Astrology- ଏହି 2 ଟି ରାଶିର ପୁଅ ବାହାଘର ପରେ ପର ସ୍ତ୍ରୀଙ୍କ ସହ କରନ୍ତି ରାସଲୀଳା !

ବନ୍ଧୁଗଣ ପ୍ରେମ ଏକ ଆନନ୍ଦଦାୟକ ଅନୁଭବ ଅଟେ । ଯେବେ କାହାରୀରିକୁ ପ୍ରେମ ହୋଇଥାଏ ତେବେ ସମ୍ପର୍କ ବିଷୟରେ ଭାବିଥାନ୍ତି । ଏହି ପ୍ରେମର ଅନୁଭବ ଏତେ ଗଭୀର ହୋଇଥାଏ ଯଦି ନିଜ ସାଥି ଠାରୁ ସେତିକି ଅନୁଭବ ନ ମିଳେ ତେବେ ବହୁତ ଦୁଖ ଲାଗିଥାଏ । କିନ୍ତୁ କିଛି ସମ୍ପର୍କରେ ସମୟ ଅନୁଯାୟୀ ପ୍ରେମର ଅନୁଭବ ବଢିବାକୁ ଲାଗିଥାଏ । ସାଥିର ଯେଉଁ ନେଗେଟିଭ କଥା ଆରମ୍ଭରୁ ଯାଇ ଇଗନୋର କରିଥିଲେ ତାହା ଖରାପ ଲାଗିଥାଏ ।

ଆଜି ଆମେ ଆପଣଙ୍କୁ କହିବୁ ଏହି ୨ଟି ରାଶିର ପୁଅ ବିବାହ ପରେ ଅନ୍ୟ ସ୍ତ୍ରୀ ପ୍ରତି ସମ୍ପର୍କ ରଖିଥାନ୍ତି ।  ମେଷ ରାଶି : ମେଷ ରାଶିର ପୁରୁଷ ଙ୍କୁ ଅଧିକ କେୟାରିଙ୍ଗ ମହିଳା ପସନ୍ଦ ଥାନ୍ତି ।ଏମାନଙ୍କୁ ଏମିତି ମହିଳା ପସନ୍ଦ ଆସିଥାଏ ଯିଏ ତାଙ୍କୁ ପାଗଳ ଭଳି ଭଲ ପାଉଥିବ ଏବଂ କହିବା ଆଗରୁ ସବୁ କିଛି ଭୁଲିଯାଏ । ଏମାନଙ୍କୁ ଅଧିକ କହୁଥିବା ମହିଳା ପସନ୍ଦ ଆସନ୍ତୁ ନାହି । ଦୁର୍ଭାଗ୍ୟବଶତ ଏମାନଙ୍କର ବିବାହ ଏମିତି ମହିଳାଙ୍କ ସହ ହୋଇଥାଏ ଯିଏ ଅଧିକ କେୟାରିଙ୍ଗ ହୋଇ ନ ଥାନ୍ତି ।

ଏହି ରାଶିର ପୁରୁଷ ଦେଖିବାକୁ ବହୁତ ସାନ୍ତ ହୋଇଥାନ୍ତି କିନ୍ତୁ ଭିତରୁ ବହୁତ ଚାଲାକ ହୋଇଥାନ୍ତି । ଏମାନେ ନିଜ ସ୍ତ୍ରୀ ସହ ଖୁସିରେ ରୁହନ୍ତି ନାହି । ଏମାନେ ବିବାହ ପରେ ଅନ୍ୟ ସ୍ତ୍ରୀ ସହ ସମ୍ପର୍କ ରଖିଥାନ୍ତି । ଏମାନେ ବାହାର ସମ୍ପର୍କ ବିଷୟରେ କାହାକୁ ଜଣାଇବାକୁ ଦିଅନ୍ତି ନାହି । ଏମାନେ ନିଜ ର ଅନ୍ୟ ସମ୍ପର୍କ ବିଷୟକୁ ଗୁପ୍ତ ରଖନ୍ତୁ । ଯାହା କାରଣରୁ ଏମାନଙ୍କର ଦାଂପତ୍ଯ ଜୀବନ ବିଶେଷ ଭଲ ହୋଇ ନ ଥାଏ ।

ମକର ରାଶି : ଏହି ରାଶିର ପୁଅଙ୍କ ଭିତରେ ଦେଖାଇ ହେବା ଗୁଣ ବହୁତ ଅଧିକ ଥାଏ । ଏମାନେ ମନ ଭିତରେ ଏକ ନୂଆ ଦୁନିଆ ନେଇ ଚଳାଇଥାନ୍ତି । ଏମାନେ ଅନେକ କାରଣ ପାଇଁ ନିଜ ସ୍ତ୍ରୀ ସହ ସନ୍ତୁଷ୍ଟ ରୁହନ୍ତି ନାହି । ପ୍ରେମ ପାଇବାକୁ ଚେଷ୍ଟା କରନ୍ତୁ । ବିବାହର କିଛି ଦିନ ପରେ ଏମାନଙ୍କର ସମ୍ପର୍କ ଅନ୍ୟ ନାରୀ ସହ ହୋଇଥାଏ ।

ଏଇ ରାଶିର ପୁଅଙ୍କୁ ଅଧିକ ସୁନ୍ଦର ଦେଖା ଯାଉଥିବା ମହିଳା ପସନ୍ଦ ଆସିଥାନ୍ତି । କିନ୍ତୁ ଏହି କଥା ତାଙ୍କ ସ୍ତ୍ରୀ ଜାଣିପାରି ନ ଥାନ୍ତି । କେବଳ ସ୍ତ୍ରୀ ନୁହେଁ ଏମାନେ ନିଜ ପରିବାରକୁ ବି ପ୍ରତେକ କଥା ଲୁଚାଇ ରଖନ୍ତି । ଏମାନଙ୍କ ସମ୍ପର୍କ ବିଷୟରେ ଜାଣି ହୋଇ ନ ଥାଏ ।

ଏହି ନାମର ପୁରୁଷ ମାନେ ଦେଖିବାକୁ ବହୁତ ଆକର୍ଷକ ହୋଇଥିଲେ ବି ତାଙ୍କ ଭିତରେ ଏଭଳି ଗୁଣ ରହିଥାଏ । ଯାହା କାରଣରୁ ଏମାନଙ୍କର ଦାଂପତ୍ଯ ଜୀବନ ବେସୀ ଭଲ ରୁହେ ନାହି । ଏମାନେ ନିଜ ସ୍ତ୍ରୀ ଠାରୁ ଅନେକ କିଛି ଆଶା କରିଥାନ୍ତି କିନ୍ତୁ ତାହା ନ ପାଇବାରୁ ଏମାନେ ଅନ୍ୟ ସ୍ତ୍ରୀ ପ୍ରତି ଆକ୍ରୁଷ୍ଟ ହୋଇଥାନ୍ତି ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *