କେଉଁ ଜାଗାରେ ନାରୀମାନେ ସିନ୍ଦୂର ପିନ୍ଧିବା କଥା ! ମାଳିକା ସତର୍କବାଣୀ ଓ ଚେତାବନୀ (Baba Dibakar Das)

ବନ୍ଧୁଗଣ ମହାପୁରୁଷ ଦୀର୍ଘ ୬୦୦ ବର୍ଷ ପୂର୍ବେ ତାଳପତ୍ର ରେ କେଉଁ କଥା ଲେଖିଥିଲେ ତାହା ମାଳିକାରେ ଉଲେଖା କରା ଯାଇଛି । ମହାପୁରୁଷ କହିଛନ୍ତି ଏମିତି ସମୟ ଆସିବ ଯେବେ ନାରୀ ମାନଙ୍କର ଚରିତ୍ର ବଦଳିଯିବ । ଯେଉଁ ନାରୀମାନେ ସ୍ଵାମୀ ମାନଙ୍କର ଉଚିଷ୍ଟ ଖାଇ ଧନ୍ୟ ମନେ କରନ୍ତି ଆଜି ସେହି ନାରୀ ମାନେ ସ୍ଵାମୀଙ୍କୁ ଅଇଁଠା ଦେବେ । ନାରୀ ଏମାନେ ନିଜର ସୁଖ ପାଇଁ ପୁରୁଷ ମାନଙ୍କୁ ନିଜର ଅକ୍ତିଆର ରେ ରଖିବେ । ଏହା ମହା ପୁରୁଷ ଅଚ୍ୟୁତନନ୍ଦ କହିଛନ୍ତି । ସମୟ ଏମିତି ବଦଳି ଯିବ ।

ମହାପୁରୁଷ ଆହୁରି ମଧ୍ୟ କହିଛନ୍ତି ପୁରୁଷ ମାନେ ନାରୀର ବସ ରେ ରହିବେ ଆଉ ପିତୃ ପୁରୁଷ ପିଣ୍ଡ ପାଇବେ ନାହି । ନାରୀ ଯାହା କହିବ ତାହା ପୁରୁଷ ଶୁଣିବାକୁ ବାଧ୍ୟ ହେବ । ସମୟ ଏମିତି ହେବ ଯେଉଁ ସମୟ ମଧ୍ୟରେ ନାରୀ ମାନେ କଲି ଯୁଗରେ ଅର୍ଦ୍ଧ ଉଲଗ୍ନ ହୋଇ ବୁଲିବେ ।

ପ୍ରକୃତରେ ମହାପୁରୁଷ ଅଚ୍ୟୁତାନନ୍ଦ ଙ୍କ ଲେଖା ଗୋଟିଏ ପରେ ଗୋଟିଏ ସତ୍ୟ ହେବାରେ ଲାଗିଛି । ନାରୀ ମାନେ କଲି ଯୁଗରେ ଟିକିଲି ଧାରଣ କରିବେ ସିନ୍ଦୁର କୁ ଛାଡି । ଯଦି ଏପରି ହୁଏ ତେବେ ଟିକିଲି କେବେ ସ୍ବାମୀଙ୍କ ପ୍ରତୀକ ନୁହେଁ । ବରଂ ସିନ୍ଦୁର ହେଉଛି ଗୋଟେ ନାରୀ ର ପ୍ରତୀକ । ତେଣୁ ସ୍ଵାମୀ ମାନଙ୍କୁ କେବେ ହତାଦାର କରିବା ଉଚିତ ନୁହେଁ । ତେଣୁ ଏହାର ଅପମାନ କରିବା ଉଚିତ ନୁହେଁ ।

ନାରୀ ଏମାନେ ୪ଟି ଜାଗାରେ ସିନ୍ଦୁର ଲଗାଇବା ଉଚିତ । ମଥା ରେ ସିନ୍ଦୁର ଲଗାଇବା ବେଳେ ନାରୀ ମାନେ ମା ଲକ୍ଷ୍ମୀ ଙ୍କୁ ସ୍ମରଣ କରି ଲଗାଇବା ଉଚିତ । ଏହା ଦ୍ଵାରା ସ୍ଵାମୀଙ୍କର କେବେ ଧନ ହାନି ହେବ ନାହି । ନାସିକା ରୁ ସିଧା ସଳଖ ହେଉଛି ସିନ୍ଥି ଯେଉଁ ଠାରେ ସିନ୍ଦୁର ଲଗାଯାଏ ଯାହା ନାରୀ ମାନେ ପାଳନ କରିବା ଉଚିତ ।

ତେଣୁ କରି ସିନ୍ଥି ରେ ସିନ୍ଦୁର ଲଗାଇବା ସମୟରେ ଏପରି ନିୟମ ମାନିବା ଉଚିତ । କପାଳ ରେ ସିନ୍ଦୁର ଲଗାଇବା ସମୟରେ ମା ଚଣ୍ଡୀ ଙ୍କୁ ସ୍ମରଣ କରିବା ଉଚିତ । କାରଣ ଦେବ ଦେବେ ମହାଦେବ ଙ୍କୁ ଯେପରି ମା ଚଣ୍ଡୀ ସୁରକ୍ଷିତ ରଖିଛନ୍ତି ଠିକ ସେହିପରି ନାରୀ ମାନେ ମା ଚଣ୍ଡୀ ଙ୍କର ସ୍ମରଣ କରିଲେ ସେମାନଙ୍କର ସ୍ଵାମୀ ମାନେ ସୁରକ୍ଷିତ ରହିବେ । ନାରୀମ ଆନେ କଣ୍ଠରେ ସିନ୍ଦୁର ଲଗାଇବା ବେଳେ ମା ସରସ୍ବତୀଙ୍କୁ ସ୍ମରଣ କରିବା ଉଚିତ ।

ଶଙ୍ଖା ରେ ସିନ୍ଦୁର ଧାରଣ କରିବା ସମୟରେ ମା ସାବିତ୍ରୀ ଙ୍କୁ ସ୍ମରଣ କରିବା ଉଚିତ । ଏଭଳି କରିଲେ ସ୍ବାମୀଙ୍କ ଗୋଡ ରେ କେବେ ବି କଣ୍ଟା ବାଜିବ ନାହି ଯାହା ମହାପୁରୁଷ କହିଛନ୍ତି । ମାଳିକାର ଗୋଟିଏ ପରେ ଗୋଟିଏ କଥା ସତ୍ୟ ହେଉଛି ଯେଉଁଠି ନାରୀମାନେ ଶାସ୍ତ୍ରକୁ ମାନିବେ ନାହି । ଏହା ଥିଲା ନାରୀମାନେ ସିନ୍ଦୁର କେଉଁ ଜାଗାରେ ପିନ୍ଧିବା ଉଚିତ ଯାହା ମାଳିକାରେ କୁହା ଯାଇଛି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *