Daily Walk କରିବାର ଏହି ଫାଇଦା ! 90 % ଲୋକ ଜାଣି ନାହାନ୍ତି (5 Surprising Things)

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପ୍ରତ୍ଯେକଟି ମନୁଷ୍ୟଙ୍କ ପାଇଁ ଏକ୍ସରସାଇଜ କରିବା ନିତାନ୍ତ ଆବଶ୍ୟକ ହୋଇଥାଏ । କାରଣ ଏକ୍ସରସାଇଜ କରିବା ଦ୍ଵାରା ଶରୀରରେ ବହୁତ କିଛି ସ୍ଵାସ୍ଥ ଜନିତ ଫାଇଦା ମିଳିଥାଏ । ଏକ୍ସରସାଇଜରେ ଆପଣ ଚାଲିବା, ଦୌଡିବା, ପହଁରିବା, ନାଚିବା, ଖେଳିବା କିଛି ବି ଶାରୀରିକ ପରିଶ୍ରମ କରିପାରିବେ । ଆଜି ଆପଣ ଚାଲିବା ଦ୍ଵାରା ଶରୀରରେ ହେଉଥିବା ୫ ଟି ବେଷ୍ଟ ଉପକାର ବିଷୟରେ ଜାଣିବାକୁ ପାଇବେ ।

ଚାଲିବା ଦ୍ଵାରା ପ୍ରଥମ ଶରୀର ପାଇଁ ଉପକାର ହେଉଛି ଶରୀରରେ ମୋଟାପଣ ବଢାଇବାକୁ ଯେଉଁ ସବୁ ଜିନ୍ ରହିଥାଏ । ସେହି ଜିନ୍ ଯୋଗୁ ହିଁ ଶରୀରରେ ଅଧିକ ମୋଟା ହୋଇଯାଇଥାଏ । ତେଣୁ ଯେଉଁ ମାନେ ପ୍ରତିଦିନ ୧ ଘଣ୍ଟା ଚାଲିବେ । ସେମାନଙ୍କର ଶରୀରରେ ଅଯଥା  ମୋଟାପଣ ବଢାଇବାକୁ ଯେଉଁ ଜିନ୍ ପ୍ରଭାବ ପକାଇଥାଏ ।

ତାହାର ପ୍ରଭାବ ଚାଲିବା ଦ୍ଵାରା ପ୍ରଭାବ ବହୁତ ମାତ୍ରାରେ କମିଯାଇଥାଏ । ଦିତୀୟରେ ହେଉଛି । ଯଦି ବ୍ୟକ୍ତି ପ୍ରତିଦିନ ୧ ଘଣ୍ଟା ଚାଲିବା ଏକ୍ସରସାଇଜ କରିଥାଏ । ରିସର୍ଚ ଅନୁସାରେ ସେମାନଙ୍କ ଠାରେ ମିଠା ଜାତୀୟ ଖାଦ୍ୟ ଓ ଜଙ୍କଫୁଡ ଖାଇବାର ଲାଳସା କିଛି ମାତ୍ରାରେ କମିଯାଇଥାଏ । କାରଣ ଯେଉଁ ମାନେ ନିଜର ଲୋଭକୁ ନିୟନ୍ତ୍ରଣ କରିନପାରି ଅଧିକରୁ ଅଧିକ ମିଠା କିମ୍ବା ଜଙ୍କଫୁଡ୍ ଖାଇଥାନ୍ତି ।

ସେମାନଙ୍କ ଠାରେ ଫ୍ୟାଟ ବଢିବା, କୋଲେଷ୍ଟ୍ରଲର ମାତ୍ରା ବୃଦ୍ଧି ହେବା, ଡାଇବେଟିସ ହେବା ଭଳି ଅନେକ ସମସ୍ୟାସିଥାଏ । ତୃତୀୟରେ ଯେଉଁ ମହିଳାଙ୍କ ଉପରେ ରିସର୍ଚ ଅନୁସାରେ ଏକ ତଥ୍ୟ ସାମ୍ନାକୁ ଆସିଛି । ଯେଉଁ ମହିଳା ମାନେ ସପ୍ତାହରେ ଅତି କମ୍ ରେ  ୭ ରୁ ୮ ଘଣ୍ଟା ଚାଲିଥାନ୍ତି । ସେମାନଙ୍କ ପାଖରେ ବ୍ରେଷ୍ଟ କ୍ୟାନ୍ସର ହେବାର ସମ୍ଭାବନା ୧୪ ରୁ ୧୫ ପ୍ରତିଶତ କମିଯାଇଥାଏ ।

ଚତୁର୍ଥରେ ଯେଉଁ ବ୍ୟକ୍ତି ପ୍ରତିଦିନ ଏକ୍ସରସାଇଜରେ ଚାଲିବା ଦ୍ଵାରା ଆଣ୍ଠୁ ଗଣ୍ଠି ସମସ୍ଯାକୁ ବହୁ ମାତ୍ରାରେ ନିଜକୁ ଦୂରରେ ରଖିଥାନ୍ତି । ଏପରି କରିବା ଦ୍ଵାରା  ହାଡ ଶକ୍ତ ହୋଇବା ସହ ଆଣ୍ଠୁରେ ଥିବା ଗ୍ରୀସ ବଢିଥାଏ । ଯେଉଁ ମାନେ ଆଣ୍ଠୁ ଗଣ୍ଠି ଯନ୍ତ୍ରଣାରେ ଆଗରୁ ପୀଡିତ ଅଛନ୍ତି । ସେମାନଙ୍କ କ୍ଷେତ୍ରରେ ଚାଲିବା ନିହାତି ଜରୁରୀ ହୋଇଥାଏ ।

ପଞ୍ଚମରେ ଚାଲିବା ଦ୍ଵାରା ଶରୀରରେ ରୋଗପ୍ରତିରୋଧକ ଶକ୍ତି ବଢିଥାଏ । ଶରୀରକୁ ଆସୁଥିବା ବିଭିନ୍ନ ପ୍ରକାର ରୋଗ ବେମାରୀ ବହୁତ ଶୀଘ୍ର ଶରୀରକୁ ଆଟାକ କରିପାରିନଥାଏ । ଏକ୍ସରସାଇଜରେ  ଶରୀର ପାଇଁ ବହୁତ କିଛି ଉପକାରୀତା ରହିଥାଏ ଏହା ସମସ୍ତଙ୍କୁ ଅଳ୍ପ ବହୁତ ଜଣାଥାଏ । ତେଣୁ ପ୍ରତିଦିନ ଅତି କମ୍ ୨ ରୁ ୩ କିଲୋମିଟର ଚାଲିବା ଦ୍ଵାରା ଶରୀରରେ ଅନେକ ପ୍ରକାର ଫାଇଦା ହୋଇଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *