ଅମିତାଭଙ୍କ ବୋହୂଙ୍କୁ ଟକ୍କର ଦିଅନ୍ତି ମିଥୁନଙ୍କ ବୋହୁ, ଫଟୋରେ ଦେଖନ୍ତୁ ତାଙ୍କ ପରିଭଳି ସୁନ୍ଦରତା

ବଚନ ପରିବାରର ବୋହୁ ଐଶ୍ୱର୍ୟା ରାୟ ବଚ୍ଚନ ହିନ୍ଦୀ ଚଳଚ୍ଚିତ୍ର ଜଗତରେ ଅତ୍ୟନ୍ତ ସୁନ୍ଦରତ୍ତାର ପରିଚୟ ଦିଅନ୍ତି । ସେ ବହୁତ ସଫଳ ଅଭିନେତ୍ରୀ ଅଟନ୍ତି । ତାଙ୍କ ଅଭିନୟର ଯାଦୁରେ ବହୁତ ଦର୍ଶକଙ୍କ ଆଖିଆଗରେ ସେ ପ୍ରଶଂସାର ପାତ୍ର ହେଇଆସିଛନ୍ତି । ସେ ତାଙ୍କ ଅଭିନୟରେ କୋଟି କୋଟି ଲୋକଙ୍କର ମନମୋହିଥାନ୍ତି । କିନ୍ତୁ ବର୍ତମାନ ସେ ଆଉ ହିନ୍ଦୀଚ୍ଚଳଚିତ୍ର ଜଗତରେ ସକ୍ରିୟ ନାହାନ୍ତି ।

ପ୍ରାୟେ ସମୟରେ ବଲୀଉଡରେ ହେଉଥିବା ସୁନ୍ଦର ଅଭିନେତ୍ରୀଙ୍କ ଚର୍ଚା ହେଇଥାଏ । ଏହି ଚର୍ଚ୍ଚାରେ ଐଶ୍ୱର୍ୟା ରାୟ ବଚ୍ଚନ ସବୁବେଳେ ପ୍ରଥମ ସ୍ଥାନରେ ରହିଆସିଆଛନ୍ତି । ସେମିତି ତାଙ୍କ ଆଚଙ୍କିତ ଅଭିନୟ ମଧ୍ୟ ଦର୍ଶକଙ୍କୁ ଅଧିକ ପ୍ରଭାବିତ କରିଥାଏ । ସେ ବହୁତ ବଡ ବଡ ରଥିମହାରଥି ମାନଙ୍କ ପାଖରେ ମଧ୍ୟ ପ୍ରଶଂସା ର ଯୋଗ୍ୟ ହେଇଆସିଛନ୍ତି । ସେ ହିନ୍ଦୀ ଚଳଚିତ୍ର ଜଗତପାଇଁ ଗୌରବ ଅଟନ୍ତି ।

ଐଶ୍ୱର୍ୟା ରାୟ ବଚ୍ଚନ ବଲିଉଡ ଜଗତର ବଡ ଦିଗ୍ଗଜ ଅମିତାଭ ବଚନଙ୍କ ବୋହୁ ଅଟନ୍ତି । ପ୍ରାୟ ଐଶ୍ୱର୍ୟା ରାୟ ବଚ୍ଚନଙ୍କର ତୁଳନା ବହୁତ ଅଭିନେତ୍ରୀ ସଙ୍ଗେ କରାଯାଇଥାଏ । ସେଥିମଧ୍ୟରୁ ଆମେ ଆଜି ମିଥୁନ ଚକ୍ରବତୀଙ୍କ ବୋହୁଙ୍କ ତୁଳନା କରିବାକୁ ଯାଉଛୁ । ମିଥୁନ ଚକ୍ରବତୀଙ୍କ ବୋହୁଙ୍କ ନାମ ମଦାଲସା ଶର୍ମା ଅଟେ ।

ମିଥୁନଙ୍କ ବୋହୁ ମଦାଳସା ଶର୍ମା ସୋସିୟାଲ ମେଡିଆରେ ବହୁତ ସକ୍ରିୟ ପାଇଆସିଛନ୍ତି । ସେ ତାଙ୍କର ସୁନ୍ଦରତା ରେ ଐଶ୍ୱର୍ୟା ରାୟ ବଚ୍ଚନଙ୍କୁ ବହୁତ ଟକ୍କର ଦେଆସିଆଛନ୍ତି । ତାଙ୍କ ଡ୍ରେସିଂ ବହୁତ ଭଲ ଅଟେ । ତାଙ୍କ ଫୋଟ ଜିଏମଧ୍ୟ ଦେଖେ ଆନନ୍ଦରେ ତାଙ୍କ ବିଷୟରେ ଆହୁରି ଅଧିକ ଜାଣିବାକୁ ଇଚ୍ଛା କରିଥାଏ । ଶୋସିଆଲ ମିଡିଆରେ ତାଙ୍କର ବହୁତ ପ୍ରଶଂସକ ମଧ୍ୟ ଅଛନ୍ତି ।

ସେବହୁତ ଦୁଖୀ ଲୋକଙ୍କୁ ସାହାଜ୍ଯ ମଧ୍ୟ କରିଥାନ୍ତି । ଦେଖିବାକୁ ଯେମିତି ସୁନ୍ଦର କଥା କହିବାରେ ମଧ୍ୟ ସେମିତି ଭଲ । କାହାକୁ କେଉଂଭଳି ବ୍ୟବହାର ଦେଖେଇବେ ତାହା ମଧ୍ୟ ସେ ବହୁତ ଭଲ ଭାବକରେ ଜାଣିଛନ୍ତି । ଛୋଟ ପିଲାମାନଙ୍କ ପ୍ରତି ତାଙ୍କର ଅପାରା ସ୍ନେହ ରହିଛି । ସେ କେବେ କାହା ଉପରେ ବିରକ୍ତ ହୁଅନ୍ତିନୀ । ଅସୁବିଧାରେ ଥିବା ଲୋକଙ୍କ ସାହାଜ୍ଯ କରିବାକୁ ଆଗେଇ ଆସନ୍ତି ।

ମଦାଳସା ଶର୍ମାଙ୍କ ସାଙ୍ଗେ ମିଥୁନ ଚକ୍ରବତୀଙ୍କ ପୁଅଙ୍କ ବିବାହ 2018ରେ ହେଇଥିଲା । ମଦାଳସା ଟିଭି ଧାରାବାହିକ ‘ଅନୁପମା’ ରୁ ନିଜର କାରିୟର ଆରମ୍ଭ କରିଛନ୍ତି । ମଦଳସା ଫେସବୁକ ରେ ଅଧିକ ଦେଖିବାକୁ ମିଳନ୍ତିନାହିଁ । ସେ ଅଧିକାଂଶ ସମୟ ଇନ୍ସ୍ଟାଗ୍ରାମ ରେ ଦେଖିବାକୁ ମିଳନ୍ତି । ତାଙ୍କ ଫୋଟୋ ଇନ୍ସ୍ଟାଗ୍ରାମରେ ଅପଲୋଡ କରିବାକୁ ସେ ବହୁତ ଭଲପାନ୍ତି । ଇନ୍ସ୍ଟାଗ୍ରାମରେ ତାଙ୍କର ୩ଲକ୍ଷ ୪୭ହଜାର ରୁ ଅଧିକ ପ୍ୟାନ ଅଛନ୍ତି ।

ସେହିଭଳି ଐଶ୍ୱର୍ୟା ରାୟ ବଚ୍ଚନଙ୍କ କଥା କହିବାକୁ ଗଲେ ,ତାଙ୍କ ଫିଲ୍ମ ଜଗତର ‘ଦେବଦାସ’,ହମ ଦିଲ ଦେ ଚୁକେ ସନମ’,ଧୁମ୨,ଏ ଦିଲ ହେ ମୁସ୍କିଲ, ଏହିସବୁ ଫିଲ୍ମ ବହୁତ ଭଲ ହେଇଛି । ଏଥିରେ ସେ ନିଜଠାରୁ ୯ବର୍ଷ କମ ଅଭିନେତା ରଣବୀର କପୁରଙ୍କ ସହ କାମ କରିଛନ୍ତି ।

ଆଶା କରୁଛୁ କି ଆପଣଙ୍କୁ ଏହି ଲେଖାଟି ପସନ୍ଦ ଆସିଥିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ତେବେ ଆମ ସହିତ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ କରି ନିଅନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *