Health Tips- 40 ବର୍ଷ ବୟସରେ 24 ଭଳି ଦେଖାଯିବା ପାଇଁ ଚାହୁଁଥିଲେ ପାଳନ କରନ୍ତୁ ଏହି 4 ଟି ନିୟମ

ନମସ୍କାର ବନ୍ଧୁଗଣ, କୁହାଯାଏ ଶରୀର ସିନା ବୟସ ଅନୁଯାୟୀ ବୁଢା ହୋଇଯାଏ କିନ୍ତୁ ମନ ସବୁବେଳେ ଯବାନ ଥାଏ । କିନ୍ତୁ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଥିବା ୪ଟି ନିୟମ ଦ୍ଵାରା ଆପଣ ନିଜ ମନ ଅନୁଯାୟୀ ନିଜ ଶରୀରକୁ ଦେଖାଇ ପାରିବେ ଯବାନ । ୪୦ ବର୍ଷ ବୟସରେ ଆପଣ ୨୪ ଭଳି ଦେଖାଯିବେ । ତେବେ ଏଥିପାଇଁ ଆପଣଙ୍କୁ ପାଳନ କରିବାକୁ ପଡିବ କିଛି ସହଜ ଏବଂ ସରଳ ନିୟମ । ଆଉ ଡେରି ନକରି ଆସନ୍ତୁ ଜାଣିବା ।

ଆପଣ ଯାହା ବି ଖାଦ୍ୟ ଖାଇଥାନ୍ତି ତାହା ଆପଣଙ୍କ ପାକସ୍ଥଳୀରେ ଯାଇ ଏକତ୍ରିତ ହୋଇଥାଏ । ଆଉ ଏହାପରେ ସେଠାରେ ଖାଦ୍ୟକୁ ହଜମ କରିବା ପାଇଁ ଅଗ୍ନି ଉତ୍ପର୍ଣ ହୋଇଥାଏ । ଯେତେବେଳ ପର୍ଯ୍ୟନ୍ତ ଏହି ଅଗ୍ନି ଜଳିଥାଏ ସେତେବେଳ ପର୍ଯ୍ୟନ୍ତ ଆପଣଙ୍କ ଖାଦ୍ୟ ହଜମ ହୋଇଥାଏ । କିନ୍ତୁ ଯଦି ଆପଣ ଏହି ଅଗ୍ନି ଜଳୁଥିବା ସମୟରେ ତଥା ଖାଦ୍ୟା ହଜମ କରୁଥିବା ସମୟରେ ପାଣି ପିଅନ୍ତି ତେବେ କଣ ହଜମ କରିବା ପାଇଁ ଉତ୍ପର୍ଣ ହୋଇଥିବା ସେହି ନିଆଁ ଆଉ ରହିବ ନା କାରଣ ତାହା ଲିଭିଯିବ ।

ଆଉ ଏହାଦ୍ୱାରା ଆପଣଙ୍କ ଖାଦ୍ୟର ହଜମ ପ୍ରକ୍ରିୟା ଅଧାରେ ରହିଯିବ ଏବଂ ଆପଣଙ୍କ ଖାଦ୍ୟ ଆଉ ହଜମ ହୋଇପାରିବ ନାହିଁ । ଖାଇବାର ୪ଏଏକ ଘଣ୍ଟା ପର୍ଯ୍ୟନ୍ତ ହଜମ ପ୍ରକ୍ରିୟା ଚାଲିଥାଏ ତେଣୁ ଆପଣ ଖାଇବାର ଏକ ଘଣ୍ଟା ପରେ ସର୍ବଦା ପାଣି ପିଇବା ଉଚିତ । ଆପଣ ଖାଇବାର ୪୦ ମିନିଟ ପୂର୍ବରୁ ମଧ୍ୟ ପାଣି ପିଇପାରିବେ ।

ଖାଇବା ଖାଇ ସାରିବା ପରେ ଯଦି ଆପଣ କିଛି ତୁରନ୍ତ ପିଉଛନ୍ତି ତେବେ ଆପଣ ଫଳ ରସ ପିଅନ୍ତୁ । ସବୁଠାରୁ ସସ୍ଥା ଆପଣ ଲେମ୍ବୁ ପାଣି ମଧ୍ୟ ପିଇପାରିବେ । ଖାଇବା ପରେ ଆପଣ ଦହି ପାଣି, ଲସି କିମ୍ବା କ୍ଷୀର ମଧ୍ୟ ପିଇପାରିବେ । ଆପଣ ଏହାକୁ ପାଳନ କରିବା ଦ୍ଵାରା ଜୀବନସାରା ପାଇଁ ୮୦ ରୋଗ ଛୁଇଁବ ନାହିଁ ।

ନିଜର ଅଭ୍ୟାସ ବଦଳାଇ ପାଣିକୁ ଢକ ଢକ କରି ପିଇବା ବଦଳରେ ଚାହା ଭଳି ସିପ ସିପ କରି ପିଅନ୍ତୁ । ବରଫ ପାଣି କିମ୍ବା ଥଣ୍ଡା ପାଣି ପିଇବା ଅନୁଚିତ । ଆପଣ ସକାଳୁ ସକାଳୁ ଉଠିବା ସମୟରେ ସର୍ବପ୍ରଥମେ ପାଣି ପିଅନ୍ତୁ । ଆପଣଙ୍କ ଆଖି ଖୋଲିବା ମାତ୍ରେ ଆପଣ ଦୁଇ ରୁ ତିନି ଗ୍ଳାସ ପାଣି ପିଅନ୍ତୁ ଏହାପରେ ଯାଇ ଆପଣ ଟଏଲେଟ ଯାଆନ୍ତୁ ।

ଆପଣ ଏପରି କରିବା ଦ୍ଵାରା ଆପଣଙ୍କ ପେଟ ଭିତରେ ରହିଥିବା ବିଶୁଦ୍ଧ ପଦାର୍ଥ ତୁରନ୍ତ ସଫା ହୋଇଯାଇଥାଏ । ଆପଣ ଏହି ଚାରୋଟି ନିୟମ ପାଳନ କରନ୍ତୁ ଆଉ ଯବାନ ଦେଖା ଯାଆନ୍ତୁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *