ଯେତେ ବି ଧଳା ବାଳ ଥାଉ ନା କାହିଁକି ମୂଳରୁ ଗୋଟି ଗୋଟି କରି କଳା ହୋଇଯିବ, ଥରେ ଏହାକୁ ଲଗେଇ ଦେଖନ୍ତୁ

ବନ୍ଧୁଗଣ କମ ବୟସରେ କେଶ ଧଳା ହେବା ବା କେଶ ଝଡିବା ଏକ ଚିନ୍ତାର ବିଷୟ ଆଜିକାଲି ହୋଇଗଲାଣି । ଯାହା ପାଇଁ ଅନେକ ଲୋକ ବଜାରରେ ମିଳୁଥିବା ଏକ ପ୍ରକାରର କେମିକାଲ ଯୁକ୍ତ ତେଲ ବା ସାମ୍ପୋ ବ୍ୟବହାର କରୁଛନ୍ତି । ଯାହା ଫଳରେ କେଶ ସମସ୍ଯା ବନ୍ଦ ହେବା ବଦଳରେ ଅଧିକ ହେଉଛି । ଯାହା ପାଇଁ ହେୟାର ଫଲ ଅଧିକ ହେବାରେ ଲାଗୁଛି । ଏମିତିକି କିଛି ଲୋକଙ୍କର ଅତି କମ ବୟସରୁ କେଶ ଧଳା ହୋଇ ଯାଉଛି ।

ଯାହା ପାଇଁ ସେମାନେ ଅନେକ ସମସ୍ୟାର ସମୁଖିନ୍ନ ହେଉଛନ୍ତି । ଆଜି ଆମେ ଆପଣଙ୍କୁ ଏମିତି ଏକ ରେମେଡି ବିଷୟରେ କହିବାକୁ ଯାଉଛୁ ଯାହା ଧଳା କେଶକୁ କଳା କରିବାରେ ସାହାଜ୍ଯ କରିବ । ଏଥିପାଇଁ ଆପଣଙ୍କୁ ଆବଶ୍ୟକ ରହିଛି ଚାହାପତି । ଚାହାପତିର ପାଣି ଏକ ଚମତ୍କାରୀ ଅଟେ । ଏହାକୁ ସ୍କିନରେ ବ୍ୟବହାର କରିଲେ ଚମକ ଆସିଥାଏ । କେଶରେ ଲଗାଇଲେ ଏହାକୁ କଳା ହେବ ସହ କେଶ ଘନ, ଲମ୍ବା ହୋଇଥାଏ ।

ପ୍ରଥମେ ଚାହାପତିକୁ ଭଲ ଭାବେ ବାଟି ଏହାର ପେଷ୍ଟ ପ୍ରସ୍ତୁତ କରନ୍ତୁ । ଦ୍ଵିତୀୟ ସାମଗ୍ରୀ ହେଉଛି କଫି । କଫି ଆମ କେଶକୁ ଷ୍ଟ୍ରଙ୍ଗ କରିବା ସହ ରୂପୀ ଭଳି ସମସ୍ଯା ଦୂର ହୋଇଥାଏ ।ତୃତୀୟ ସାମଗ୍ରୀ ହେଉଛି ନଡିଆ ତେଲ । କେଶକୁ ପ୍ରପର ନ୍ୟୁଟ୍ରିଆନ ଦେଇଥାଏ ନଡିଆ ତେଲ । ଏହାର ପ୍ରୟୋଗ ଦ୍ଵାରା କେଶର ମୂଳ ମଜବୁତ ହେବା ସହ ହେୟାର ଫଲ ବନ୍ଦ ହୋଇଥାଏ । ଏହା ପରେ 5ରୁ 6 ବୁନ୍ଦା ଲେମ୍ବୁ ରସ ଏଥିରେ ଆଡ କରନ୍ତୁ । ଆପଣ ଚାହିଁଲେ ଏହି ରେମେଡିକୁ ଏକ ମାସ ଯାଏଁ ବନାଇ ରଖିପାରିବେ ।

ନଡିଆ ତେଲରେ ଏକ ଚାମଚ କଫି ପାଉଡର ମିସାଇବାକୁ ହେବ । ଏହା ପରେ ଅଧା ଚାମଚ ଚାହାପତି ମିଶାନ୍ତୁ । ଏହି ସବୁ ସାମଗ୍ରୀକୁ ଭଲ ଭାବେ ମିଶ୍ରଣ କରନ୍ତୁ । ଏକରୁ ଦୁଇ ଘଣ୍ଟା ସେମିତି ରହିବାକୁ ଦିଅନ୍ତୁ ଯେମିତି ନଡିଆ ତେଲରେ ସବୁ ପୋଷାକ ତତ୍ତ୍ଵ ଏଥିରେ ମିଶିଯିବ । ମୁଣ୍ଡରେ ଲଗାଇବା ପୂର୍ବରୁ ତେଲକୁ ଗରମ କରନ୍ତୁ ।

ଏକ ପାତ୍ରରେ ଗରମ ପାଣି ରଖି ତେଲକୁ ଉଷୁମ କରନ୍ତୁ । ଯେବେ ବି ଆପଣ କେଶର ମଶାଚ କରିବେ ଏହି ତେଲକୁ ଗରମ କୃ ଲଗାନ୍ତୁ । ଏହା ବହୁତ ସହଜ ଘରୋଇ ଉପାୟ ଅଟେ । ଘରେ ମିଳୁଥିବା ସାମଗ୍ରୀ ଦ୍ଵାରା ଆପଣ ଏହି ରେମେଡି ତିଆରି କରି ପାରିବେ । ଦୁଇ ରୁ ତିନି ଘଣ୍ଟା ପରେ ତେଲ ରଖିବା ପରେ ଏହାକୁ ଛାଣି ଦିଅନ୍ତୁ ।

ସପ୍ତାହ କୁ ଥରେ କି ଦୁଇ ଥର ଏହାର ମଶାଚ କେଶ ରେ କରନ୍ତୁ । ହେୟାର ଫଲ ଭଳି ସମସ୍ଯା, ଧଳା କେଶ ମୂଳରୁ କଳା ହେବ, କେଶ ଘନ ଓ ଲମ୍ବା ହେବ ଏହି ରେମେଡି ର ପ୍ରୟୋଗ କରିବା ଦ୍ଵାରା । ଏହାକୁ ଆଙ୍ଗୁଳିରେ ନେଇ ଭଲ ଭାବେ ମଶାଚ କରନ୍ତୁ । ତା ପରେ କୌଣସି ଶ୍ୟାମ୍ପୋରେ କେଶକୁ ଧୋଇ ଦେବେ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *