Jyotish Shastra- ଏହି 4 ଟି ରାଶି ଉପରେ ପ୍ରସନ୍ନ ହେଲେ ରାମଭକ୍ତ ହନୁମାନ, ଆସିଲା ଖୁସିର ଦିନ, ହେଇଯିବେ ମାଲାମାଲ

ପରିବର୍ତ୍ତନ ପ୍ରକୃତିର ନିୟମ ଓ ଏହି ପ୍ରକ୍ରିୟା ନିରନ୍ତର ଚାଲିଥାଏ । ଏହାକୁ ରୋକିବା ଅସମ୍ଭବ ଅଟେ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ନକ୍ଷତ୍ରଙ୍କ ସ୍ଥିତି ଲଗାତାର ପରିବର୍ତ୍ତନ ହେଉଥାଏ ଓ ଏହାର ପ୍ରଭାବ ମଧ୍ୟ ପ୍ରତ୍ୟେକ ମନୁଷ୍ୟଙ୍କ ଜୀବନରେ ପଡ଼ିଥାଏ ।

ଜ୍ୟୋତିଷ ଗଣନା ଅନୁସାରେ ଏପରି ଆଜି କିଛି ବ୍ୟକ୍ତିଙ୍କ କୁଣ୍ଡକିରେ ଗ୍ରହ ନକ୍ଷତ୍ରଙ୍କ ସ୍ଥିତି ଶୁଭ ସଙ୍କେତ ଦେଉଛନ୍ତି, ଯାହାଙ୍କ ଉପରେ ଭଗବାନ ହନୁମାନ କୃପା ବର୍ଷା କରିବାକୁ ଯାଉଛନ୍ତି । ତେବେ ଚାଲନ୍ତୁ ଜାଣିବା କେଉଁ ଗୁଡ଼ିକ ସେହି ଭାଗ୍ୟବାନ ରାଶି ।

ସିଂହ ରାଶି

ସିଂହ ରାଶି ଲୋକଙ୍କ ଉପରେ ରାମ ଭକ୍ତ ହନୁମାନଙ୍କ ବିଶେଷ କୃପା ଦୃଷ୍ଟି ରହିବ । ଆପଣଙ୍କ ଜୀବନରେ କିଛି ଉତ୍ତମ ହେବାର ସମ୍ଭାବନା ରହିଛି । ଅଧୁରା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ । ଘରର ଆର୍ଥିକ ସ୍ଥିତି ମଜବୁତ୍ କରିବାରେ ଆପଣ ସଫଳ ହେବେ । ଆପଣଙ୍କ ଆୟର ସ୍ରୋତ ବୃଦ୍ଧି ପାଇବ ଓ ବ୍ୟବସାୟରେ ମୋଟା ରକମର ଧନ ଲାଭ ହେବାର ଆଶା ରହିଛି ।

ଆପଣ ନିଜ ବିରୋଧୀ ମାନଙ୍କୁ ପରାସ୍ତ କରିବେ । ଆପଣ ନିଜ କାର୍ଯ୍ୟ ମାମଲାରେ ନୂଆ ଯୋଜନା ବନେଇ ପାରନ୍ତି, ଯାହାର ଭବିଷ୍ୟତରେ ଉତ୍ତମ ଫଳାଫଳ ମିଳିବ । ଆପଣଙ୍କ ଦାମ୍ପତ୍ୟ ଜୀବନରେ ମଧୁରତା ବଢିବ ଓ ଜୀବନସାଥି ଆପଣଙ୍କ ଭାବନାକୁ ବୁଝି ପାରିବେ ।

ତୁଳା ରାଶି

ଭଗବାନ ହନୁମାନଙ୍କ କୃପାରୁ ତୁଳା ରାଶି ଲୋକଙ୍କ ସମୟ ଉତ୍ତମ ଫଳଦାୟକ ହେବାକୁ ଯାଉଛି ଓ ଆପଣଙ୍କୁ କୌଣସି ପୁରୁଣା ନିବେଶରୁ ଭାରି ଲାଭ ପ୍ରାପ୍ତ ହେବ । ହନୁମାନଙ୍କ ଦୟାରୁ ଆପଣଙ୍କ ଭାଗ୍ୟ ଆପଣଙ୍କ ସହ ରହିବ । ଉନ୍ନତିର ମାର୍ଗ ହାସଲ ହେବାର ସମ୍ଭାବନା ରହିବା ସହ ଯାନବାହାନ ସୁଖ ମଧ୍ୟ ପ୍ରାପ୍ତ ହେବେ । ଆପଣଙ୍କ ଘର ବନାଇବା ସ୍ବପ୍ନ ଖୁବ୍ ଶୀଘ୍ର ପୁରା ହେବାକୁ ଯାଉଛି ବୋଲି ଦେଖାଯିବ ।

ସ୍ବାସ୍ଥ୍ୟ ସମ୍ବନ୍ଧିତ ସମସ୍ୟାରୁ ମୁକ୍ତି ପାଇବେ । ଆପଣଙ୍କ ଗୁପ୍ତ ଶତ୍ରୁ କ୍ଷତି କରିବାକୁ ଚେଷ୍ଟା କରିବେ ମାତ୍ର ସେମାନେ ସଫଳ ହୋଇ ପାରିବେ ନାହିଁ । ଆପଣ ବନ୍ଧୁ ମାନଙ୍କର ସମ୍ପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବେ । କୌଣସି ପୁରୁଣା ପୁଞ୍ଜିର ଉତ୍ତମ ପରିଣାମ ପାଇବେ । କାର୍ଯ୍ୟ ସହ ଜଡ଼ିତ କୌଣସି ମହତ୍ତ୍ୱପୂର୍ଣ୍ଣ ସୂଚନା ଆପଣଙ୍କୁ ପ୍ରାପ୍ତ ହୋଇପାରେ, ଯାହା ଆପଣଙ୍କ ପାଇଁ ଲାଭଦାୟକ ସିଦ୍ଧ ହେବ ।

ମକର ରାଶି

ମକର ରାଶି ଲୋକଙ୍କ ଉପରେ ଭଗବାନ ହନୁମାନ କୃପାବାନ ହେବେ । ଏହି ସମୟରେ ଆପଣଙ୍କର କୌଣସି ଅଧୁରା ଇଚ୍ଛା ପୂର୍ଣ୍ଣ ହୋଇ ପରେ । ସର୍ବ ପ୍ରକାର ବିଷମ ପରିସ୍ଥିତିର ସାମନା କରିବା ପାଇଁ ଆପଣ ସକ୍ଷମ ହେବେ । ଆପଣ ମିଳିତ ଭାବେ କୌଣସି ବ୍ୟାପାର ଯଦି ଆରମ୍ଭ କରିବାକୁ ଯାଉଛନ୍ତି, ତେବେ ଏହି ସମୟ ଆପଣଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ ।

ବ୍ୟାପାର ମାମଲାରେ ଆପଣ କୌଣସି ସ୍ଥାନକୁ ଯାତ୍ରା କରି ପାରନ୍ତି ଓ ଆପଣଙ୍କ ଯାତ୍ରା ମଧ୍ୟ ଲାଭଦାୟକ ସାବ୍ୟସ୍ତ ହେବ । ବୈବାହିକ ଜୀବନରେ ମଧୁରତା ବୃଦ୍ଧି ପାଇବ ଓ ପ୍ରେମ ଜୀବନରେ ଚାଲିଥିବା ସମସ୍ୟାର ସମାଧାନ ହେବାର ମଧ୍ୟ ସମ୍ଭାବନା ରହିଛି ।

କୁମ୍ଭ ରାଶି

କୁମ୍ଭ ରାଶି ଲୋକଙ୍କୁ ଉନ୍ନତିର ନୂତନ ମାର୍ଗ ପ୍ରାପ୍ତ ହେବ ଓ କାର୍ଯ୍ୟ କ୍ଷେତ୍ରରେ ଆସୁଥିବା ବାଧାବିଘ୍ନ ଶୀଘ୍ର ଦୂର ହେବ । ରାମଭକ୍ତ ହନୁମାନଙ୍କ କୃପାରୁ ଅନେକ ସମୟ ଧରି ଫସି ରହିଥିବା ଧନ ଫେରି ଆସିବ । ସାମାଜିକ କ୍ଷେତ୍ରରେ ଆପଣଙ୍କ ଲୋକପ୍ରିୟତା ବଢିବ ଓ ଆର୍ଥିକ ଭାବେ ଆପଣ ମଜବୁତ୍ ରହିବେ । ଘରୋଇ ଆବଶ୍ୟକତା ଗୁଡ଼ିକ ପୂର୍ଣ୍ଣ କରିବେ । ଆପଣଙ୍କ ମନ ଅଧିକ ଈଶ୍ବରଙ୍କ ଭକ୍ତିରେ ଲାଗି ରହିବ ଓ କୋର୍ଟ କଚେରି ମାମଲାରେ ଆପଣଙ୍କର ବିଜୟ ନିଶ୍ଚିତ ହେବ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *