10 ଟି ଖାଦ୍ଯ ଭୁଲରେ ବି ଖାଆନ୍ତୁ ନାହିଁ, ହ୍ରାସ ପାଏ ସ୍ମରଣ ଶକ୍ତି (Improve Memory & Brain Power)

ବନ୍ଧୁଗଣ ଆଜିକାଲି ଛୋଟ ହୁଅନ୍ତୁ ବା ବଡ ହୁଅନ୍ତୁ ପିଲା ମାନଙ୍କ କ୍ଷେତ୍ର ରେ ସ୍ମରଣ ଶକ୍ତି କମ ହେବାର ଲକ୍ଷଣ ଦେଖା ଯାଉଛି । ଯାହା ଫଳରେ ସେମାନେ ଭଲ ଭାବେ ପଥ ପଢିପାରୁ ନାହାନ୍ତି କି ପାଠ ଭଲ ସେ ମାନେ ରଖିପାରୁ ନାହାନ୍ତି । ଯାହା ପାଇଁ ସେମାନଙ୍କ କ୍ଯାରିୟର ଉପରେ ଖରାପ ପ୍ରଭାବ ପଡୁଛି । ତେବେ ଏହାର ମୁଖ୍ୟ କାରଣ ପିଲା ମାନେ ଖାଉଥିବା କିଛି ଖାଦ୍ଯ କାରଣରୁ ହୋଇଥାଏ ।

ଆଜିର ସମୟରେ ବାହାର ଖାଦ୍ୟ ଖାଇବାକୁ ପିଲା ଆନେ ଅଧିକ ପସନ୍ଦ କରୁଛନ୍ତି ଯାହା ପାଇଁ ଏଭଳି ସମସ୍ଯା ଦେଖା ଯାଉଛି । ଆସନ୍ତୁ ଜାଣିବା ସ୍ମରଣ ଶକ୍ତି କମ ହେବାର ପ୍ରକୂଖ କାରଣ ବିଷୟରେ । ୧- ଜଙ୍କ ଫୁଡ : ଆଜିକାଲି ପିଲା ମାନେ ଜଙ୍କ ଫୁଡ ଖାଇବାକୁ ଅଧିକ ଆଗ୍ରହୀ ହେଉଛନ୍ତି । ଏଥିରେ ଫ୍ୟାଟ ଅଧିକ ଥିଲେ ବି ପିଲାମାନେ ଖାଉଛନ୍ତି ଯାହା ତାଙ୍କର ମସ୍ତିସ୍କ ଉପରେ ଖରାପ ପ୍ରଭାବ ପକାଉଛି । ଯାହା ପାଇଁ ସେମାନଙ୍କର ସ୍ମରଣ ଶକ୍ତି ହ୍ରାସ ପାଉଛି ।

୨- କୋଲ ଡ୍ରିନକ୍ସ : ଦାନ୍ତ ପାଇଁ କୋଲ ଡ୍ରିନକ୍ସ ବହୁତ ଖରାପ ହୋଇଥାଏ ଯାହା ଡାକ୍ତର ମାନେ କହିଥାନ୍ତି । କୋଲ ଡ୍ରିଂକ୍ସ ଆମ ମସ୍ତିସ୍କ ପାଇଁ ଖରାପ ହୋଇଥାଏ । ଏହା ଆମର ସେନସେଶନ ପାୱାରକୁ କମାଇଥାଏ । ଡ୍ରିଂକ୍ସ ପିଇବା ଦ୍ଵାରା ସ୍ମରଣ ଶକ୍ତି ଉପରେ ପ୍ରଭାବ ପଡିଥାଏ ।

୩- ଚାହା : ସକାଳୁ ଉଠିବା ମାତ୍ରେ ପ୍ରେତକ ବ୍ୟକ୍ତି ଚାହା ସେବନ କରିବାକୁ ପସନ୍ଦ କରିଥାନ୍ତି ଯାହା ସ୍ୱାସ୍ଥ୍ୟ ପାଇଁ ଖରାପ ହୋଇଥାଏ । ଚାହା ପିଇବା ଦ୍ଵାରା ମାଇଣ୍ଡ ର ଆକ୍ଟିଭନେସ କମି ଯାଇଥାଏ ।

୪- ମ-ଅଦ୍ୟ-ପାନ : ଆଜିକା ଡେଟରେ ପ୍ରତେକ ବ୍ୟକ୍ତି ମ-ଅଦ୍ୟ-ପାନ ସେବନ କରୁଛନ୍ତି । କୌଣସି ପାର୍ଟି ବା ଅନ୍ୟ ସମୟରେ ମଦ୍ୟପାନ ସେବନ କରିବା ଆଜିକା କ୍ଷେତ୍ରରେ ସାଧାରଣ କଥା ହୋଇଗଲାଣି । ଏମିତିକି କମ ବୟସର ଯୁବକ ମାନେ ବି କରୁଛନ୍ତି ଯାହା ଫଳରେ ତାଙ୍କ ମାଇଣ୍ଡରେ ଅସର ହେଉଛି । ଆଉ ସେମାନଙ୍କର ସ୍ମରଣ ଶକ୍ତି ହ୍ରାସ ପାଉଛି ।

୫- ଆଇସକ୍ରିମ : ଏଥିରେ ରଙ୍ଗ ଓ କେମିକାଲ ଆଡ ହୋଇ ରହିଛି ଯାହା ଆମ ସ୍ୱାସ୍ଥ୍ୟ ପାଇଁ ଖରାପ ହୋଇଥାଏ । ଏହା ସହ ଆଇସକ୍ରିମ ରେ ଚିହ୍ନି ମଧ୍ୟ ଅଧିକ ରହିଥାଏ ।

୬- ଚକଲେଟ : ସିଗାରେଟ, ଚାହା ଓ କଫି ଯେମିତି ଆମ ସ୍ୱାସ୍ଥ୍ୟ ପାଇଁ ଖରାପ ହୋଇଥାଏ ଠିକ ସେହିପରି ଚକଲେଟ ମଧ୍ୟ ସ୍ୱାସ୍ଥ୍ୟ ଉପରେ ଖରପା ପ୍ରଭା ପଡିଥାଏ । ଯାହା ଆମ ମାଇଣ୍ଡ ରେ ଖରାପ ପ୍ରଭାବ ପକାଇବା ସହ ଦାନ୍ତ ମଧ୍ୟ ପୋକ ଖାଇଥାଏ ।

୭- ନନଭେଜ :  ଆଜିକାଲି ଲୋକ ମାନେ ନନଭେଜ ନ ଖାଇଲେ ରହିପରୁ ନାହାନ୍ତି । ଚିକେନ, ମଟନ ନ ହେଲେ ଲୋକେ ଖାଉ ନାହାନ୍ତି ଯାହା ସ୍ୱାସ୍ଥ୍ୟ ପାଇଁ ହାନିକରକ । କାରଣ ଏଥିରେ ଫ୍ୟାଟ ଅଧିକ ରହିଛି । କିନ୍ତୁ ମାଛ ଆଆ ସ୍ୱାସ୍ଥ୍ୟ ପାଇଁ ହିତକରକ ଅଟେ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *