ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଯେଉଁମାନଙ୍କର ନିଦ ଭୋର ୩ ରୁ ୫ ଟା ଭିତରେ ଭାଙ୍ଗିଯାଏ ସେମାନେ ଅତ୍ୟନ୍ତ ଭାଗ୍ୟଶାଳୀ, ମିଳିଥାଏ ଏହି ସଙ୍କେତ

ବନ୍ଧୁଗଣ ଚାଣକ୍ୟ ନୀତି ଚାଣକ୍ୟ ଙ୍କ ରହକିଟ ଏକ ନୀତି ଗ୍ରନ୍ଥ ଅଟେ । ଜୀବନକୁ ସୁଖରେ ଓ ସଫଳତା ବନାଇବା ପାଇଁ ଉପୋଯୋଗ ମାଧ୍ୟମ ବନାଯାଇଛି । ଏହି ଗ୍ରନ୍ଥର ମୁଖ୍ୟ ଉଦ୍ଦେଶ୍ୟ ମାନବ ଜୀବନର ପ୍ରତେକ ବିଷୟର ବ୍ୟବହାରିକ ଶିକ୍ଷା ଦିଆଯାଇଛି । ଚାଣକ୍ୟ ଜଣେ ମହାନ ଜ୍ଞାନୀ ଥିଲେ । ସେ ନିଜର ବୁଦ୍ଧି ବଳରେ ରାଜା ଚନ୍ଦ୍ରଗୁପ୍ତଙ୍କୁ ରାଜଗାଦିରେ ବସାଇଥିଲେ । ଚାଣକ୍ୟ ନୀତିରେ ଅନେକ ମହତ୍ବପୂର୍ଣ୍ଣ ନୀତି ବିଷୟରେ କୁହାଯାଇଛି ।

ଆଜି ଆମେ ଆପଣଙ୍କୁ କହିବୁ ରାତି 3ଟା ରୁ 5ଟା ଭିତରେ ନିଦ ଭାଙ୍ଗିଲେ ଏହାର ଅର୍ଥ କଣ ହୋଇଥାଏ । ଅନେକ ବ୍ଯକ୍ତିର ନିଦ ହଠାତ ରାତି ଅଧରେ ଖୋଲିଯାଏ । କିନ୍ତୁ କିଛି ବ୍ୟକ୍ତି ଏହାକୁ ସାଧାରଣ କଥା ଭାବି ଅଣଦେଖା କରି ସୋଇ ଯାଇଥାନ୍ତି । କିନ୍ତୁ ଆପଣଙ୍କୁ ଜଣାଇ ଦେଉଛୁ କି ଯଦି ଆପଣଙ୍କର ନିଦ ହଠାତ ଭାଙ୍ଗିଯାଉଛି ତେବେ ଏହା ସାଧାରଣ କଥା ନୁହେଁ । ମାନ୍ୟତା ଅଛି ସକଳ 3ଟା ରୁ 5 ଟା ର ସମୟକୁ ବ୍ରହ୍ମ ମୂହୁର୍ତ୍ତର ସମୟ କୁହାଯାଏ ।

ଏହି କାରଣ ଅଛି କି ଏହା ଦ୍ଵାରା ବହୁତ ଆଲୋକିତ ଶକ୍ତିର ପ୍ରଭାବିତ ହୋଇଥାଏ । ଆପଣଙ୍କୁ ଜଣାଇ ଦେଉଛୁ ଯେ ଏହି ଶକ୍ତି ଅନେକ ପ୍ରକାରର ସଂକେତ ଦେଇଥାଏ ଯାହାକୁ ବୁଝିବାକୁ ପଡିଥାଏ । ବେସୀ ଆଲୋକିତ ଶକ୍ତି ସକାଳ 3ଟା ରୁ 5 ଟା ମଧ୍ୟରେ ମିଳିଥାଏ ଆଉ ସେହି ଲୋକଙ୍କୁ ଉଠାଇ ଦେଇଥାଏ ଯେଉଁ ମାନେ ଖୁସି ଦେଖିବାକୁ ଚାହିଁଥାନ୍ତି ।

ଏହାର ଅର୍ଥ ଯଦି ଆପଣଙ୍କର ନିଦ 3ଟା ରୁ 5ଟା ମଧ୍ୟ ଭାଙ୍ଗିଥାଏ ତେବେ ଖୁଶିର ସଂକେତ ହୋଇଥାଏ । ଆପଣଙ୍କୁ ଜଣାଇ ଦେଉଛି 3ଟା ରୁ 5 ଟା ସମୟ ମଧ୍ୟରେ ନିଦାରୁ ଆଖି ଖୋଲିବାର ମାନେ ଆପଣ ଆପଣଙ୍କ ଘରେ ଧନର ବୃଦ୍ଧି ହେବାର ଅଛି । ଆପଣଙ୍କ ଜୀବନରେ ସଫଳତା ମିଳିବାର ଅଛି ।

ସକାଳ ଭୋର ରୁ ଉଠିବା କେବଳ ମନ ପାଇଁ ନୁହେଁ ବରଂ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ କଥା ଅଟେ । ସକାଳୁ ଉଠିଲେ ଧାର୍ମିକ ଲାଭ ବି ହୁଏ । ଯେଉଁ ମାନେ ସକାଳୁ ଉଠନ୍ତି ସେମାନେ ଫୁର୍ତ୍ତିର ଅନୁଭବ କରନ୍ତି । ସକାଳୁ ଭୋରୁ ଜଲ୍ଦି ଉଠୁଥିବା ଲୋକେ ପ୍ରକୃତିର ଭରପୁର ଆନନ୍ଦ ନେଇଥାନ୍ତି ।

ଯଦି ଆପଣଙ୍କ ନିଦ 3ଟା ରୁ 5ଟା ଭିତରେ ଖୋଲିଥାଏ ତେବେ ଆପଣ ଭାଗ୍ୟଶାଳୀ ହୋଇଥାନ୍ତି । ଯେଉଁ ଲୋକ ମାନେ 3ଟା ରୁ 5 ତା ଭିତରେ ଉଠି ଯାଇଥାନ୍ତି ବା ହଠାତ ନିଦ ଭାଙ୍ଗି ଯାଇଥାଏ ସେମାନେ ବାସ୍ତବରେ ଭାଗ୍ୟଶାଳୀ ହୋଇଥାନ୍ତି । ବିଦ୍ୟାର୍ଥୀ ମାନେ ଏହି ସମୟରେ ଉଠି ପାଠ ପଢିଲେ ପାଠ ବହୁତ ଭଲ ଭାବେ ମନ ରହିଥାଏ ।

ଆଉ ଭଲ ପାଠ ହୋଇଥାଏ । ଏହା ଅତ୍ୟନ୍ତ ଫଳଦାୟୀ ହୋଇଥାଏ ବିଦ୍ୟାର୍ଥୀ ମାନଙ୍କ ପାଇଁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *