Health Tips- 1 କପ ପ୍ରତିଦିନ ପିଅନ୍ତୁ, ହାର୍ଟ ବ୍ଲକେଜ, କୋଲେଷ୍ଟ୍ରୋଲ, ଗ୍ଯାସ, ଏସିଡିଟି, Liver ଓ Kidney କେବେବି ଖରାପ ହେବ ନାହିଁ

ନମସ୍କାର ବନ୍ଧୁଗଣ, ଆଜିର ଏହି ଦୁନିଆରେ ଘରେ ଘରେ ରୋଗ । ତେଣୁ ସମସ୍ତେ କଷ୍ଟ ଭୋଗ କରୁଛନ୍ତି । ନା ଭଲରେ ଖାଇ ପାରୁଛନ୍ତି ନା ଭଲରେ ଶୋଇ ପାରୁଛନ୍ତି । ଜୀବନର ଖୁସିକୁ ହରାଇ ଦେଉଛନ୍ତି ଲୋକେ । ତେବେ ଯଦି ଆପଣଙ୍କ ଠାରେ ହାର୍ଟ ବ୍ଲକେଜ, କୋଲେଷ୍ଟ୍ରଲ ଗ୍ୟାସ, ଏସିଡିଟି, ଲିଭର ଏବଂ କିଡନୀ ସହ ଜଡିତ କିଛି ସମସ୍ୟା ରହିଛି ତେବେ ଆଜି ଆମେ ଆପଣ ମାନଙ୍କୁ ଜଣାଇବାକୁ ଯାଉଥିବା ଉପାୟ ମାଧ୍ୟମରେ ଆପଣ ସମ୍ପୂର୍ଣ ଭାବରେ ଏହି ସମସ୍ତ ରୋଗରୁ ମୁକ୍ତି ପାଇବା ସହ ହେବାର ଆଶଙ୍କା ମଧ୍ୟ ରହିବ ନାହିଁ ।

ଆପଣ ଏହି ସମସ୍ତ ରୋଗ ପାଇଁ ଅର୍ଜୁନ ଛାଲରୁ ପ୍ରସ୍ତୁତ କାଢା ପିଇବା ଆବଶ୍ୟକ । ଅର୍ଜୁନ ଛାଲ ଆପଣଙ୍କ ହାର୍ଟକୁ ସୁସ୍ଥ ରଖିଥାଏ । ଆପଣଙ୍କ ହାର୍ଟର ମସଲ ଭିତରେ ଯଦି କିଛି ଡ୍ୟାମେଜ ରହିଥାଏ ତେବେ ଆପଣ ଅର୍ଜୁନ ଛାଲର କାଢାକୁ ନିୟମିତ ବ୍ୟବହାର କରିବା ଦ୍ଵାରା ଆପଣଙ୍କ ସେହି ଡ୍ୟାମେଜ ଭଲ ହୋଇଯାଇଥାଏ ।

ଏହାର ନିୟମିତ ସେବନ ଦ୍ଵାରା ଆପଣଙ୍କ ଶରୀରରେ ରହିଥିବା ଖରାପ କୋଲେଷ୍ଟ୍ରଲର ମାତ୍ରା କମିଥାଏ । ଯଦି ଆପଣଙ୍କ ଠାରେ ଉଚ୍ଚ ରକ୍ତଚାପ ରହିଛି ତେବେ ତାହା ମଧ୍ୟ ନିୟନ୍ତ୍ରଣରେ ରହିଥାଏ । ଏହା ଆପଣଙ୍କ ବ୍ଲକେଜ ସମସ୍ୟାକୁ ମଧ୍ୟ ଦୂର କରିଥାଏ । ହାର୍ଟ ଆଟାକ ହେବାର ସମ୍ଭାବନା ମଧ୍ୟ ଏହାଦ୍ୱାରା କମିଯାଇଥାଏ । ଆପଣଙ୍କ ହାର୍ଟର ବ୍ଲକେଜ ପାଇଁ ଆପଣଙ୍କୁ ହେଉଥିବା ଆନଯାଇନା ସମସ୍ୟାକୁ ମଧ୍ୟ ଏହା ଦୂର କରିଥାଏ ।

ଯଦି ଆପଣଙ୍କ ପେଟରେ ଆଲସର, ଗ୍ୟାସ ଏବଂ ଆଶିରିଟି, ସହ ଜଡିତ କିଛି ଆସୁଥିବା ଥାଏ ତେବେ ଆପଣ ଏହିସବୁକୁ ଠିକ କରିବା ପାଇଁ ମଧ୍ୟ ଅର୍ଜୁନ ଛାଲର କାଢା ପିଇ ପାରିବେ । ଯଦି ଆପଣଙ୍କ ଲିଭରର ଚାରିପଟେ ବହୁତ ଅଧିକ ଫ୍ୟାଟ ଜମି ଯାଇଛି ତେବେ ଆପଣ ଅର୍ଜୁନ ଛାଲ କାଢା ପିଇବା ଦ୍ଵାରା ଆପଣଙ୍କ ଏହି ସମସ୍ୟା ଦୂର ହୋଇଥାଏ ।

ଆପଣଙ୍କୁ ଏହି କାଢା ପ୍ରସ୍ତୁତ କରିବା ପାଇଁ ଏକ କପ ପାଣି ନେବା ଆବଶ୍ୟକ । ଏହି ପାଣିକୁ  ଆପଣଙ୍କୁ ବହୁତ ଭଲ ଭାବରେ ଫୁଟାଇ ଦେବେ । ପାଣି ଫୁଟୁଥିବା ସମୟରେ ଆପଣ ଅର୍ଜୁନ ଛାଲ ପାଉଡରର ଏକ ଚାମଚ ଏହି ପାଣିରେ ପକାନ୍ତୁ । ଏହାପରେ ଆପଣ ଏଥିରେ 3 ରୁ 4 ଥର ଫୁଟାଇବା ଆବଶ୍ୟକ । ଫୁଟିସାରିବା ପରେ ଆପଣ ପାଣିକୁ ଛାଣି କପକୁ ବାହାର କରିଦିଅନ୍ତୁ ।

ଏହାକୁ ଆପଣ ଟେଷ୍ଟ ଦେବା ପାଇଁ ଏଥିରେ ଗୁଡ କିମ୍ବା ମିଶ୍ରି, ମହୁ  ମଧ୍ୟ ମିଶାଇ ପାରିବେ ନଚେତ ଖାଲି ମଧ୍ୟ ପିଇ ପାରିବେ । ଆପଣଙ୍କୁ ଏହି କାଢାକୁ ସକାଳୁ ସକାଳୁ ଖାଲି ପେଟରେ ସେବନ କରିବା ଆବଶ୍ୟକ । ଆପଣ ଏହାକୁ କ୍ଷୀର ସହ ମଧ୍ୟ ବନାଇ ପାରିବେ । ଏଥିପାଇଁ ଆପଣ 1/4 କପ କ୍ଷୀର ନିଅନ୍ତୁ । ଏବଂ 3/4 କପ ପାଣି ଆପଣ ନିଅନ୍ତୁ । ଏବେ ଆପଣ ଏହାକୁ ଫୁଟିବା ପାଇଁ ଗ୍ୟାସ ଉପରେ ରଖିଦିଅନ୍ତୁ ।

କ୍ଷୀର ଫୁଟୁଥିବା ସମୟରେ ଆପଣଙ୍କୁ ସେଥିରେ 1 ଚାମଚ ଅର୍ଜୁନ ଛାଲ ପାଉଡର ପକାଇବା ଆବଶ୍ୟକ । ଆପଣ ଏହାକୁ ଅଧା ହେବା ପର୍ଯ୍ୟନ୍ତ ଫୁଟାଇବା ଦରକାର ।ଏହାପରେ ଆପଣ ଏହାକୁ ଏକ କପକୁ ଛାଣି ନିଅନ୍ତୁ । ଏବଂ ଏହାକୁ ସକାଳୁ ଖାଲି ପେଟରେ ସେବନ କରନ୍ତୁ । ଏହି କାଢାର ସେବନ ଆପଣଙ୍କୁ ନିହାତି ଏକ ମାସ ପର୍ଯ୍ୟନ୍ତ କରିବା ଜରୁରୀ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *