ଛାତି ଯନ୍ତ୍ରଣା ହୋଇପାରେ ହାର୍ଟଟାକ ? ଏହି ସବୁ ଲକ୍ଷଣ କୁ ଭୁଲରେ ବି କରନ୍ତୁ ନାହିଁ ନଜର ଅନ୍ଦାଜ- Dr Gunadhar Padhi

ଛାତି ଯ-ନ୍ତ୍ର-ଣା ବହୁତ ପ୍ରକାର କାରଣ ହୋଇଥାଏ କିନ୍ତୁ ବେଳେବେଳେ ଏହା ବହୁତ ସଙ୍ଗୀନ ସମସ୍ୟା ମଧ୍ୟ ହୋଇଥାଏ । ୯୦% ଛାତି ଯ-ନ୍ତ୍ର-ଣା ହେବାର କାରଣ ହାର୍ଟ ସମସ୍ୟା ହୋଇଥାଏ ।

ଯଦି କୌଣସି ବ୍ୟକ୍ତିଙ୍କୁ ହାର୍ଟ ଆଟାକ୍ ହୋଇଗଲା କିମ୍ବା ହାର୍ଟ ବ୍ଲକ୍ ହୋଇଗଲା ତାହା ହେଉଛି ଛାତି ଯ-ନ୍ତ୍ର-ଣାର ମୁଖ୍ୟ କାରଣ ବାକି ଯେଉଁ ୧୦% ରହିଲା ତାହା ଫୁସଫୁସ କିମ୍ବା ହାଡ଼ର ସମସ୍ୟା କୁ ନେଇ ହୋଇଥାଏ ଏବଂ ବେଳେବେଳେ ପାକସ୍ଥଳୀ କିମ୍ବା ଅନ୍ୟ ଅଙ୍ଗରେ ହୋଇଥିଲେ ଛାତିରେ ଯ-ନ୍ତ୍ର-ଣା ହୋଇପାରେ । ଛାତି ଯ-ନ୍ତ୍ର-ଣାର କାରଣ ହାର୍ଟ ଆଟାକ୍ ନା ଏସିଡିଟି ? ପ୍ରଥମେ ଛାତି ଯ-ନ୍ତ୍ର-ଣାକୁ ଅଣଦେଖା କରନ୍ତୁ ନାହିଁ ।

ଯଦି ଛାତି ଯ-ନ୍ତ୍ର-ଣା ଅଧିକ ହୁଏ ତେବେ ଏହାର କୈାଣସି ବଡ଼ କାରଣ ଥାଇପାରେ । ଯେପରିକି ୯୦% ଛାତିରେ ଯ-ନ୍ତ୍ର-ଣା ହାର୍ଟରୁ ଆସିଥାଇ ପାରେ । ବହୁତ କେସ୍ ରେ ଛାତି ଯ-ନ୍ତ୍ର-ଣା ଏସିଡିଟି ପାଇଁ ହୁଏ କିନ୍ତୁ ଯେପର୍ଯ୍ୟନ୍ତ ଆମେ ନିଶ୍ଚିତ ନୁହନ୍ତି ତେବେ ଏହାକୁ ଅଣଦେଖା କରିବା କଥା ନୁହେଁ ।

ଯେତେବେଳେ ଏହି ଛାତି ଯ-ନ୍ତ୍ର-ଣା ହୁଏ ସେତେବେଳେ ଲାଗେ ଏହି ଛାତିକୁ ଜଣେ ଲୋକ ଧରି ଚିପୁଡୁଛି । ଏମିତି କିଛି କେଶ୍ ଅଛି ଯେଉଁଥିରେ ଏସିଡିଟି ସାଧାରଣତଃ ରୂପେ ହୋଇଥାଏ । ସବୁଠାରୁ ଅତ୍ୟାବଶ୍ୟକ କଥା ହେଲା ଯେତେବେଳେ ଆପଣଙ୍କ ଛାତିରେ ଅଧିକ ଯ-ନ୍ତ୍ର-ଣା ହୁଏ ସେତେବେଳେ ଆପଣ ଗୋଟିଏ ଇସିଜି ନେବା ଦରକାର ।

ହାର୍ଟ ଆଟାକ୍ ର ମୁଖ୍ୟ ଲକ୍ଷଣ : ଯେତେବେଳେ ଆପଣଙ୍କ ଛାତିରେ ଯ-ନ୍ତ୍ର-ଣା ହୁଏ, ଏହା ହାର୍ଟ ବିଟ୍ ର ସ୍ପନ୍ଦନରଙ ଆପଣ ଜାଣି ପାରିବେ । ଛାତି ଯ-ନ୍ତ୍ର-ଣା ହେଲେ ଇସିଜି ନିଶ୍ଚୟ କରନ୍ତୁ : ହାର୍ଟ ଆଟାକ୍ ଯାହା ମାଇଲ୍ଡ ବୋଲି କହୁ ତାହା ମୃଦୁ ହାର୍ଟ ଆଟାକ୍ ହୋଇଥାଏ ଏବଂ ମାଇଲ୍ଡ ଠାରୁ ସିବିୟର୍ ଯାହା ରୋଗୀର ଜୀବନ ସଙ୍ଗେସଙ୍ଗେ ଚାଲି ଯିବାର ସମ୍ଭାବନା ଥାଏ ।

ଏହି ସମୟରେ ରୋଗୀକୁ ହସ୍ପିଟାଲରେ ଭର୍ତ୍ତି କରି ଇସିଜି ଦେବା ଦରକାର । ଯଦି ହାର୍ଟ ଆଟାକ୍ ରେ ଅତ୍ୟଧିକ ଛାତି ଯ-ନ୍ତ୍ର-ଣା ହେଉଛି ତାଙ୍କୁ ସଙ୍ଗେସଙ୍ଗେ ନେଇ ଆଞ୍ଜିଓପ୍ଲାଷ୍ଟି କରିବା ଦରକାର । ଯଦି ରୋଗୀର ଶ୍ଵାସ ନଳୀରେ କୈାଣସି ବ୍ଲକେଜ୍ ବାହାରେ ତେବେ ତାକୁ ନିହାତି ଭାବ ଖୋଲିବା ଦରକାର ।

କାହାକୁ ହାର୍ଟ ଆଟାକ୍ ହେଲେ କଣ କରିବେ : ଏହିଭଳି ରୋଗୀଙ୍କୁ ପାଇଁ ସଙ୍ଗେସଙ୍ଗେ ଆମ୍ବୁଲାନ୍ସ ଡକାଇବା ନିହାତି ଜରୁରୀ । ଯେତେବେଳେ ରୋଗୀ ଦୃଢ଼ ଥାଏ ସେ ନିଜେ ନିଜେ ତାର ଯ-ନ୍ତ୍ର-ଣା ବିଷୟରେ କହିଦିଏ ।

ସିପିଆର୍ କ’ଣ ଓ ଏହା କେମିତି ଦିଆଯାଏ ? ଯେତେବେଳେ କୈାଣସି ରୋଗୀକୁ ହାର୍ଟ ଆଟାକ୍ ହୁଏ ସେତେବେଳେ ରୋଗୀର ମସ୍ତିଷ୍କ କୁ ରକ୍ତ ସଞ୍ଚାଳନ କମ୍ ହୋଇଯାଏ । ସିପିଆର୍ ଯାହା ରୋଗୀର ହାର୍ଟ ବନ୍ଦ ହୋଇ ଯାଇଥିଲେ ଏହାକୁ ଆର୍ଟିଫିସିଆଲ ଦ୍ବାରା ରୋଗୀର ହାର୍ଟକୁ ଠିକ୍ କରାଯାଏ । ଯାହା ହାତ ମାଧ୍ୟମରେ ରୋଗୀକୁ ୧ ମିନିଟରେ ୧୨୦ ଥର ଛାତି ଉପରେ ଚାପ ଦେଇଥାଉ ଏବଂ ପାଟିକୁ ପାଟି ଦ୍ଵାରା ଅକ୍ସିଜେନ୍ ଶରୀର ଭିତରକୁ ଛାଡ଼ି ଥାଉ ।

ହାର୍ଟ ଆଟାକ୍ ର ଚିକିତ୍ସା : ପ୍ରଥମେ ସିପିଆର୍ ଚାଲୁ ରଖୁ‌ । ଏହାପରେ ରୋଗୀକୁ ଭେଣ୍ଟିଲେଟରେ ରଖି ପ୍ରତି ଦୁଇ ମିନିଟ ରେ ନାଡୀ ଯାଞ୍ଚ କରିଥାଉ । ଏହା ସହିତ ସାଲାଇନ୍ ଦେଇ ରୋଗୀକୁ ସିପିଆର୍ ର ଅନେକ ମେଡିସିନ ଦେଇଥାଉ ।

Leave a Reply

Your email address will not be published. Required fields are marked *