ବୈବାହିକ ଜୀବନରେ ଖୁସି ନାହାନ୍ତି କି ? ତେବେ ଖାଆନ୍ତୁ ଏହି ଖାଦ୍ୟ !

ନମସ୍କାର ବନ୍ଧୁଗଣ, ବୈବାହିକ ଜୀବନରେ ଖୁସିରେ ରହିବା ପାଇଁ ଟଙ୍କା ପଇସା ଭଲ ପରିବାରର ଯେତିକି ଆବଶ୍ୟକତା ରହିଛି ତାଠାରୁ ବହୁ ଅଧିକ ଆବଶ୍ୟକତା ରହିଛି ସ୍ଵାମୀ ସହ ଶାନ୍ତି ପାଇବା । ଯଦି ସ୍ଵାମୀ ସ୍ତ୍ରୀକୁ ମନ ମୁତାବକ ଶାନ୍ତି ଦେଇପାରିନଥାଏ ତେବେ ସମ୍ପର୍କ ମଧ୍ୟରେ ଅନ୍ୟ ଜଣେ ପୁରୁଷ କିମ୍ବା ନାରୀ ଆସି ଯାଇଥାଏ ଯାହାଫଳରେ ସମ୍ପର୍କରେ ଫାଟ ସୃଷ୍ଟି ହୁଏ । ତେଣୁ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ କିଭଳି ପୁରୁଷ ନିଜର ସେ-କ-ସ ପାୱାରକୁ ବଢାଇ ପାରିବେ ।

ନିଜ ଶରୀରର ସେ-କ-ସ ହରମୋନକୁ ବଢାଇବା ପାଇଁ ଆପଣଙ୍କୁ ଆପଣଙ୍କ ଖାଇବା ପ୍ରତି ଧ୍ୟାନ ଦେବାକୁ ପଡିବ ସଠିକ ସମୟରେ ସଠିକ ଖାଇବା ଗ୍ରହଣ କରିବାକୁ ପଡିବ ଯାହାଦ୍ୱାରା ଆପଣଙ୍କ ଠାରେ ସେ-କ-ସ କରିବାର ପାୱାର ବଢିଯାଇଥାଏ । ଆପଣଙ୍କୁ ନିଜ ଶରୀରରେ ସେ-କ-ସ ହରମୋନ ବଢାଇବା ପାଇଁ ଜିଙ୍କ ଜାତୀୟ ଖାଦ୍ୟ ଖାଇବା ଆବଶ୍ୟକ ।

ଜିଙ୍କ ସାଧାରଣତଃ ସାମୁଦ୍ରିକ ଖାଦ୍ୟରେ ରହିଥାଏ । ସକାଳର ଖାଇବାରେ ଆପଣ ବ୍ରେଡ, ପମ୍ପକୀନ ସିଡ, ରୁଟି ଏବଂ ଶସ୍ୟ ଜାତୀୟ ଖାଦ୍ୟ ତଥା ଡାଲି ଜାତୀୟ ଖାଦ୍ୟ ଖାଇବା ଆବଶ୍ୟକ । ଏହିସବୁ ଖାଇବାରେ ଜିଙ୍କର ମାତ୍ରା ରହିଥାଏ । ଆପଣ କୋଳି ଜାତୀୟ କିଛି ଫଳ ମଧ୍ୟ ଖାଇବା ଆବଶ୍ୟକ ଯେଉଁଥିରେ ଆନ୍ଟି ଅକ୍ସିଡେଣ୍ଟ ରହିଥାଏ । ଏହା ଆପଣଙ୍କ ଶରୀରରେ ସେ-କ-ସ ହରମୋନକୁ ବଢାଇଥାଏ ।

କୋଳିକୁ ଆପଣ ନିଜର ସକାଳ କିମ୍ବା ଦ୍ଵିପହର ଖାଇବା ମଝିରେ ଖାଇପାରିବେ । ଦ୍ଵିପହର ସମୟରେ ଆପଣ ଖାଉଥିବା ନିୟମିତ ଖାଦ୍ୟ ଖାଇପାରିବେ ଏବଂ ଏହା ସହ ଚାହିଁଲେ ଆପଣ ମାଛ, କଙ୍କଡା ଏବଂ ଚିଙ୍ଗୁଡି ଇତ୍ଯାଦି ସାମୁଦ୍ରିକ ଖାଦ୍ୟ ଖାଇପାରିବେ । ଏହିସବୁକୁ ଖାଇବା ଦ୍ଵାରା ଆପଣଙ୍କ ଶରୀରରେ ରହିଥିବା ଜିଙ୍କର କମି ପୁରା ହୋଇଯିବ ।

ଆପଣ ଅପରାହ୍ନ 4ଟା ପାଖାପାଖି ଗ୍ରୀନଟି ପିଇ ପାରିବେ । ଗ୍ରୀନଟି ଆପଣଙ୍କ ଆଣ୍ଟି ଆକ୍ସିଡେଣ୍ଟକୁ ଠିକ ଭାବରେ ରଖିଥାଏ ଶରୀରରେ । ଏହା ଆପଣଙ୍କୁ ବହୁତ ସାହାର୍ଯ୍ୟ କରିବ ଆପଣଙ୍କ ଶରୀରରେ ସେ-କ-ସସୁଆଲ ହରମୋନ ତିଆରି କରିବାରେ । ଆପଣ ରାତ୍ରି ଭୋଜନ କେବେ ମଧ୍ୟ ଭୁଲରେ ମଧ୍ୟ କୌଣସି ଦିନ ବନ୍ଦ କରିବା ଉଚିତ ନୁହେଁ । ରାତ୍ରି ଖାଇବାରେ ଆପଣ ରୁଟି ଏବଂ ତରକାରୀ ଖାଇବା ବେଶି ଭଲ ହୋଇଥାଏ ।

ଆପଣ ତେଲ ମସଲା ବେଶି ଖାଇବା ଉଚିତ ନୁହେଁ । ବହୁତ ଅଧିକ ମାତ୍ରାରେ ଚାହା ଏବଂ କଫି ପିଇବା ଉଚିତ ନୁହେଁ । ବହୁତ ଅଧିକ ତେଲ ମସଲା ଖାଇବା ଦ୍ଵାରା ଆପଣଙ୍କ ଷ୍ଟ୍ରେସ୍ ବଢିଥାଏ ଯାହା ଆପଣଙ୍କ ହରମୋନ ତିଆରି ହେବାରେ ବାଧା ସୃଷ୍ଟି କରିଥାଏ । ଧ୍ୟାନ ରଖନ୍ତୁ ଆପଣଙ୍କୁ ଅଧିକ ମାତ୍ରାରେ ପାଣି ପିଇବା ଆବଶ୍ୟକ ହୋଇଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ ସେୟର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *