Vastu Shastra- ଏହି ଗଛ ଯେଉଁଠି ବି ଦେଖନ୍ତି ତୁରନ୍ତ ଘରକୁ ନେଇ ଆସନ୍ତୁ, କିଛି ଦିନରେ ହିଁ ଆପଣ ହେଇଯିବେ କୋଟିପତି

ଆଜି ଆମେ ଆପଣଙ୍କୁ କେତୋଟି ଗଛ ବିଷୟରେ କହିବୁ ଯାହା ଘରେ ଲଗାଇବା ଦ୍ଵାରା ଆପଣଙ୍କ ଭାଗ୍ୟ ଚମକି ଉଠିବ । ଏହି ୫ଟି ଗଛ ମଧ୍ୟରୁ ଯେକୌଣସି ଗଛ ଘରେ ଲଗାଇବା ଦ୍ଵାରା ମା ଲକ୍ଷ୍ମୀ ଖୁବ ପ୍ରସନ୍ନ ହୋଇଥାନ୍ତି । ଯାହା ଫଳରେ ଆପଣ କାରୋଡ଼ପତି ହୋଇଯିବେ । ତେବେ ଆସନ୍ତୁ ଜାଣିବା ସେହି ଗଛ ଗୁଡିକର ନାମ ଯାହା ଆପଣଙ୍କୁ ମାଲାମାଲ କରି ଦେବ ।

ପ୍ରଥମରେ ହେଉଛି କଦଳୀ ଗଛ । ଯେଉଁ ଘରେ କଦଳୀ ଗଛ ଥାଏ, ତାକୁ ଧନୀ ହେବାରୁ କେହି ଅଟକାଇ ପାରିବେ ନାହିଁ । ଯିଏ ପ୍ରକୃତ ହୃଦୟରୁ ମାତା ଲକ୍ଷ୍ମୀ ଓ ଭଗବାନ ବିଷ୍ଣଙ୍କ ପୂଜା କରିଥାଏ, ତା ଉପରେ ସର୍ବଦା ସେମାନେ ନିଜ କୃପା ବଜାୟ ରଖିଥାନ୍ତି । ମାତ୍ର ଧ୍ୟାନ ରଖନ୍ତୁ ଯେପରି କଦଳୀ ଗଛ ପାଖେ ତୁଳସୀ ଗଛ ଅବଶ୍ୟ ରହିବ ଓ ନିୟମିତ ଭାବେ ମଧ୍ୟ ଏହି ଗଛ ପାଖେ ଦୀପ ଜଳାଇବା ଆବଶ୍ୟକ ରହଛି ।

ଘରେ ମନି ପ୍ଳାଣ୍ଟ ରହିବା ମଧ୍ୟ ବହୁତ ଶୁଭ ବୋଲି ମାନାଯାଏ । ଘରେ ମନି ପ୍ଳାଣ୍ଟ ବୃଦ୍ଧି ହେବା ସହ ଧନ ସମ୍ପତ୍ତି ମଧ୍ୟ ବୃଦ୍ଧି ପାଏ । କୌଣସି ସଫଳ ବ୍ୟକ୍ତିଙ୍କ ଘରୁ ମନି ପ୍ଳାଣ୍ଟ ଚୋରୀ କରି ଘରେ ଲଗାଇବା ଦ୍ଵାରା ଆପଣ ମଧ୍ୟ ଧନୀ ହୋଇ ପାରିବେ ।

ଶାସ୍ତ୍ର ଅନୁସାରେ ଶମି ବୃକ୍ଷକୁ ମଧ୍ୟ ବହୁତ ଶୁଭ ଏବଂ ମନଗଲକାରୀ ବୋଲି ମାନାଯାଏ । ଏହି ଗଛରେ ଶନିଦେବଙ୍କ ବାସ ହୋଇଥିବାରୁ ବହୁତ ଲୋକ ଏହାକୁ ଘରେ ଲାଗନ୍ତି ନାହିଁ । ମାତ୍ର ଶାସ୍ତ୍ର ଅନୁସାରେ ଏହାକୁ ଦେବ ବୃକ୍ଷ ଓ ମାନତ ବୃକ୍ଷ ବୋଲି ମଧ୍ୟ କୁହାଯାଏ । କୁହାଯାଏ ଶ୍ରୀରାମ ରାବଣ ଠାରୁ ଯୁଦ୍ଧରେ ବିଜଯ ହେବା ନିମନ୍ତେ ଶମି ବୃକ୍ଷ ତଳେ ବସି ବରଦାନ ମାଗିଥିଲେ । ନିୟମିତ ଶମି ବୃକ୍ଷ ତଳେ ଦୀପ ଜଳାଇଲେ ଶନିଦେବ ଅତି ଗରିବ ବ୍ୟକ୍ତିକୁ ମଧ୍ୟ କାରୋଡ଼ପତି ବନେଇ ଦିଅନ୍ତି ।

ଯେଉଁ ଘରେ ତୁଳସୀ ଗଛ ଥାଏ ପ୍ରତିଦିନ ତୁଳସୀଙ୍କୁ ଜଳ ଅର୍ପଣା କରାଯାଏ ଓ ଦୀପ ଜଳା ହୁଏ, ସେହି ଘରେ ମା ଲକ୍ଷ୍ମୀ ଓ ବିଷ୍ଣଙ୍କ ସହ ମା ତୁଳସୀଙ୍କ କୃପା ମଧ୍ୟ ବଜାୟ ରୁହେ । ସେହି ବ୍ୟକ୍ତିକୁ ମଧ୍ୟ ଧନୀ ହେବାରୁ କେହି ରୋକି ପାରିବେ ନାହିଁ ।

ପେଙ୍ଗସୁଇ ବା ବାଉଁଶ ଗଛକୁ ମଧ୍ୟ ବ୍ୟକ୍ତିଙ୍କୁ ଧନୀ ବନେଇ ଥାଏ । ଏହି ଗଛ ମଧ୍ୟ ଯେକୌଣସି ସପିଙ୍ଗ ମଲରେ ଆପଣଙ୍କୁ ସହଜରେ ମିଳିଯିବ । ଏହି ଗଛ ଗୁଡିକ ମଧ୍ୟରୁ ଯେକୌଣସି ଗୋଟିଏ ଗଛ ଆଣି ଘରେ ଲଗାନ୍ତୁ ଓ ଆମେ କହିଥିବା ଅନୁସାରେ ପୂଜା କରନ୍ତୁ ଦେଖିବେ ଆପଣଙ୍କ ଆର୍ଥିକ ସ୍ଥିତି ସୁଧୁରିବା ସହ ଆପଣଙ୍କ ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ । ଆପଣଙ୍କ ଘରେ ମଧ୍ୟ ଯଦି ଏହା ମଧ୍ୟରୁ କୌଣସି ଗଛ ଅଛି ତେବେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *