Vastu Shastra- ଭଲ ସମୟ ଆସିବା ପୂର୍ବରୁ ମିଳିଥାଏ ଏହି 6 ଟି ସଙ୍କେତ, କଣ ଆପଣଙ୍କୁ ମିଳୁଛି ଏମିତି ସଙ୍କେତ

ପ୍ରତ୍ୟେକ ମଣିଷ ଜୀବନରେ ଧନ ଏକ ଅତି ଆବଶ୍ୟକ ହୋଇଥାଏ । ସମସ୍ତେ ଧନୀ ହେବାର ସ୍ବପ୍ନ ଦେଖନ୍ତି । କିନ୍ତୁ ଧନ ଦ୍ୱାରା ଖୁସି ସମୟ ଆଦି କିଣା ଯାଇ ପାରେ ନାହିଁ । କିନ୍ତୁ ଧନ କିଛି ନୁହେଁ କିନ୍ତୁ ସବୁ କିଛି ଯଦି ଧନ ମଣିଷ ପାଇଁ ଅତି ଆବଶ୍ୟକ ହୋଇ ନଥାନ୍ତା,

ତେବେ କଣ ପାଇଁ ସବୁ ଲୋକମାନେ ଧନ ଅର୍ଜନ କରିବା ପାଇଁ ରାତି ଦିନ ପରିଶ୍ରମ କରନ୍ତି । ତେଣୁ ଧନ ଥିବା ଧନୀ ବ୍ୟକ୍ତି ମାନଙ୍କ ହାତ ରେ ସାରା ଦୁନିଆ ରହିଥାଏ । ପ୍ରତ୍ୟେକ ବ୍ୟକ୍ତି ର ମନରେ ଏହି ଆଶା ରହିଥାଏ କି ସେ କିପରି ଧନୀ ହେବ। ଧନୀ ହେବା ପାଇଁ ହେଲେ ଆମ୍ଭଙ୍କୁ ପରିଶ୍ରମ ସହ ଧନ ଦେବୀ ମା ଲଷ୍ମୀଙ୍କୁ ମଧ୍ୟ ସନ୍ତୁଷ୍ଟ କରିବାକୁ ପଡିଥାଏ । ତେବେ ମା ଲଷ୍ମୀ କେବେବି କାହା ଉପରେ ଅତି ଶୀଘ୍ର ସନ୍ତୁଷ୍ଟ ହୋଇ ନଥାନ୍ତି ।

କିନ୍ତୁ କେବେ ନ କେବେ ମା ଲଷ୍ମୀ ତାଙ୍କ କୃପା ଦୃଷ୍ଟି ଆମ ଉପରେ ପକାଇ ଥାନ୍ତି । ତେବେ ମା ଲଷ୍ମୀ ଙ୍କ କୃପା ଦୃଷ୍ଟି ଆମ ଉପରେ ପଡିବ ଏହା ଜାଣିବା କିପରି । କୌଣସି ଶୁଭ ଓ ଅଶୁଭ କାର୍ଯ୍ୟ ପୂର୍ବରୁ ଯେପରି କିଛି ସଙ୍କେତ ମିଳିଥାଏ । ସେହିପରି ମା ଲଷ୍ମୀଙ୍କ ଆଗମନ ପୂର୍ବରୁ ମଧ୍ୟ କିଛି ସଙ୍କେତ ମିଳିଥାଏ ।

ସଙ୍କେତ ଦ୍ୱାରା ଆପଣ ଜାଣି ପାରିବେ କି ଆପଣଙ୍କ ଦୁଃଖ ଓ ଦାରିଦ୍ରତା ଦୂର ହେବ। ତେବେ ଶାସ୍ତ୍ର ଆନୁସାରେ ଏହି ସଙ୍କେତ ଗୁଡିକ କୁ ବହୁତ ଶୁଭ ଓ ଭାଗ୍ୟବାନ ମଣା ଯାଇଥାଏ । ତେବେ ସେହି ଭଳି କିଛି ସଙ୍କେତଙ୍କ ବିଷୟରେ ଜାଣିବା । ପ୍ରଥମ ସଙ୍କେତ ଟି ହେଲା ଘରେ କଳା ପିମ୍ପୁଡି ହେବା ଘରେ ନାଲି ପିମ୍ପୁଡି ହେବା ଅଶୁଭ ଅଟେ ।

କିନ୍ତୁ ଯଦି କଳା ପିମ୍ପୁଡି ହୋଇଥାଏ ତେବେ ଏହା ଧନ ପ୍ରାପ୍ତି ର ସଙ୍କେତ ହୋଇଥାଏ । ଏହା ଯଦି ଗୋଲ ଆକାର ରେ ରହିଥାନ୍ତି ତେବେ ଏହା ଶୁଭ ଅଟେ । ତେଣୁ ଏମାନଙ୍କୁ ହଳଦୀ ଓ କୁଂକୁମ ପକାନ୍ତୁ । ଅଟା ଓ ଚିନି ଦିଅ ନ୍ତୁ। ଯଦି ଦୁଇଟି ଝିଟିପିଟି ଜଣେ ଅନ୍ୟ ଜଣଙ୍କୁ ପଛରେ ଯାଉଥାଏ ତେବେ ଏହା ମା ଲଷ୍ମୀଙ୍କ ଆଗମନ ର ସଙ୍କେତ ହୋଇଥାଏ। ଶାସ୍ତ୍ର ରେ କିଛି ପକ୍ଷୀ ଅଛନ୍ତି ଯେଉଁମାନେ ରହିବା ଦ୍ୱାରା ମା ଲଷ୍ମୀଙ୍କ ଆଗମନ ର ସଙ୍କେତ ଦେଇଥାଏ ।

ଯଦି କୌଣସି ପକ୍ଷୀ ଘରେ ବସା ବାନ୍ଧି ଥାଏ ତେବେ ତାହା ଦ୍ୱାରା ଆପଣଂକୁ ଧନ ପ୍ରାପ୍ତି ହୋଇଥାଏ।। ଯଦି ଆପଣଂକୁ ଦିନ ବା ସକାଳ ଓ ସନ୍ଧ୍ୟା ସମୟରେ ଯଦି ଶଙ୍ଖ ର ଧ୍ଵନି ଶୁଭାଯାଏ ତେବେ ଏହା ଦ୍ବାରା ଲଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି । ଯଦି ଆପଣ ନେଉଳ ଦେଖନ୍ତି ବା ଯଦି କାହାକୁ ଝାଡୁ ମାରିବା ର ଦେଖନ୍ତି ତେବେ ତାହା ମଧ୍ୟ ମା ଲଷ୍ମୀଙ୍କ ଆଗମନର ସଙ୍କେତ  ହୋଇଥାଏ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *