ଏହି 10 ଟି ଜିନିଷ ଆପଣ ଖାଉଛନ୍ତି କି ? ଜଲ୍ଦି ହ୍ରାସ ପାଇଯିବ ଆପଣଙ୍କ Memory Power, ଜଲ୍ଦି ଦେଖନ୍ତୁ…

ମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମସ୍ତିସ୍କ ହେଉଛି ଶରୀରର ଏକ ଶକ୍ତିଶାଳୀ ଅଙ୍ଗ । ମସ୍ତିସ୍କ ସହିତ ଶରୀରର ସବୁ ଅଙ୍ଗ ପ୍ରତ୍ଯେଙ୍ଗର ସଂଯୋଗ ରହିଛି । ମସ୍ତିସ୍କ ଯେମିତି ନିର୍ଦ୍ଧେଶ ଦେଉଛି । ଅଙ୍ଗ ଗୁଡିକ ସେହିପରି କାର୍ଯ୍ୟକାରୀ ହୋଇପାରୁଛନ୍ତି । ତେଣୁ ନିଜ ମସ୍ତିସ୍କ ପାୱାରକୁ ବୃଦ୍ଧି କରିବାକୁ ଚାହୁଁଥିଲେ । ଆପଣଙ୍କୁ କେତେକ ଖାଦ୍ୟ ଖାଇବାର ପରିମାଣକୁ କମ୍ କରିଦେବାକୁ ପଡିବ । ଯାହା ଦ୍ଵାରା ଆପଣ ନିଜେ ନିଜର ମସ୍ତିସ୍କ ପାୱାରକୁ ବୃଦ୍ଧି କରାଇପାରିବେ ।

ପ୍ରଥମ ଖାଦ୍ୟ ପଦାର୍ଥଟି ହେଉଛି ଲୁଣ । ଲୁଣ ଏକ ଏପରି ଏକ ଜିନିଷ । ଖାଦ୍ୟରେ ଯାହାର ପ୍ରୟୋଗ ଦ୍ଵାରା ହିଁ ଖାଦ୍ୟର ସ୍ଵାଦ ବୃଦ୍ଧି ହୋଇଥାଏ । କାରଣ ଲୁଣ ବିନା ଖାଦ୍ୟର ସ୍ଵାଦ ଭଲ ଲାଗିନଥାଏ । ସେଥିପାଇଁ ଖାଦ୍ୟରେ ଲୁଣର ଅଳ୍ପ ପ୍ରୟୋଗ କରିବା ହିଁ ଆପଣଙ୍କ ମସ୍ତିସ୍କ ତଥା ସଂପୂର୍ଣ୍ଣ ସ୍ଵାସ୍ଥ ହିଁ ହିତକର ହୋଇଥାଏ ।

ଦିତୀୟ ଜିନିଷଟି ହେଉଛି ମିଠା ବା ସୁଗାରଜାତୀୟ ଖାଦ୍ୟ । ବହୁତ ଲୋକଙ୍କୁ ମିଠାର ସମସ୍ତ ଖାଦ୍ୟ ପଦାର୍ଥ ଖାଇବାର ବହୁତ ସଉକି ରହିଥାଏ । ଯାହା ଦ୍ଵାରା ଲୋକ ମାନେ ଦରକାରରୁ ଅଧିକ ମିଠା ଖାଦ୍ୟର ସେବନ କରିଦେଇଥାନ୍ତି । ଅଧିକ ସୁଗାର ଖାଇବା ମସ୍ତିସ୍କ ପକ୍ଷେ ଜମାରୁ ହିତକର ହୋଇନଥାଏ। ତେଣୁ ଖାଦ୍ୟରେ ମିଠା ଆଇଟମ୍ ଯେତେ ଅଳ୍ପ ପରିମାଣରେ ଆଡ୍ କରି ଖାଇବେ ।

ତୃତୀୟ ଜିନିଷଟି ହେଉଛି ଇଂଷ୍ଟା ଫୁଡ୍ ବା ପ୍ରୋସେସଡ୍ ଫୁଡ୍ । ଯାହାକୁ ତିଆରି କରାଯାଇ ପାକେଟ୍ ରେ ରଖାଯାଇଥାଏ । ଯାହା ଦ୍ଵାରା ଲୋକ ମାନେ ତାକୁ ଆଣି ସହଜରେ ଗରମ ପାଣିରେ ପକାଇ ଅଳ୍ପ ସମୟରେ ପ୍ରସ୍ତୁତ କରିପାରିବେ । ଉଦାହରଣ ମ୍ୟାଗୀ, ଚାଓମିନ ଓ ପାସ୍ତା ଏହି ଭଳି ଫୁଡ୍ କୁ ଖାଇବା ଦ୍ଵାରା ବ୍ରେନ ପାୱାର ଧୀରେ ଧୀରେ କମିବାକୁ ଆରମ୍ଭ କରିଥାଏ ।

ଚତୁର୍ଥରେ ଅଧିକ ପରିମାଣରେ କୋଲଡ୍ରିଂକର ସେବନ ଦ୍ଵାରା ମଧ୍ୟ ବ୍ରେନର ସେନସନ ପାୱାର ଧୀରେ ଧୀରେ କମିବାକୁ ଆରମ୍ଭ କରିଥାଏ । ପଞ୍ଚମରେ ଯେଉଁ ମାନେ ଆଲ୍କୋହଲ ଓ ଷଷ୍ଠରେ ଧୃମପାନ ନିତ୍ୟ ସେବନ କରୁଛନ୍ତି । ଏହା ତାଙ୍କ ଶରୀର ସହିତ ବ୍ରେନ ପାୱାରକୁ ମଧ୍ୟ ନଷ୍ଟ କରୁଦେଉଛି ।

ସପ୍ତମରେ ଯେଉଁ ମାନଙ୍କର ଚାହା ସେବନ କରିବାର ପ୍ରତିଦିନର ଅଭ୍ଯାସ ଥିବ । ଏହା ମଧ୍ୟ ବ୍ରେନଲଷ୍ କରିବାର ଅନ୍ୟ ଏକ କାରଣ ହୋଇଥାଏ । ଅଷ୍ଟମରେ ବ୍ରେନର ପାୱାରକୁ ଧୀର କରିବାରେ ଆଇସକ୍ରିମର ମଧ୍ୟ ଭୂମିକା ରହିଥାଏ । କାରଣ ସେଥିରେ ଅଧିକ ପରିମାଣରେ ସୁଗାର ଓ କଲର ଓ ଟେଷ୍ଟ ବଢିବା ପାଇଁ କେମିକାଲ୍ ର ଆଡ୍ କରାଯାଉଛି ।

ନବମ ଖାଦ୍ୟ ପଦାର୍ଥଟି ହେଉଛି ଚୋକୋଲେଟ । ଚୋକୋଲେଟ ଖାଇବା ପାଇଁ ସମସ୍ତେ ଭଲ ପାଇଥାନ୍ତି । କିନ୍ତୁ ଯଦି ବ୍ୟକ୍ତି ଅଧିକ ପରିମାଣରେ ଚୋକୋଲେଟର ସେବନ କରୁଥାଏ । ତାହାର ସ୍ମରଣ ଶକ୍ତିର ବିକାଶ ହୋଇପାରିନଥାଏ । ଦଶମରେ ଅଧିକ ଆମିଷ ଖାଇବା ଦ୍ଵାରା ମଧ୍ୟ ବ୍ରେନ ପାୱାର ବୃଦ୍ଧିରେ ବାଧା ସୃଷ୍ଟି ହୋଇଥାଏ ।

ତେଣୁ ଏହି ୧୦ ଟି ଖାଦ୍ୟ ପଦାର୍ଥକୁ ଖାଇପାରିବେ କିନ୍ତୁ ଏହାକୁ ଯେତେ ଅଳ୍ପ ପରିମାଣରେ ଖାଇବେ । ସେତେ ଆପଣଙ୍କ ମସ୍ତିସ୍କ ତଥା ସଂପୂର୍ଣ୍ଣ ଶରୀର ପାଇଁ ଭଲ ରହିବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *