Health Tips- ମାତ୍ର 50 ଟଙ୍କାରେ ମିଳୁଥିବା ଏହି ଚମତ୍କାରୀ ଫଳ ଆପଣଙ୍କୁ ମୃତ୍ୟୁ ମୁଖରୁ ବଞ୍ଚେଇପାରେ ! ଜାଣନ୍ତୁ କିପରି ?

ନମସ୍କାର ବନ୍ଧୁଗଣ , ଆମ ଦୈନନ୍ଦିକ ଜୀବନରେ ମଣିଷ ବହୁ ପ୍ରକାରର ଫଳମୂଳ ର ସେବନ କରିଥାଏ । କାରଣ ଫଳ  ବହୁତ ପରିମାଣରେ ଖାଇବା ଆମ ଶରୀର ପାଇଁ ଉପକାରୀ ହୋଇଥାଏ । ଇଶ୍ଵର ଆମକୁ ଭିବିନ୍ନ ପ୍ରକାରର ଫଳ ଦେଇଛନ୍ତି ଓ  ସବୁ ଫଳରେ କିଛି ନା କିଛି ବିଶେଷତ୍ଵ ରହିଛି । କିନ୍ତୁ ଡାକ୍ତର ସାଲିମ ଜାଲିଦ ଆମ କୁ ଏକ ଏମିତି ଫଳ ବିଷୟରେ କହିଛନ୍ତି ଯାହାକୁ ଖାଇବା ଦ୍ଵାରା ଏହା ଆମ କୁ ମୃତ୍ୟୁ ମୁଖରୁ ବଞ୍ଚାଇଥାଏ । କିବି ଏକ ଏମିତି ଫଳ ଯାହା ବାକି ଫଳ ଠାରୁ ଭିନ୍ନ ଅଟେ ।

ଏହାର ସ୍ଵାଦ ଭଲ ହୋଇଥାଏ ଏହା ଛଡା ଆମ ଶରୀରର ବାଧା ସୃଷ୍ଟି କରିଥିବା ବଡ ବଡ ରୋଗ ର  ନିବାରଣ ମଧ୍ୟ କିବି କରିଥାଏ । କିବି ର ସୃଷ୍ଟି ଚାଇନା ରେ ଆରମ୍ଭ ହୋଇଥିଲା । ସେଇଠିକାର ଲୋକମାନେ ଏହାକୁ ପ୍ରଥମେ ଚାଷ କରିବା ଆରମ୍ଭ କରିଥିଲେ , ଓ ଏହାର ଚାହିଦା ଏତେ ବଢିଲା ଯେ ଆମ ଦେଶରେ ମଧ୍ୟ ଏହାକୁ ଖାଇବା ଆରମ୍ଭ କରିଥିଲେ । ଏହି ଫଳର ଉପକାରିତା ଏତେ ଯେ ଏହା ଶରୀରର ବହୁ ପ୍ରକାରର ରୋଗ କୁ ବୃଦ୍ଧି ହେବାକୁ ଦେଇନଥାଏ ।

କିବି ରେ ଭିଟାମିନ – ସି ଅଧିକ ପରିମାଣରେ ରହିଥାଏ । ଆପଣ ଜାଣିଛନ୍ତି ଆମେ ଯେତେ ଅଧିକ ଭିଟାମିନ – ସି ଖାଇଥାଉ ସେତେ ଆମ ଶରୀରର ଇମ୍ମୁନିଟି ଅଭାବ ପୂରଣ ହୋଇଥାଏ , ଓ ଯେଉଁ ମାନଙ୍କ ଶରୀରରେ ଇମ୍ମୁନିଟି ଅଧିକ ରହିଥାଏ ସେମାନେ କମ ରୋଗ ର ଶିକାର ହୋଇଥାନ୍ତି । ତେଣୁ ଏହି ଫଳ ର ସେବନ ରେ ଆମ କୁ ଭିଟାମିନ – ସି ମିଳିଥାଏ ଯାହା ଆମ କୁ ଇମ୍ମୁନିଟି ପ୍ରଦାନ କରିଥାଏ ।

ଦ୍ଵିତୀୟ ରେ  କିବି ଖାଇବା ଦ୍ଵାରା ଏହା ଆମ ହୃଦୟ ପାଇଁ ଭଲ ହୋଇଥାଏ । ଏହା ଆମ ଶରୀରରେ ରକ୍ତଚାପ କୁ ଅଧିକ ହେବାକୁ ଦେଇନଥାଏ । ତେଣୁ ଯେଉଁମାନଙ୍କୁ ରକ୍ତଚାପ ରୋଗ ରହିଥାଏ ସେମାନେ ଏହାକୁ ସେବନ କରିବା ଦ୍ଵାରା ଆପଣଙ୍କ ବ୍ଲଡ ଫ୍ରେସର ନିୟମିତ ଅବସ୍ଥାକୁ ଫେରିଥାଏ । ଏହାକୁ ଖାଇବା ଦ୍ଵାରା ହାର୍ଟ ସମ୍ବନ୍ଧୀୟ ରୋଗ ଆସିବାର ସମ୍ଭାବନା କମ ରହିଥାଏ ।

କିବି ରେ ଆଣ୍ଟି ARTHRITIS ଯାହା ଦେହ ହାତ ଫୁଲିବା , ଆଣ୍ଟୁ ବିନ୍ଧା  , ଚାଲିବା ରେ କଷ୍ଟ ରହିଥାଏ ଏହି ଫଳ କୁ ସବୁ ଦିନ ଖାଇବା ଦ୍ଵାରା ଧୀରେ ଧୀରେ ଭଲ ହୋଇଥାଏ । କିବି କୁ ଖାଇବା ଦ୍ଵାରା ଆମ ହଜମ ପ୍ରକ୍ରିୟାରେ ଥିବା ସମସ୍ୟା ଦୂର ହୋଇଥାଏ । ଏହାର ଏକ ବିଶେଷ ଉପକାରୀ ସାଧିତ ହୋଇଥାଏ । ଯେଉଁ ମାନଙ୍କ ଚକ୍ଷୁ ବା ଦ୍ରୁଷ୍ଟି ସମସ୍ଯା ରହିଥାଏ ଭଲଭାବରେ ଦେଖାଯାଇ ନ ଥାଏ ।

ରାତ୍ରି ରେ ଆଖି ଦେଖା ଯାଇ ନ ଥାଏ ସେମାନେ କିବି କୁ ଖାଇବା ଦ୍ଵାରା ଆରମ ମିଳିଥାଏ । କିବିରେ ଭିଟାମିନ – ଏ ରହିଛି , ଯାହା ଆମ ଆଖି ସମସ୍ୟାକୁ ଦୂର କରିଥାଏ । ମଧୁମୟ ରୋଗ ଥିବା ବ୍ୟକ୍ତି ମଧ୍ୟ ଏହାକୁ ଖାଇପାରିବେ । ଆପଣମାନେ ଜାଣିଲେ କିବି ର ଫଳର ଉପକାରିତା ଗୁଣ ସମ୍ବନ୍ଧରେ ଏହାକୁ ଆପଣଙ୍କ ଖାଦ୍ୟରେ ଏହାକି ନିଶ୍ଚୟ ରଖନ୍ତୁ । ଏଭଳି ପୋଷ୍ଟ ପାଇଁ ଆମ ପେଜକୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *