ବନ୍ଧୁଗଣ ମହାଭାରତ ଗ୍ରନ୍ଥରେ ମନୁଷ୍ୟକୁ ଭୋଜନ କରିବା ସମୟରେ କିଛି ବହୁତ ଭୌତିକ ନିୟମ ବିଷୟରେ କୁହାଯାଇଛି । ଯଦି ମନୁଷ୍ୟ ଏନି ନିୟମ ମାନି ପାଳନ କରୁଛି ତେବେ ତାକୁ ଆରୋଗ୍ଯ ସହ ସୁଖ ସମୃଦ୍ଧିର ମଧ୍ୟ ପ୍ରାପ୍ତି ହୁଏ । ଶାସ୍ତ୍ରରେ କୁହା ଯାଇଥିବା ଏହି ନିୟମ ବୈଜ୍ଞାନିକ ଦ୍ରୁଷ୍ଟି କୋଣରୁ ପରି ପୂର୍ଣ୍ଣ ଅଟେ । ଏହି ପ୍ରକାରରେ ଭୋଜନ କରିବା ଦ୍ଵାରା ମନୁଷ୍ୟ ସବୁ ଦେବିଦେବତାଙ୍କ ଆଶୀର୍ବାଦ ପ୍ରାପ୍ତ କରିଥାଏ ।
ଆଜି ଆମେ ଆପଣ ମାନଙ୍କୁ କହିବୁ ଭୋଜନ କରିବା ସମୟରେ କେଉଁ କେଉଁ ନିୟମ ପାଳନ କରିବା ଉଚିତ । ଭୋଜନ କରିବା ପୂର୍ବରୁ ହାତ, ଗୋଡ ଭଲ ଭାବେ ଧୋଇବା ଉଚିତ । ଏହା ସହ ମା ଅର୍ଣ୍ଣପୂର୍ଣ୍ଣାଙ୍କ ସ୍ତୁତି କରିବା ଉଚିତ । ଭୋଜନ ବନାଉଥିବା ମହିଳାଙ୍କୁ ସ୍ନାନ କରି ଶୁଦ୍ଧ ମନ୍ତ୍ର ଜପ କହି ଭୋଜନ କରିବା ଉଚିତ । ପ୍ରଥମେ 3ଟି ରୁଟି ଯେମିତିକି ଗାଈ, କୁକୁର ଓ କାଉ ପାଇଁ ବାହାର କରିବା ଉଚିତ ।
ଅଗ୍ନି ଦେବତାଙ୍କ ପାଖରେ ଭୋଜନ ଭୋଗ ଲଗାଇ ଘର ଲୋକଙ୍କୁ ଦେବା ଉଚିତ । ଭୋଜନ କରୁଥିବା ଜାଗାରେ ପରିବାର ସହ ମିସିକି ଭୋଜନ କରିବା ଉଚିତ । ଅଲଗା ଭୋଜନ କରିଲେ ପରିବାରର ସଦସ୍ୟଙ୍କ ମଧ୍ୟରେ ଏକତା ଠିକରେ ରୁହେ ନାହି । ସୂର୍ଯ୍ୟାସ୍ତ ପୂର୍ବରୁ ଭୋଜନ କରିବା ଉଚିତ । ଯେଉଁ ବ୍ୟକ୍ତି ଦିନକୁ ଥରେ ଭୋଜନ କରେ ସେ ଯୋଗୀ, ଦୁଇ ଥର ଭୋଜନ କରିଲେ ତାକୁ ଭୋଗୀ କୁହାଯାଏ । ଭୋଜନ କରିବା ସମୟରେ ଉତ୍ତର ଓ ପୂର୍ବର ଦିଗରେ ମୁଖ କରିବା ଉଚିତ ।
ଦକ୍ଷିଣ ଦିଗକୁ ଭୋଜନ କରିବା ଅନୁଚିତ କାରଣ ଏହା ଯମରାଜଙ୍କ ଦିଗ ହୋଇଥାଏ । ଖଟ ଉପରେ ବସିକି କେବେବି ଭୋଜନ କରିବା ଉଚିତ ନୁହେଁ । ଭାଙ୍ଗି ଯାଇଥିବା ବାସନ ବା ହାତ ଉପରେ ରଖିକି ଖାଇବା ଅନୁଚିତ । ମଳମୁତ୍ର ହେବା ପରେ ବି ଭୋଜନ କରିବା ଅନୁଚିତ । ଅନ୍ଧାର ବା ଅପରିଷ୍କାର ଜାଗାରେ ଭୋଜନ କରିବା ଅନୁଚିତ ।
ବଢା ଯାଇଥିବା ଭୋଜନକୁ କେବେବି ନିନ୍ଦା କରିବା ଅନୁଚିତ । ଛିଡା ହୋଇକି ବି ଭୋଜନ କରିବା ଠିକ ନୁହେଁ । ଜୋତା, ଚପଲ, କ୍ୟାପ ଲଗାଇ ଭୋଜନ କରିବା ଅନୁଚିତ ହୋଇଥାଏ । ରାଗ, ଖଟା, ଲୁଣିଆ, ଅଧିକ ମିଠା ଖାଦ୍ୟ ଖାଇବା ଅନୁଚିତ । ଅଧା ଛଡା ଯାଇଥିବା ଭୋଜନ ଗ୍ରହଣ କରିବା ଅନୁଚିତ । ଖାଇବା ସମୟରେ ଅଧାରୁ ଉଠିବା ଅନୁଚିତ ।
କାହାର ଗୋଡ ବାଜି ଯାଇଥିବା ଥାଳିରେ ଭୋଜନ କରିବା ଉଚିତ ନୁହେଁ । ଗୋଟେ ଥାଳିରେ ଦୁଇ ଭାଇ ଏକାଠି ଖାଇ ପାରିବେ । ସ୍ଵାମୀ ସ୍ତ୍ରୀ ଗୋଟେ ଥାଳିରେ ଭୋଜନ କରିବାକୁ ନିଷେଧ କରା ଯାଇଛି । ଏମିତି ହେଲେ ଏହା କିଛି ମାତ୍ରା ରେ ଠିକ ହୋଇନ ଥାଏ । ସ୍ତ୍ରୀ କୁ ସ୍ବାମୀର ଭୋଜନ କରିବା ପରେ ସ୍ତ୍ରୀ ମାନଙ୍କୁ ଭୋଜନ କରିବା ଉଚିତ ହୋଇଥାଏ ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।