Health Tips- ୨ ମିନିଟରେ ଭୟଙ୍କର ରୁ ଭୟଙ୍କର ଦାନ୍ତ ବିନ୍ଧା ଭଲ ହେଇଯିବ, ଦାନ୍ତରେ ପୋକ, ପାଇରିଆ ହେଇଯିବ ଗାୟବ !

ନମସ୍କାର ବନ୍ଧୁଗଣ । ଆଜିର ସମୟ ରେ ଜୀବନ ଶୈଳୀ ପୂର୍ବ ଅପେକ୍ଷା ବହୁତ ବଦଳି ଯାଇଛି ଯାହା କାରଣ ରୁ ଆମ ସମସ୍ତ ଙ୍କ ଠାରେ ଅନେକ ଶାରୀରିକ ସମସ୍ଯା ମାନ ଦେଖିବାକୁ ମିଳୁଛି । ସେହି ସମସ୍ତ ସମସ୍ଯା ମାନଙ୍କ ମଧ୍ୟରୁ ଦାନ୍ତ ବିନ୍ଧା ସମସ୍ୟା ହେଉଛି ଅନ୍ଯତମ । ଏପରିରେ ଶୀତ ଦିନରେ ମଧ୍ୟ ଅନେକ ଲୋକ ଙ୍କର ଅସହନୀୟ ଦାନ୍ତ ବିନ୍ଧା ହେବାର ଦେଖା ଦେଇଥାଏ । ଆଜି ଆମେ ଆପଣ ମାନକ ପାଇଁ ନେଇ ଆସିଛୁ ଏପରି ଏକ ଆପଣଙ୍କ ଦାନ୍ତ ବିନ୍ଧା ଯେତେ ମଧ୍ୟ ପୁରୁଣା ହୋଇଥିଲେ ତାହା ଭଲ ହୋଇଯିବ ।

ବନ୍ଧୁଗଣ ଆଜିର ଏହି ଉପଚାର ଟି ପାଇଁ ଆପଙ୍କୁ ଆବଶ୍ୟକ ପଡିବ ପିଜୁଳି ପତ୍ର ର । ବନ୍ଧୁଗଣ ପିଜୁଳି ପତ୍ର ସାଧାରଣତଃ ସମସ୍ତ ଙ୍କ ଘର ବାଡି ରେ ଅତି ସହଜ ରେ ହିଁ ମିଳି ଯାଇ ପାରିବ । ଏହି ଉପଚାର ଟିକୁ ପ୍ରସ୍ତୁତ କରିବା ପାଇଁ ଆପଣ ୪ ରୁ ୫ ଟି ପିଜୁଳି ର ପତ୍ର ନେଇ ତାହାକୁ ଭଲ ଭାବରେ ଛେଚି ତାର ରସ କାଢି ନିଅନ୍ତୁ ।

ଏହି ରସ ରେ ଚିମୁଟାଏ ହଳଦୀ ଗୁଣ୍ଡ ମିଶାଇ ତାହାକୁ ଏକ ଛୋଟ ତୁଳା ଖଣ୍ଡ ସାହାର୍ଯ୍ୟ ରେ ଲଗାଇ ଯନ୍ତ୍ରଣା ହେଉଥିବା ମାଢି ପାଖରେ ଲଗାଇ କିଛି ସମୟ ପାଇଁ ଛାଡି ଦିଅନ୍ତୁ । କିଛି ଦିନ ଏପରି କରିବା ଦ୍ଵାରା ପାଇରିଆ ଭଳି ସମସ୍ଯା ଦୂର ହୋଇଯିବ ।

ଅନ୍ୟ ଏକ ଉପଚାର ପାଇଁ ଆପଣ ଏକ ପାତ୍ର ରେ ଏକ ଗ୍ଳାସ ପାଣି ରେ ୪ ରୁ ୫ ଟି ପିଜୁଳିର ପତ୍ର କୁ ପକାଇ ଗ୍ଯାସ ଉପରେ ବସାନ୍ତୁ । ଏହା ପରେ ଏହି ପାଣି ରେ ୪ ରୁ ୫ ଟି ଲବଙ୍ଗ ପକାନ୍ତୁ । ଏହି ପାଣି କୁ ୫ ରୁ ୭ ମିନିଟ ପାଇଁ ଧିମା ଆଞ୍ଚ ରେ ଫୁଟିବାକୁ ଛାଡି ଦିଅନ୍ତୁ । ଏହା ପରେ ଏହା କୁ ଗ୍ଯାସ ରୁ କାଢି ଆଣି ଏକ ପାତ୍ର ରେ ଚଣି ନିଅନ୍ତୁ । ଯଦି ଆପଣଙ୍କ ପାଖରେ ଫିଟିକରି ଗୁଣ୍ଡ ଅଛି ତେବେ ସେଥିରୁ ଚିମୁଟାଏ ନେଇ ସେହି ପାଣି ରେ ମିଶାନ୍ତୁ ।

ଏହାସହ ସେଥିରେ ଅଧ ଚାମଚ ଲୁଣ ମଧ୍ୟ ମିଶାଇ ଦିଅନ୍ତୁ । ଏହା ଅପରେ ଏହି ପାଣି ଉଷୁମ ଥିବା ଅବସ୍ଥା ରେ ଏହାକୁ କିଛି କିଛି ସମୟ ପାଇଁ ନେଇ କୁଳି କରନ୍ତୁ । ଦେଖିବେ ଆପଣ ଙ୍କର ସମସ୍ତ ଦାନ୍ତ ଜନିତ ସମସ୍ଯା ସବୁ ଦୂର ହୋଇଯିବ । ତେବେ ବନ୍ଧୁଗଣ ଆପଣଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ଆପଣମାନେ ଆମର ଏହି ପୋଷ୍ଟ ଟି କୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *