ଦିନରେ ଥରେ ମାତ୍ର ଏହାକୁ ଲଗାନ୍ତୁ, ହୀରା ପରି ଚମକିବ ଚେହେରା, ବ୍ରଣ, କଳାଦାଗ ସବୁ କିଛି ହେଇଯିବ ଗାୟବ- Beauty Tips

ନମସ୍କାର ବନ୍ଧୁଗଣ ଯଦି ଆପଣ ଚାହୁଁଛନ୍ତି କି ଆପଣଙ୍କ ଶରୀର କେବେ ଦୁର୍ବଳ ନ ହେଉ । କିମ୍ବା କୌଣସି ରୋଗ ନ ହେଉ ଆପଣ ସର୍ଵଦା ସୁସ୍ଥ ଏବଂ ସବଳ ରୁହନ୍ତୁ ଏବଂ ବୁଢ଼ା ହେବା ପର୍ଯ୍ୟନ୍ତ ଆପଣ ସୁସ୍ଥ ଏବଂ ସବଳ ରୁହନ୍ତୁ ।

ତେବେ ଆପଣ ଏହି ଉପାୟ ଗୁଡିକ କରିବା ଆରମ୍ଭ କରି ଦିଅନ୍ତୁ । ଆମ ଶରୀରରେ ପୋଷକ ତତ୍ତ୍ୱ ର ଅଭାବରୁ ଆମ ଶରୀର ଦୁର୍ବଳ ହୋଇପଡେ । ଏବଂ କାମ କରିବାରେ ସମର୍ଥ ହୁଏ ନାହିଁ । ଏବଂ ଆଜି କାଲିର ଅଶୁଦ୍ଧ ପରିବେଶ ଏବଂ ଅଶୁଦ୍ଧ ଖାଦ୍ୟ ଖାଇବା ଦ୍ୱାରା ଆମ ଶରୀର ଧୀରେ ଧୀରେ ଏବଂ ବୟସ ପୂର୍ବରୁ ହିଁ ଦୁର୍ବଳ ହୋଇ ପଡୁଛି । ଏବଂ ଅନେକ ରୋଗ ମଧ୍ୟ ହେଉଛି । ଏବଂ ତାସହ ଆମ ଓଜନ ମଧ୍ୟ ବଢ଼ିବାରେ ଲାଗୁଛି ।

ତେଣୁ ନିଜ ଖାଦ୍ୟରେ କିଛି ଏପରି ଜିନିଷ କୁ ଗ୍ରହଣ କରିବା ଯାହା ଦ୍ୱାରା ଆମ ଶରୀର ସୁସ୍ଥ ରହିବ ଏବଂ କୌଣସି ରୋଗ ମଧ୍ୟ ହେବ ନାହିଁ । ଏବଂ ତା ସହ ଆମ ହାଡ଼ ମଜବୁତ ରହିବ । ଏବଂ ତ୍ୱଚା ମଧ୍ୟ ଚମକିବ । ତେବେ ଚାଲନ୍ତୁ ଜାଣିନେବା ସେ ଉପାୟ ଗୁଡିକ କଣ କଣ ଏବଂ ତାହାକୁ ଆମେ କିପରି ବ୍ୟବହାର କରି ପାରିବା ।

ଆପଣ ଏହି ସବୁ ସମସ୍ୟା ରୁ ବଞ୍ଚିବା ପାଇଁ ବିଭିନ୍ନ ଔଷଧ ଖାଆନ୍ତି ଏବଂ ଅନେକ ଜିନିଷ କରନ୍ତି କିନ୍ତୁ ଆଜି ଆମେ ଏକ ଘରୋଇ ଉପଚାର ବିଷୟରେ ଆଲୋଚନା କରିବା ଯାହା ଦ୍ୱାରା ଆପଣ ନିଜ ତ୍ୱଚା ର ଯତ୍ନ ନେଇ ତାକୁ ଉଜ୍ଜ୍ୱଳ କରି ପାରିବେ ।

ଏହି ଘରୋଇ ଉପଚାର ପାଇଁ ପ୍ରଥମେ ଆମକୁ ଏକ କାକୁଡ଼ି ର ଆବଶ୍ୟକ ପଡିବ କାକୁଡି କୁ ନେଇ ଭଲ ଭାବରେ ଧୋଇ ତାକୁ କଦ୍ଦୁ କସ କରି ଦିଅନ୍ତୁ । କାକୁଡି ରେ ପାଣି ର ମାତ୍ରା ଅଧିକ ଥାଏ ଚେହେରା ରେ ଉଜ୍ଜ୍ୱଳତା କମିବାର କାରଣ ହେଉଛି ଆମ ଶରୀର ରେ ଜଳୀୟ ଅଂଶ କମିବା । କାକୁଡି ଆମ ତ୍ୱଚା ରେ ଉଜ୍ଜ୍ବଳ ଆଣିବା ସହ କଳା ଦାଗ ସବୁ ମଧ୍ୟ ସଫା କରିଦେବ ।

ଏହା ପରେ ଆପଣ ଗୋଟିଏ ଚାମଚ ବେସନ ନେବେ ତା ସହିତ ତିନି ରୁ ଚାରି ବୁନ୍ଦା ଲେମ୍ଭୁ ରସ ନେବେ । ସେହି ଥିରେ ସେହି କାକୁଡି ରସ କୁ ମିଶାଇବା ଏବଂ ଭଲ ଭାବରେ ଏହାର ଏକ ବହଳିଆ ପେଷ୍ଟ ପ୍ରସ୍ତୁତ କରି ତାକୁ ନିଜ ଚେହେରା ରେ ପ୍ରୟୋଗ କରିବା ।

କାକୁଡି ଆମ ତ୍ୱଚା କୁ ଥଣ୍ଡା ପ୍ରଦାନ କରେ ଏବଂ ଗରମ ରୁ ଲାଗୁଥିବା ବିରକ୍ତ ରୁ ମଧ୍ୟ ବଞ୍ଚାଇ ଥାଏ । ଆଖିରେ ଯଦି କଳା ଦାଗ ର ଅସୁବିଧା ରହିଛି ତେବେ ଏହା ସେହି ଦାଗ କୁ ଠିକ କରି ତ୍ୱଚା କୁ ଉଜ୍ଜ୍ୱଳ କରିବାରେ ମଧ୍ୟ ସାହାଯ୍ୟ କରେ ଏବଂ ବେସନ ଆମ ତ୍ୱଚା କୁ ଦୃଢ଼ କରେ ଯାହା ଦ୍ୱାରା ତ୍ୱଚା ଟାଇଟ ରୁହେ ଏବଂ ସତେଜ ରୁହେ । ଏହି ପ୍ୟାକ କୁ ଲଗାଇ କିଛି ସମୟ ପରେ ଶୁଖିଗଲା ପରେ ଏହାକୁ ଧୋଇ ଦିଅନ୍ତୁ ଏପରି କରିବା ଦ୍ୱାରା ଆପଣ ଙ୍କୁ କମ ଖର୍ଚ୍ଚ ରେ ଘରେ ହିଁ ଏହାର ଉପଚାର କରି ଉଜ୍ଜ୍ୱଳ ତ୍ୱଚା ପାଇଁ ପାରିବେ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *