Jyotish Shastra- କୋଟିଏ ରେ ଗୋଟିଏ ହୋଇଥାନ୍ତି ଏହି ୫ ଟି ନାମର ଯୋଡି

ପ୍ରେମ ଶବ୍ଦ କୌଣସି ସୁନ୍ଦର ଅନୁଭବ ଠାରୁ କମ୍ ନୁହେଁ । କୁହାଯାଏ ଜୀବନରେ ପ୍ରେମ ପାଇବା ଯେତେ କଷ୍ଟ ଅଟେ, ତା ଠାରୁ ମଧ୍ୟ କଷ୍ଟକର ସେହି ପ୍ରେମକୁ ତୁଲାଇବା । ପୁଅ ହେଉ ବା ଝିଅ ସମସ୍ତେ ଚାହାଁନ୍ତି ତାଙ୍କ ଜୀବନସାଥି ତାଙ୍କୁ ଖୁବ୍ ପ୍ରେମ କରନ୍ତୁ ।

ଆଜି ଆମେ ଆପଣଙ୍କୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ କିଛି ଏପରି ନାମର ଯୋଡ଼ି ବିଷୟରେ କହିବୁ ଯେଉଁ ଯୋଡ଼ି ଗୁଡ଼ିକ କୋଟିଏରେ ଗୋଟିଏ ହୋଇଥାନ୍ତି ବୋଲି କୁହାଯାଏ । B ଓ M ନାମର ଯୋଡ଼ି- ଜ୍ୟୋତିଷ ଶାସ୍ତ୍ର ଅନୁସାରେ B ଓ M ନାମର ଯୋଡ଼ି କୋଟିଏ ରେ ଗୋଟିଏ ହୋଇଥାନ୍ତି ବୋଲି ମାନା ଯାଏ । ଏହି ନାମ ଯୋଡ଼ିର ସାଥୀ ପରସ୍ପରକୁ ଖୁବ୍ ପ୍ରେମ କରନ୍ତି ଓ ନିଜ ସାଥିଙ୍କୁ ଧୋକା ଦେବା ବିଷୟରେ ଚିନ୍ତା ମଧ୍ୟ କରି ପାରନ୍ତି ନାହିଁ । ଏମାନଙ୍କ ଚିନ୍ତାଧାରା ଓ ଜୀବନ ପ୍ରତି ଦୃଷ୍ଟିକୋଣ ଅନେକ ମାତ୍ରାରେ ସମାନ ହୋଇଥାଏ । ଯେଉଁ କାରଣରୁ ଏମାନଙ୍କ ସଂପର୍କ ଭଲ ରୁହେ । ଏମାନେ କେବେ ଅଲଗା ହୁଅନ୍ତୁ ନାହିଁ ।

A ଓ S ନାମର ଯୋଡ଼ି

ଜ୍ୟୋତିଷ ଅନୁସାରେ A ଓ S ନାମର ଯୋଡ଼ି ଏପରି ଯୋଡ଼ି ବୋଲି ମାନା ଯାଏ ଯାହା କେବଳ କୋଟିଏରେ ଗୋଟିଏ ନୁହେଁ, ମାତ୍ର ସ୍ଵର୍ଗରୁ ତିଆରି ହୋଇ ଆସିଥିବା ଯୋଡ଼ି ମାନଙ୍କ ମଧ୍ୟରୁ ଗୋଟିଏ ବୋଲି ମାନା ଯାଏ । ଏହି ନାମର ଯୋଡିଙ୍କ ମଧ୍ୟରେ ଅତୁଟ ଓ ଗଭୀର ପ୍ରେମ ରହିଥାଏ ଏମାନେ ପରସ୍ପରକୁ ନିଃସ୍ୱାର୍ଥପର ପ୍ରେମ କରନ୍ତୁ ଓ ଖୁସି ରୁହନ୍ତୁ । ଏମାନେ ଜୀବନ ସାରା ଏକାଠି ରୁହନ୍ତି ।

P ଓ R ନାମର ଯୋଡ଼ି

ଜ୍ୟୋତିଷ ଅନୁସାରେ P ଓ R ନାମର ଯୋଡ଼ି ମଧ୍ୟ ବହୁତ ଭାଗ୍ୟବାନ ବୋଲି କୁହାଯାଏ । ଏହି ନାମର ଯୋଡ଼ି କୋଟିଏରେ ଗୋଟିଏ ହେବା ସହ ଆଦର୍ଶ ଯୋଡ଼ି ବୋଲି ମଧ୍ୟ କୁହାଯାଏ । ଏହି ଯୋଡିଙ୍କ ମଧ୍ୟରେ ସମୟ ସହିତ ପ୍ରେମ ଆହୁରି ଗଭୀର ହୋଇଥାଏ । ଏମାନଙ୍କ ପ୍ରେମ ଓ ସମ୍ପର୍କରେ ଏତେ ମଜବୁତପଣ ଥାଏ ଯେ କେହି ଲକ୍ଷେ ଚେଷ୍ଟା କଲେ ବି ଏମାନଙ୍କୁ ଅଲଗା କରି ପାରିବ ନାହିଁ ।

K ଓ T ନାମର ଯୋଡ଼ି

ଜ୍ୟୋତିଷ ଅନୁସାରେ K ଓ T ନାମର ଯୋଡ଼ି ମଧ୍ୟ କୋଟିଏ ରେ ଗୋଟିଏ ବୋଲି କୁହାଯାଏ । ଏହି ନାମର ଯୋଡିଙ୍କ ମଧ୍ୟରେ ଅତୁଟ ପ୍ରେମ ହେବା ସହ ଏମାନେ ଜୀବନକୁ ଖୋଲି କରି ବଞ୍ଚିବାକୁ ପସନ୍ଦ କରନ୍ତି । ଏମାନେ ପରସ୍ପରକୁ ଭଲ ଭାବେ ବୁଝି ପାରନ୍ତି ଓ ଏମାନେ ସମ୍ପୂର୍ଣ୍ଣ ସତ୍ୟତା ଓ ବିଶ୍ଵସ୍ତତାର ସହ ନିଜ ସମ୍ପର୍କକୁ ତୁଲାଇ ଥାଆନ୍ତି । ଏମାନେ ପରସ୍ପରକୁ ସମ୍ମାନ କରନ୍ତି ଓ କେବେ ଅଲଗା ହୁଅନ୍ତି ନାହିଁ ।

H ଓ J ନାମର ଯୋଡ଼ି

ଜ୍ୟୋତିଷ ଅନୁସାରେ H ଓ J ନାମର ଯୋଡ଼ି ସେହି ଯୋଡିଙ୍କ ମଧ୍ୟରୁ ଗୋଟିଏ ଯାହା କେବଳ ପରସ୍ପର ପାଇଁ ହିଁ ତିଆରି ହୋଇଛି । ଏହି ନାମର ଯୋଡ଼ି ଜୀବନରେ କେବେ ମଧ୍ୟ ଅଲଗା ହୁଅନ୍ତି ନାହିଁ । ଏମାନେ ମଧ୍ୟ ସମ୍ପୂର୍ଣ୍ଣ ବିଶ୍ଵସ୍ତ ଭାବେ ନିଜ ସମ୍ପର୍କ ନିଭାନ୍ତି ଓ ପ୍ରତ୍ୟେକ ସ୍ଥିତିରେ ପରସ୍ପର ହାତ ଧରି ଚାଲନ୍ତି । ଏମାନଙ୍କ ପ୍ରେମ ହିଁ ସେମାନଙ୍କ ସମ୍ପର୍କର ପରିଚୟ ଅଟେ । ଏମାନଙ୍କ ମଧ୍ୟରେ କେହି ଜଣେ ଦୁର୍ବଳ ପଡିଗଲେ ଅନ୍ୟ ଜଣେ ତାଙ୍କୁ ସମ୍ଭାଳି ନିଅନ୍ତି ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *