ସନ୍ଧ୍ୟା ସମୟରେ ଘରେ ଏହି ସବୁ ଭୁଲ କରୁଛନ୍ତି କି ? ସାବଧାନ ! ହୋଇଥାଏ ଅନର୍ଥ, ଧନ-ପୁତ୍ର ହାନୀ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ନୀତିଦିନିଆ ଜୀବନରେ ବହୁତ କିଛି ଏପରି କଥା ରହିଥାଏ । ଯେଉଁ ସବୁ କଥାର ପାଳନ କରିବା ପ୍ରତ୍ଯେକଟି ବ୍ୟକ୍ତି ଜୀବନରେ ଆବଶ୍ୟକ ହୋଇଥାଏ । ଏହି ସବୁ କଥାକୁ ଯଦି ଆବହେଳା କରିଥାନ୍ତି । ତେବେ ସେହି ବ୍ୟକ୍ତି ବିଶେଷଙ୍କୁ ଏହାର କୁପରିଣାମ ମଧ୍ୟ ଭୋଗିବାକୁ ପଡିଥାଏ । ସନ୍ଧ୍ୟା ସମୟରେ କେଉଁ ସବୁ ନୀତି ପାଳନ କରିବା ଦ୍ଵାରା ବ୍ୟକ୍ତି ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ହେବା ସହିତ ସମସ୍ତ ଦେବାଦେବୀଙ୍କର କୃପା ପାଇହେବ ।

ଏହି ସବୁ କଥା ବିଷୟରେ ଆଲୋଚନା କରିବା । ସନ୍ଧ୍ୟା ସମୟରେ କେବେବି ଭୋଜନ କରିବା ଉଚିତ ନୁହେଁ । କାରଣ ସନ୍ଧ୍ୟା ସମୟରେ ଦେବାଦେବୀଙ୍କର ସନ୍ଧ୍ୟା ଆଳତୀ ତଥା ପୂଜା କରିବାର ଅତ୍ୟନ୍ତ ଶୁଭ ସମୟ ହୋଇଥାଏ । ତେଣୁ ଏହି ସମୟରେ ଖାଦ୍ୟ ଖାଇବା ବିଲକୁଲ ବି ଉଚିତ ନୁହେଁ । ଯେଉଁ ବ୍ୟକ୍ତି ସନ୍ଧ୍ୟା ସମୟରେ ଭୋଜନ କରେ । ତାର ସ୍ଵାସ୍ଥ ସମ୍ବଦ୍ଧିତ ଅନେକ ସମସ୍ଯା ଶରୀରରେ ଦେଖାଯାଇଥାଏ ।

ଦିତୀୟରେ ସନ୍ଧ୍ୟା ସମୟରେ ଶୋଇବା ମଧ୍ୟ ଅନୁଚିତ । ଏହି ସମୟରେ ପ୍ରଭୁଙ୍କର ଆଳତୀ ଓ ପୂଜା ଓ ପ୍ରାଥନା କରିବାର ପ୍ରକୃଷ୍ଟ ସମୟ ହୋଇଥାଏ । ତେଣୁ ଏହି ସମୟର ଖରାପ ବିନିଯୋଗ କରି ଘରେ ଶୋଇ ରହିବା ଉଚିତ ନୁହେଁ ।

ତୃତୀୟରେ ସନ୍ଧ୍ୟା ସମୟରେ ପିଲା ମାନେ ପାଠ ପଢିବା ଅନୁଚିତ । ସନ୍ଧ୍ୟା ସମୟରେ ନିଜ ପିଲା ମାନଙ୍କୁ କିଛି ସମୟ ଘରେ ପ୍ରାଥନା କରିବା ପାଇଁ କହିବା ଉଚିତ । ତାପରେ ସନ୍ଧ୍ୟା ସମୟର ଅତିକ୍ରାନ୍ତ ହୋଇଯିବା ପରେ ପାଠ ପଢିବା ଉଚିତ ।

ଚତୁର୍ଥରେ ସନ୍ଧ୍ୟା ସମୟରେ ଘରେ ଥିବା ପିଲାଙ୍କୁ ମାଡ, ଗାଳି କରିବା ଅନୁଚିତ । ଯେହେତୁ ସେହି ସମୟରେ ଠାକୁରଙ୍କର ପୂଜା ଆଳତୀ ହୋଇ ପ୍ରଭୁଙ୍କର ଆବାହନ କରାଯାଇଥାଏ । ତେଣୁ ସେହି ସମୟରେ ଘରେ କୌଣସି ପ୍ରକାର ହିଂସାତ୍ମକ କାର୍ଯ୍ୟ କରିବାରୁ ନିଜକୁ ଦୂରେଇ ରଖିବା ଉଚିତ । ଷଷ୍ଠରେ ସନ୍ଧ୍ୟା ସମୟରେ ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ କେବେ ମଧ୍ୟ ସଂଭୋଗ କରିବା ଉଚିତ ନୁହେଁ ।

ଯେଉଁ ଦମ୍ପତି ମାନେ ଏହି କଥାକୁ ଖାତିର ନକରି ଶାରୀରିକ ସମ୍ପର୍କ ବନାଇଥାନ୍ତି । ସେମାନଙ୍କର ସ୍ଵାସ୍ଥକୁ ନେଇ ବହୁତ କିଛି ସମସ୍ଯା ଆସିଥାଏ । ଏହା ସହିତ ଏପରି ବାରମ୍ବାର ଭୁଲ କରୁଥିବା ଲୋକଙ୍କର ଅକାଳ ମୃତ୍ୟୁ ହେବାର ମଧ୍ୟ ସମ୍ଭାବନା ରହିଥାଏ । ତେଣୁ ସନ୍ଧ୍ୟା ସମୟରେ ଏହି ସବୁ ନୀତିର ପାଳନ କରିବା ଉଚିତ । ଏହା ଛଡା ଏହି ସବୁ ନୀତିକୁ ଯେଉଁ ମାନେ ବେଖାତିର କରୁଥାନ୍ତି ।

ସେମାନଙ୍କ ଉପରେ ମା’ ଲକ୍ଷ୍ମୀ ରୁଷ୍ଟ ହେବା ସହିତ ସେମାନଙ୍କ ଘରୁ ସୁଖ, ସମୃଦ୍ଧି ନଷ୍ଟ ହୋଇଯାଇଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *