ବନ୍ଧୁଗଣ କମ ବୟସରେ କେଶ ଧଳା ହେବା ବା କେଶ ଝଡିବା ଏକ ଚିନ୍ତାର ବିଷୟ ଆଜିକାଲି ହୋଇଗଲାଣି । ଯାହା ପାଇଁ ଅନେକ ଲୋକ ବଜାରରେ ମିଳୁଥିବା ଏକ ପ୍ରକାରର କେମିକାଲ ଯୁକ୍ତ ତେଲ ବା ସାମ୍ପୋ ବ୍ୟବହାର କରୁଛନ୍ତି । ଯାହା ଫଳରେ କେଶ ସମସ୍ଯା ବନ୍ଦ ହେବା ବଦଳରେ ଅଧିକ ହେଉଛି । ଯାହା ପାଇଁ ହେୟାର ଫଲ ଅଧିକ ହେବାରେ ଲାଗୁଛି । ଏମିତିକି କିଛି ଲୋକଙ୍କର ଅତି କମ ବୟସରୁ କେଶ ଧଳା ହୋଇ ଯାଉଛି ।
ଯାହା ପାଇଁ ସେମାନେ ଅନେକ ସମସ୍ୟାର ସମୁଖିନ୍ନ ହେଉଛନ୍ତି । ଆଜି ଆମେ ଆପଣଙ୍କୁ ଏମିତି ଏକ ରେମେଡି ବିଷୟରେ କହିବାକୁ ଯାଉଛୁ ଯାହା ଧଳା କେଶକୁ କଳା କରିବାରେ ସାହାଜ୍ଯ କରିବ । ଏଥିପାଇଁ ଆପଣଙ୍କୁ ଆବଶ୍ୟକ ରହିଛି ଚାହାପତି । ଚାହାପତିର ପାଣି ଏକ ଚମତ୍କାରୀ ଅଟେ । ଏହାକୁ ସ୍କିନରେ ବ୍ୟବହାର କରିଲେ ଚମକ ଆସିଥାଏ । କେଶରେ ଲଗାଇଲେ ଏହାକୁ କଳା ହେବ ସହ କେଶ ଘନ, ଲମ୍ବା ହୋଇଥାଏ ।
ପ୍ରଥମେ ଚାହାପତିକୁ ଭଲ ଭାବେ ବାଟି ଏହାର ପେଷ୍ଟ ପ୍ରସ୍ତୁତ କରନ୍ତୁ । ଦ୍ଵିତୀୟ ସାମଗ୍ରୀ ହେଉଛି କଫି । କଫି ଆମ କେଶକୁ ଷ୍ଟ୍ରଙ୍ଗ କରିବା ସହ ରୂପୀ ଭଳି ସମସ୍ଯା ଦୂର ହୋଇଥାଏ ।ତୃତୀୟ ସାମଗ୍ରୀ ହେଉଛି ନଡିଆ ତେଲ । କେଶକୁ ପ୍ରପର ନ୍ୟୁଟ୍ରିଆନ ଦେଇଥାଏ ନଡିଆ ତେଲ । ଏହାର ପ୍ରୟୋଗ ଦ୍ଵାରା କେଶର ମୂଳ ମଜବୁତ ହେବା ସହ ହେୟାର ଫଲ ବନ୍ଦ ହୋଇଥାଏ । ଏହା ପରେ 5ରୁ 6 ବୁନ୍ଦା ଲେମ୍ବୁ ରସ ଏଥିରେ ଆଡ କରନ୍ତୁ । ଆପଣ ଚାହିଁଲେ ଏହି ରେମେଡିକୁ ଏକ ମାସ ଯାଏଁ ବନାଇ ରଖିପାରିବେ ।
ନଡିଆ ତେଲରେ ଏକ ଚାମଚ କଫି ପାଉଡର ମିସାଇବାକୁ ହେବ । ଏହା ପରେ ଅଧା ଚାମଚ ଚାହାପତି ମିଶାନ୍ତୁ । ଏହି ସବୁ ସାମଗ୍ରୀକୁ ଭଲ ଭାବେ ମିଶ୍ରଣ କରନ୍ତୁ । ଏକରୁ ଦୁଇ ଘଣ୍ଟା ସେମିତି ରହିବାକୁ ଦିଅନ୍ତୁ ଯେମିତି ନଡିଆ ତେଲରେ ସବୁ ପୋଷାକ ତତ୍ତ୍ଵ ଏଥିରେ ମିଶିଯିବ । ମୁଣ୍ଡରେ ଲଗାଇବା ପୂର୍ବରୁ ତେଲକୁ ଗରମ କରନ୍ତୁ ।
ଏକ ପାତ୍ରରେ ଗରମ ପାଣି ରଖି ତେଲକୁ ଉଷୁମ କରନ୍ତୁ । ଯେବେ ବି ଆପଣ କେଶର ମଶାଚ କରିବେ ଏହି ତେଲକୁ ଗରମ କୃ ଲଗାନ୍ତୁ । ଏହା ବହୁତ ସହଜ ଘରୋଇ ଉପାୟ ଅଟେ । ଘରେ ମିଳୁଥିବା ସାମଗ୍ରୀ ଦ୍ଵାରା ଆପଣ ଏହି ରେମେଡି ତିଆରି କରି ପାରିବେ । ଦୁଇ ରୁ ତିନି ଘଣ୍ଟା ପରେ ତେଲ ରଖିବା ପରେ ଏହାକୁ ଛାଣି ଦିଅନ୍ତୁ ।
ସପ୍ତାହ କୁ ଥରେ କି ଦୁଇ ଥର ଏହାର ମଶାଚ କେଶ ରେ କରନ୍ତୁ । ହେୟାର ଫଲ ଭଳି ସମସ୍ଯା, ଧଳା କେଶ ମୂଳରୁ କଳା ହେବ, କେଶ ଘନ ଓ ଲମ୍ବା ହେବ ଏହି ରେମେଡି ର ପ୍ରୟୋଗ କରିବା ଦ୍ଵାରା । ଏହାକୁ ଆଙ୍ଗୁଳିରେ ନେଇ ଭଲ ଭାବେ ମଶାଚ କରନ୍ତୁ । ତା ପରେ କୌଣସି ଶ୍ୟାମ୍ପୋରେ କେଶକୁ ଧୋଇ ଦେବେ ।
ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।