ବନ୍ଧୁଗଣ ଆପଣ ମାନଙ୍କୁ ଆମ ନ୍ୟୁଜ ପୋର୍ଟାଲ କୁ ହାର୍ଦ୍ଦିକ ସ୍ୱାଗତ, ଆପଣ ମାନେ ଜାଣିଥିବେ IAS ଏବଂ IPS ପରୀକ୍ଷା ରେ କେତେ କଷ୍ଟ ପୂର୍ଣ ପ୍ରଶ୍ନ ପଡିଥାଏ । ଏହାକୁ ସମାଧାନ କରିବା ଜଟିଳ ହୋଇଥାଏ । ଅନେକ ପିଲାମାନେ ଘଣ୍ଟା ଘଣ୍ଟା ଧରି ଏଥିପାଇଁ ପ୍ରସ୍ତୁତି ଅଭ୍ୟାସ କରନ୍ତି । ଆଜି ଆମେ ଆଣିଛୁ ବିଦ୍ୟାର୍ଥୀ ମାନଙ୍କ ପାଇଁ କେତେକ ଜରୁରୀ ସାଧରଣଜ୍ଞାନ ପ୍ରଶ୍ନ ।
କେତକ ଜରୁରୀ ସାଧାରଣ ଜ୍ଞାନ ପ୍ରଶ୍ନ ଯାହା କି ପ୍ରତ୍ୟେକ ବିଦ୍ୟାର୍ଥୀ ମାନଙ୍କର ଜାଣିବା ଉଚିତ । ଏହା କମ୍ପିଟେଟିଭ ପରୀକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ ।
ପ୍ରଶ୍ନ ୧ : ଭାରତର କେଉଁ ରାଜ୍ୟରେ ପ୍ରଥମେ ସୂର୍ଯ୍ୟ ଉଦୟ ହୁଅନ୍ତି?
ଉତ୍ତର: ଅରୁଣାଚଳ ପ୍ରଦେଶରେ
ପ୍ରଶ୍ନ ୨: ରେଶମ ପୋକର ଖାଦ୍ୟ ପଦାର୍ଥ କ’ଣ?
ଉତ୍ତର: ତୁତ ପତ୍ର
ପ୍ରଶ୍ନ ୩ : ଓଡ଼ିଆରେ ମୋବାଇଲ୍ କ’ଣ କୁହାଯାଏ?
ଉତ୍ତର – ମୋବାଇଲକୁ ” ଦୂରଭାଷ ଯନ୍ତ୍ର” କୁହାଯାଏ ।
ପ୍ରଶ୍ନ ୪: କବାଡି କେଉଁ ଦେଶର ଜାତୀୟ ଖେଳ?
ଉତ୍ତର: ବାଂଲାଦେଶ
ପ୍ରଶ୍ନ ୫: ତେଲେଙ୍ଗାନା ରାଜ୍ୟର ରାଜଧାନୀ କେଉଁଗୁଡିକ?
ଉତ୍ତର: ହାଇଦ୍ରାବାଦ
ପ୍ରଶ୍ନ ୬: କେଉଁ ଦେଶରେ ପ୍ରଥମେ ସୂର୍ଯ୍ୟ ଉଦୟ ହୁଅନ୍ତି?
ଉତ୍ତର: ଜାପାନ, ସୂର୍ଯ୍ୟ ଉଦୟର ଦେଶ ଜାପାନ କୁ କୁହାଯାଏ
ପ୍ରଶ୍ନ ୭: ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା କେବେ ଆରମ୍ଭ କରିଥିଲେ ?
ଉତ୍ତର : ୧ ମେ ୨୦୧୬ କୁ ଆରମ୍ଭ କରିଥିଲେ ।
ପ୍ରଶ୍ନ ୮; ରାଜସ୍ଥାନର ପୁର୍ବ ଜିଲ୍ଲାରେ କେଉଁ ଜାଗା ଅଛି ?
ଉତ୍ତର : ଧୋଳପୁର ରାଜସ୍ଥାନର ପୁର୍ବଜିଲ୍ଲାରେ ଅଛି ।
ପ୍ରଶ୍ନ ୯; ଗଛର କେଉଁ ଭାଗ ଶ୍ୱସନ କରିଥାଏ ?
ଉତ୍ତର : ଗଛର୍ ପତ୍ର ଶ୍ୱସନ କରିଥାଏ ।
ପ୍ରଶ୍ନ ୧୦; ମନୁଷ୍ୟର ଶରୀରରେ ହୃଦୟକୁ ଥରେ ଥକ୍ ଥକ୍ ହେବାପାଇଂ କେତେ ସମୟ ଲାଗିଥାଏ ?
ଉତ୍ତର : ୦, ୮ ସେକେଣ୍ତର ସମୟ ଲାଗିଥାଏ ।
ପ୍ରଶ୍ନ ୧୧; ମାନବ ଶରୀରରେ ମିଳୁଥିବା ପ୍ରମୁଖ ରସାୟନିକ ଯୌଗିକ କେଉଁଟା ହୋଇଥାଏ ?
ଉତ୍ତର : କ୍ୟାଲସିୟମ୍, ଅକ୍ସିଲେଟ୍ ହୋଇଥାଏ,
ପ୍ରଶ୍ନ ୧୨; ସବୁଠାରୁ ବଡ ତଟିୟ ରେଖା କେଉଁ ଦେଶରେ ଅଛି ?
ଉତ୍ତର : କାନାଡାରେ,
ପ୍ରଶ୍ନ ୧୩; ବିଶ୍ୱର ଲମ୍ବା ନଦୀ କେଉଁଟା ଅଟେ ?
ଉତ୍ତର : ଇରାକ୍ ନଦୀ ଅଟେ ।
ପ୍ରଶ୍ନ ୧୪; କେଉଁ ସଭ୍ୟତା ନୀଳନଦୀର ବରଦାନ କୁହାଯାଏ ?
ଉତ୍ତର : ମିଶ୍ରର ସଭ୍ୟତାରେ ନୀଳନଦୀକୁ ବରଦାନ କୁହାଯାଏ ।
ପ୍ରଶ୍ନ ୧୫; ନଦୀର ଜଳ ପ୍ରଦୂଷଣ କେଉଁଥିରେ ମାପାଯାଏ ?
ଉତ୍ତର : ପାଣିରେ ଅକ୍ସିଜେନ୍ ମିଶାଇବାର ମାତ୍ରାକୁ ।
ପ୍ରଶ୍ନ ୧୬: ମେଘାସ୍ଥିନିସଙ୍କ ପୁସ୍ତକର ନାମ କଣ ଅଟେ?
ଉତ୍ତର- ଇଣ୍ଡିକା ନାମ ଅଟେ ।
ପ୍ରଶ୍ନ ୧୭ : ଭାରତରେ ଆଗ୍ରା ସହରର ସ୍ଥାପନା କିଏ କରିଥିଲେ?
ଉତ୍ତର- ସିକନ୍ଦର ଲୋଦୀ ଏହି ସହରର ସ୍ଥାପନା କରିଥିଲେ ।
ପ୍ରଶ୍ନ ୧୮: ସାଣ୍ଡର୍ସ ର ହତ୍ୟା କିଏ କରିଥିଏ?
ଉତ୍ତର- ଭଗତ ସିଂହ କରିଥିଲେ ।
ପ୍ରଶ୍ନ ୧୮ : ଦିଲ୍ଲୀ ସ୍ଥିତ ଲାଲବାହାଦୁର ଶାସ୍ତ୍ରୀଙ୍କର ସମାଧିର ନାମ କଣ ଅଟେ?
ଉତ୍ତର- ବିଜୟଘାଟ ଲାଲ ବାହାଦୁର ଶାସ୍ତ୍ରୀଙ୍କର ସମାଧିର ନାମ ଅଟେ ।
ପ୍ରଶ୍ନ ୧୯: ଭାରତର ପୁରୁଣା ମଜଦୁର ସଂଗଠନ କେଉଁଟା ଅଟେ ?
ଉତ୍ତର : ଅଖିଳ ଭାରତୀୟ ମଜଦୁର ସଂଘ କଂଗ୍ରେସ ।
ପ୍ରଶ୍ନ ୨୦; ଏମିତି କେଉଁ ଏକ ପଶୁ ଅଛି ଯାହାର ଗୋଟିଏ ଆଖିରୁ ଆଗକୁ ଓ ଦ୍ୱିତୀୟ ଆଖି ପଛକୁ ଦେଖି ପାରେ?
ଉତ୍ତର : ଏଣ୍ତୁଅ ଏମିତି ଏକ ପଶୁ ଅଟେ, ଯାହା ଏପରି କରିପାରିବ ।
ପ୍ରଶ୍ନ ୨୧; ରାଜସ୍ଥାନର ମୀରା ବାଇ ଜନ୍ମଭୁମି କେଉଁଠି ଅଛି ?
ଉତ୍ତର : ମେଡତା ସିଟି ମୀରା ବାଇଙ୍କର ଜନ୍ମ ସ୍ଥାନ ଅଟେ ।
ପ୍ରଶ୍ନ ୨୨ : ବ୍ଲାକ ପଗୋଡ଼ା କାହାକୁ କୁହାଯାଏ ?
ଉତ୍ତର : କୋଣାର୍କ ମନ୍ଦିର
ପ୍ରଶ୍ନ ୨୩ ; ଏମିତି କେଉଁ କାମ ଏକାଠି ସ୍ୱାମୀ ସ୍ତ୍ରୀ କେବଳ ରାତିରେ କରନ୍ତି?
ଉତ୍ତର ; ଏକାଠି ଶୁଅନ୍ତି
ପ୍ରଶ୍ନ ୨୪; ପୃଥିବୀର ସବୁଠାରୁ ଗଭୀର ଖାତର ନାମ କଣ?
ଉତ୍ତର: ମରିଆନା (ପ୍ରାୟ ୧୧ କିମି)
ପ୍ରଶ୍ନ ୨୫:ତାଜମହଲ କେଉଁ ରାଜା ବନେଇଥିଲେ?
ଉତ୍ତର: ସାହାଜାହାନ
ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।