Health Tips- 10 ଦିନରେ ବଢ଼ାନ୍ତୁ 10 କିଲୋ ଓଜନ, ଦୁର୍ବଳ ପତଳା ଶରୀରକୁ ଶୀଘ୍ର ମୋଟା ବନାନ୍ତୁ

ପ୍ରତେକ ବ୍ୟକ୍ତିର ବୟସ ଅନୁସାରେ ଓଜନ ଠିକ ରହିବା ଆବଶ୍ୟକ ହୋଇଥାଏ । କିନ୍ତୁ କିଛି ବ୍ୟକ୍ତିଙ୍କ ଠାରେ ବୟସ ଅନୁସାରେ ଓଜନ ବହୁତ କମ ରହିଥାଏ ଯାହା ଦ୍ଵାରା ସେମାନେ ଦୁର୍ବଳ ଓ ପତଳା ହୋଇଥାନ୍ତି । କିଛି ବ୍ୟକ୍ତି ଯେତେ ଖାଇଲେ ମଧ୍ୟ ତାଙ୍କ ଶରୀର ମୋଟା ନ ହୋଇ ସେମିତି ପତଳା ହୋଇଥାଏ । ଏଥିପାଇଁ କିଛି ବ୍ୟକ୍ତି ଔଷଧର ସେବନ କରିଥାନ୍ତି । କିନ୍ତୁ କିଛି ସୁଫଳ ମିଳେ ନାହିଁ ।

ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି ଏକ ଘରୋଇ ଉପଚାର ନେଇ ଆସିଛୁ ଯାହାର ସେବନ ଦ୍ଵାରା ଓଜନ କମ ଥିଲେ ତାହା ବୃଦ୍ଧି ହେବ । ଏହି ହୋମ ରେମଡି ପ୍ରସ୍ତୁତ କରିବା ପାଇଁ ପ୍ରଥମ ସାମଗ୍ରୀର ଆବଶ୍ୟକତା ରହିଛି ଚାଉଳ ଯାହା ଆପଣ ମାନେ ସହଜରେ ରୋଷେଇ ଘରୁ ପାଇ ପାରିବେ । ଚାଉଳରେ ଥିବା ପୋଷାକତତ୍ତ୍ଵ ଓ ଭିଟାମିନ୍ସ ଶରୀରର ଓଜନ ବୃଦ୍ଧି କରିବାରେ ସହାୟକ ହୋଇଥାଏ ।

କିଛି ଚାଉଳ ନେଇ ଚାଉଳ ଗୁଣ୍ଡ ପ୍ରସ୍ତୁତ କରନ୍ତୁ । ଏହା ପରେ ରହିଛି ଜୀରା ଯେଉଁଥିରେ ଏମିତି ପୋଷାକତତ୍ତ୍ଵ ରହିଥାଏ ଯାହା ଆମ ଶରୀରର ମେଟାବୋଲିଜିମକୁ ବୁଷ୍ଟ କରିଥାଏ । ଏହା ଦ୍ଵାରା ଆମ ପାଚନ କ୍ରିୟା ଭଲ ଭାବେ ହୋଇଥାଏ । ଯଦି ଆପଣଙ୍କ ପାଚନ କ୍ରିୟା ଭଲ ଭାବେ ହୋଇଥାଏ ତେବେ ଆପଣଙ୍କ ଶରୀର ସୁସ୍ଥ ରହିବା ସହ ଯାହା ଖାଇଲେ ମଧ୍ୟ ଶରୀର ଲାଗିଥାଏ ।

ଓଜନ ବୃଦ୍ଧି କରିବା ପାଇଁ ମେଟାବୋଲିଜିମର ଠିକ ରହିବା ନିହାତି ଜରୁରୀ ହୋଇଥାଏ । ଜୀରା ର ସେବନ ଦ୍ଵାରା ମେଟାବୋଜିମ ଠିକ ରହିଥାଏ । ଏକ ଚାମଚ ଜୀରା କୁ ରାତିରେ ଭିଯାଇ ରଖନ୍ତୁ । ଯେମିତି କି ଜୀରା ଭଲ ଭାବେ ପାଣି ରେ ମିଶିଯିବ । ଏହା ପରେ ସକାଳେ ଜୀରା ପାଣିକୁ ଭଲ ଭାବେ ଫୁଟାନ୍ତୁ । ଯେମିତି କି ଜୀରା ସବୁ ପୋଷାକ ତତ୍ତ୍ଵ ପାଣି ରେ ରହିବ । ଏହା ପରେ ଏହାକୁ ଛାଣି ଦିଅନ୍ତୁ । ଏହା ପରେ ତୃତୀୟ ସାମଗ୍ରୀର ଆବଶ୍ୟକତା ରହିଛି ଅଶ୍ଵଗନ୍ଧା ଚୂର୍ଣ୍ଣ ଯାହା ଓଜନ ବଢାଇବାରେ ସହାୟକ ହୋଇଥାଏ ।

ଜୀରା ପାଣି ରେ ଏହି ଅଶ୍ଵଗନ୍ଧ ଚୂର୍ଣ୍ଣ ସହ ଏକ ଚାମଚ ଚାଉଳ ଗୁଣ୍ଡ କୁ ମିଶ୍ରଣ କାରନ୍ତୁ । ଏହିପରି ଭାବେ ହୋମ ରେମଡି ପ୍ରସ୍ତୁତ କରି ଏହାର ସେବନ କରିଲେ ଓଜନ ବୃଦ୍ଧି ହେବ । ଏହି ପାଣି କୁ ସକାଳେ ଖାଲି ପେଟରେ ସେବନ କରନ୍ତୁ । ଏହି ରେମେଡିର ଅଳ୍ପ ଦିନ ବ୍ୟବହାର କରି ଦେଖିବେ ଆପଣଙ୍କ ଶରୀରର ଓଜନ ବଢିବରେ ଲାଗିବ ।

ଏହି ଉପଚାର ବହୁ ପୁରାତନ ଓ ଆୟୁର୍ବେଦିକ ଘରୋଇ ଉପାୟ ଅଟେ ଯାହା ଆପଣଙ୍କ ଓଜନ ବଢାଇବା ପାଇଁ ଲାଭଦାୟକ ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ହେଲଥ ଟିପ୍ସ ଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *