ଅଭିନେତ୍ରୀ ‘ଆଲିୟା ଭଟ୍ଟ’ ଦିନେ ନିଜ ଡ୍ରାଇଭରଙ୍କୁ  ଦେଇ ଦେଇଥିଲେ 50 ଲକ୍ଷର ଚେକ, ଜାଣନ୍ତୁ କେତେ ସମ୍ପତ୍ତିର ମାଲିକ ସେ !

ଅଭିନେତ୍ରୀ ‘ଆଲିୟା ଭଟ୍ଟ’ ବହୁତ କମ ସମୟରେ ହିନ୍ଦୀ ଚଳଚିତ୍ର ଜଗତରେ ନିଜର ଗୋଟିଏ ସୁନାମ ବନେଇଦେଇଛନ୍ତି । ସେ ବର୍ତମାନ ବଲିଉଡ ଜଗତରେ ବହୁତ ପପୁଲାର ଅଭିନେତ୍ରୀ ଅଟନ୍ତି । ୨୦୧୨ ରେ ‘ଆଲିୟା ଭଟ୍ଟ’ ନିଜର ଫିଲ୍ମ କାରିୟର ଆରମ୍ଭ କରିଥିଲେ। ଆଜି ସେ କାରୋଡ ଟଙ୍କାର ମାଲିକ ଅଟନ୍ତି । ‘ଆଲିୟା ଭଟ୍ଟ’ ଏବେ ଗୋଟେ ନୂଆ ଆପାର୍ଟମେଣ୍ଟ କିଣିଛନ୍ତି । ଏହି ଆପାର୍ଟମେଣ୍ଟ ତାଙ୍କ ବୟଫ୍ରେଣ୍ଡ ଅଭିନେତା ‘ରଣବିର କାପୁର’ଙ୍କ ଘର ପାଖରେ ଉପସ୍ଥିତ ।

ବହୁତ ଶୀଘ୍ର ସେ ‘ରଣବିର କପୁର’ଙ୍କ ପଡୋଶୀ ହେବାକୁ ଯାଉଛନ୍ତି । ସେ ଆପାର୍ଟମେଣ୍ଟଟିକୁ ମୁମ୍ବାଇ ସହରରେ ଥିବା ବାଣ୍ଡ୍ରାର ପାଲି ହିଲ୍ଲ ନିକଟରେ କିଣିଛନ୍ତି । ଯାହାର ମୂଲ୍ୟ ୩୨କୋଟି ବୋଲି ଶୁଣିବାକୁ ମିଳିଛି । ଆସନ୍ତୁ ତାଙ୍କ ଜୀବନଶୈଳୀ ବିଷୟରେ କିଛି କଥା ଜାଣିବା । ପ୍ରତି ମେଡିଆଙ୍କ ରିପୋର୍ଟ ଅନୁସାରେ ‘ଆଲିୟା’ ଆଜି ୧୦ମିଲିୟନ ସମ୍ପତିର ମାଲିକ ଅଟନ୍ତି । ଭାରତୀୟ ମୁଦ୍ରାରେ ଦେଖିବାକୁଗଲେ ତାଙ୍କ ସମ୍ପତି ୭୪କାରୋଡ ରୁ ଅଧିକ ଅଟେ ।

କିନ୍ତୁ ସମୁଦାୟ ସମ୍ପତି କେତେ ତାହା ବିଷୟରେ ଏପର୍ଯ୍ୟନ୍ତ ଜଣାପଡିନାହିଁ । ସେଇଭଳି ‘ଆଲିଆ ଭଟ୍ଟ’ଙ୍କର ମୁମ୍ବାଇ ସହରର ଯୁହୁ କ୍ଷେତ୍ରରେ ମଧ୍ୟ ଗୋଟେ ବଡ ଘର ଅଛି ଯାହାର ମୂଲ୍ୟ ୧୦କାରୋଡ ଅଟେ । ଗୋଟେ ନଜର ‘ଆଲିୟା ଭଟ୍ଟ’ଙ୍କ କାର ଉପରେ ନଜର ପକେଇବା, ତାଙ୍କର ବହୁତ ମହଙ୍ଗା ମହଙ୍ଗା ଲଗ୍ଗ୍ଜାରୀ ଗାଡି ଅଛି ।

ତାଙ୍କ ପାଖରେ ଗୋଟିଏ ଓଡ଼ି A6 ଯାହାର ମୂଲ୍ୟ ୬୦ଲକ୍ଷ, ଓଡି Q5 ଏହାର ମୂଲ୍ୟ ୭୦ଲକ୍ଷ ଅଟେ, ସେହିଭଳି ରେଞ୍ଜ ରୋବର ଇବୋକ ୮୫ଲକ୍ଷର ଏବଂ ବିଏମଡବ୍ଲୁ 7ସିରିଜ ୧.୩୨କରୋଡ ଅଟେ । ଏହିସବୁ ମୂଲ୍ଯବାନ ଗାଡି ଗୁଡିକ ତାଙ୍କ ପାଖରେ ଅଛି । ୨୦୧୮ରେ ‘ଆଲିୟା ଭଟ୍ଟ’ ୫୮.୮୩ କରୋଡ କମାଇ ଥିଲେ । ୧୫ ମାର୍ଚ ୧୯୯୩ ରେ ପ୍ରସିଦ୍ଧ ନିର୍ଦେଶକ ‘ମହେଶ ଭଟ୍ଟ’ ଏବଂ’ସୋନି ରାଜଦାନ’ଙ୍କ ଘରେ ତାଙ୍କ ଜନ୍ମ ହେଇଥିଲା ।

‘ଆଲିୟା ଭଟ୍ଟ’ ୨୦୧୨ ରେ ‘ସ୍ତୁଡେଣ୍ଟ ଓଫ ଦ ଇୟର’ ରେ କାମ କରି ନିଜର କାରିୟର ଆରମ୍ଭ କରିଥିଲେ । ଏହା ବକ୍ସ ଅଫିସ ରେ ହିଟ ହୋଇଥିଲା । ଏହି ଫିଲ୍ମ ରେ ‘ସିଦ୍ଧାର୍ଥ ମଲ୍ହୋତ୍ରା’ ଏବଂ ‘ବରୁଣ ଧବନ’ ଅଭିନୟ କରିଥିଲେ । ସେହି ସମୟରେ ଏହି ୩ଜଣ କଳାକାର ଜଗତରେ ନୂଆ ଥିଲେ । ‘ଆଲିୟା ଭଟ୍ଟ’ ପ୍ରାୟ ୯ବର୍ଷ ହେବ ବଲିଉଡ ଜଗତରେ କାମ କରିଆସିଆଛନ୍ତି । ପ୍ରଥମ ଫିଲ୍ମ ହିଟ ହେବା ସଙ୍ଗେ ସଙ୍ଗେ ବର୍ତମାନ କେତେଗୁଡିଏ ହିଟ ଫିଲ୍ମ ଦେଇସାରିଲେଣି ।’ଆଲିୟା ଭଟ୍ଟ’ଙ୍କ ସଡକ୨ ଫିଲ୍ମ ପରେ, ଏପର୍ଜ୍ଯନ୍ତ ଅନ୍ୟ କୌଣସି ଫିଲ୍ମ ରେ ସେ ଦେଖିବାକୁ ମିଳିନାହାଁନ୍ତି । କୋରଣା ମହାମାରୀ କାରଣରୁ ଏପର୍ଜ୍ଯନ୍ତ କୌଣସି ଫିଲ୍ମ ରିଲିଜ ହେଇନାହିଁ ।

‘ଆଲିୟା ଭଟ୍ଟ’ ନିଜ ଡ୍ରାଇଭର ଏବଂ ହେଲପର ଙ୍କୁ ୫୦-୫୦ ଲକ୍ଷ୍ୟର ଟଙ୍କା ଘର କିଣିବାକୁ ଦେଇଦେଉଥିଲେ । ସେ ଅଭିନେତା ‘ରଣବିର କପୁର’ଙ୍କ ସହ ବହୁତ ଲମ୍ବା ସମୟରୁ ପ୍ରେମ ବନ୍ଧନରେ ଅଛନ୍ତି । ଶୁଣିବାକୁ ମିଳିଛି ଯେ ସେଦୁହେଁ ଅତି ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବକୁ ଯାଉଛନ୍ତି ।

ଆଶା କରୁଛୁ କି ଆପଣଙ୍କୁ ଏହି ଲେଖାଟି ପସନ୍ଦ ଆସିଥିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ତେବେ ଆମ ସହିତ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ କରି ନିଅନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *