମ୍ବିଆ ର ଗୋଟିଏ ରିସର୍ଚରୁ ଏହି ଦିନ ରେ ଏହି ଘଟଣା କୁ ରିସର୍ଚ କରି ଥିଲେ ଏଭଂ ପାଇଲେ କି ଗୋଟିଏ ପୁରୁଷ ର ଦେହ ର ରାସାୟନିକ ତତ୍ୱ ଏବଂ ନାରୀ ମାନଙ୍କ ଶରୀରର ରାସାୟନୀକ ତତ୍ୱ ଦୁହେଁ ଦୁହିଁଙ୍କ ଆଡକୁ ଆକର୍ଶିତ ହୋଇ ଥାନ୍ତି । ଜାହା ଫଳ ରେ ନାରୀ ମାନଙ୍କ ପ୍ରତି ପୁରୁଷ ଏବଂ ପୁରୁଷ ମାନଙ୍କ ପ୍ରତି ନାରୀ ମାନେ ଆକର୍ଶିତ ହୋଇ ଥାନ୍ତି ।

ବହୁତ ସମୟ ରେ ପୁରୁଷ ମାନଙ୍କ ନଜର ଯେତେ ବେଳେ ନୀରୀ ମାନଙ୍କ ନଜର ଉପରେ ପଡେ ତେବେ ପ୍ରେମ ସୃଷ୍ଟି ହୋଇ ଥାଏ। ପ୍ରେମ ଭାବନା ସୃଷ୍ଟି ହେବା ହେଉଛି ଆଖି । କଥା ଆଗକୁ ବଢିବ କି ନାହିଁ ।

ଆଖି ହିଁ ଦୁଇ ଜଣଙ୍କୁ କହି ଦେଇ ଥାଏ । କେବଳ ସେହିଥି ପାଇଁ ମହିଳା ମାନେ ନିଜର ଆଖି କୁ ଆଟ୍ରାକଟିଭ୍ ବନାନ୍ତି କଜଳ ଲଗାଇ । ସେହି ପରି ବେଳେ ପୁରୁଷମାନଙ୍କୁ ନାରୀ ମାନଙ୍କ ପାଖକୁ ଆସିବା ପାଇଁ ମୂଖ୍ୟ ଭୂମିକା ନିଭେଇ ଥାଏ ଅଣ୍ଟା ।ସବୁ ସମୟ ରେ ଝିଅ ମାନଙ୍କର ସରୁ ଅଣ୍ଟା ସାଙ୍ଗ କୁ ଚୋଉଡା ପିଚା ବହୁତ ସୁନ୍ଦର ହୋଇ ଥାଏ ।

ଏବଂ ତାହା ପୁରୁଷ ଙ୍କୁ ନିଜ ଆଡକୁ ଆକର୍ଶକ କରି ଥାଏ ।ହେଲେ ରିସର୍ଚର ମାନଙ୍କ ମତ ଅନୁସାରେ ପୁରୁଷ ମାନଙ୍କ ଦେହରେ ଟେଷ୍ଟୋଷ୍ଟିରନ ନାମକ ଏକ ହରମୋନ ଥାଏ , ଜାହା ନାରୀ ଦେଖିଲେ କ୍ଷରୀତ ହୁଏ ଏବଂ ପୁରୁଷ ମାନଙ୍କ ମନରେ ନାରୀ ମାନଙ୍କ ପ୍ରତି ଦୁର୍ବଳତା ଆସେ ।

ସେମିତି ରେ ସବୁ ବେଳେ ଏହି ଦୁଇଟି ଅଙ୍ଗ ଉପରେ ତାଙ୍କର ନଜର ପଡୀ ଥାଏ । ଆମେ ଆଗରୁ ଜାଣିଛେ କି ଜାହା ଆମ ମାନଙ୍କ ପାଖରେ ନାହିଁ । ତାହା ପ୍ରତି ଆକର୍ଷଣ ହେବା ବହୁତ ସାଧାରଣ କଥା ।

ତେବେ ସେମିତି କ୍ଷେତ୍ର ରେ ଗୋଟିଏ ପୁରୁଷ ନାରୀ ମାନଙ୍କ ବକ୍ଷ୍ୟ ସ୍ଥଳ କୁ ଦେଖିବା ପରେ ବି ଆକର୍ଷିତ ହୋଇ ଥାଏ । ଏହା ସାଧାରଣ କଥା । ସେହି ପରି ବେଳେ ଝିଅ ମାନଙ୍କ ଓଠ ବି ବହୁତ ପରିମାଣ ରେ ଲାଳସା ଜାଗ୍ରତ କରି ଥାଏ । ପୁରୁଷ ମାନଙ୍କ ପାଇଂ ଏବଂ ସେହି ପୁରୁଷ ଜଲ୍ଦି ହିଁ ତାଙ୍କ ଆଡକୁ ଆକର୍ଷିତ ହୋଇ ଥାଏ ।

ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।

Leave a Reply

Your email address will not be published. Required fields are marked *