Health Tips- କଣ ଆପଣଙ୍କ ହାତ ଗୋଡ ଝିମିଝିମି ହେଉଛି ତ ହେଇଯାନ୍ତୁ ସାବଧାନ ଜାଣନ୍ତୁ ଏହା କଣ ? କିପରି କରିବେ ଏହାର ପ୍ରତିକାର

ନମସ୍କାର ବନ୍ଧୁଗଣ , ମୁ ଆଜି ଆପଣମାନକୁ ଆମ ହାତ ଓ ଘୋଡରେ ଉଠିଲା ବେଳେ ବା ଅଧିକ ସମୟ ବସିବା ଦ୍ଵାରା କିଛି ସମୟ ପାଇଁ  ଝିମ୍ ଝିମ୍ ହୋଇଯାଏ । ଯେପରିକି ଲାଗେ ସ୍ପର୍ଶହୀନ ଅନୁଭୂତି ହୋଇଥାଏ । ତେବେ ଏହା ପ୍ରତି ସାବଧାନ ହୋଇଯାଆନ୍ତ । ଏହା କ’ଣ ପାଇଁ ହୋଇଥାଏ । ଏବଂ ଏହାର କାରଣ କ’ଣ  ।ଏହା ମୁ ଆପଣାକୁ କହିବାକୁ ଚାହେ । କେବେ କେବେ ଆମେ ଅନୁଭୂତି କରିଥାଉ ଆମ ଘୋଡରେ ପୋକ ଚାଲିଲା ପରି,

ବା କିଛି ମୁହୂର୍ତ ପାଇଁ ଆମ ହାତ ଘୋଡ କାମ କରିବା ବନ୍ଦ ହୋଇଯାଇଥିବା ଆଉ କିଛି ସମୟ ପରେ ଏହା ପୁନଃ ଠିକ ହୋଇଯାଇଥାଏ । ଯଦି ଆମେ ଅଧିକ ସମୟ ଛିଡା ହେବା ଦ୍ଵାରା ମଧ୍ୟ କିଛି ସମୟ ପାଦ ଶୋଇଯାଇଥିବା ଅନୁଭବ କରିଥାଉ । ମାତ୍ର ଏହାର କିଛି ମୁହୂର୍ତ ପରେ ଏହା ଠିକ ହୋଇଯାଇଥାଏ । ହେଲେ ଏହା କ’ଣ ପାଇଁ ହୋଇଥାଏ । ଆମେ ଭାବି ନେଉ କି ଏହା ସାମାନ୍ୟ ବିଷୟ ଅଟେ ।

ଏହା ଏମିତି ହି ହୋଇଥାଏ । କିନ୍ତୁ ଏହାକୁ  ସାମାନ୍ୟ ବିଷୟ ଭାବିବା ଉଚିତ ନୁହେଁ । ଅଥାତ ଏହା ଏଭଳି କିଛି ରୋଗମାନକ ସଙ୍କେତ ଅଟେ । ଯାହାକି ଆପଣମାନକ  ପାଇଁ ବହୁତ କ୍ଷତି ଅଟେ । ଏହାକୁ ସହଜରେ ଜମାବି ନିଅନ୍ତୁ ନାହି । ହାତ ଓ ଘୋଡ ଝିମ୍ ଝିମ୍ ହେବାର ପଛର କାରଣ କ’ଣ  । ଏହାର କାରଣ ହେଉଛି ଆମ ଶରୀରର କାଲସିୟମ ଅଭାବ ଯୋଗୁ ଏହା ହୋଇଥାଏ ।

କାଲସିୟମ ଅଭାବ ହେତୁ ଆମ ହାତ ଘୋଡ କିଛି ସମୟ ପାଇଁ ଶୋଇଥିବା ଅବସ୍ଥାକୁ ଚାଲିଯାଇଥାନ୍ତି ।ଶରୀରରେ ଏହା ମଧ୍ୟ କହିପାରିବେ ଭିଟାମିନ V-12 ଅଭାବ ହେତୁ  ମ୍ୟାଗ୍ନେସିୟ ଅଭାବ ହେତୁ  ଏହି ଅସୁବିଧା ଦେଖା ଯାଇଥାଏ । ଏହା ଦ୍ଵାରା  ରକ୍ତ ସଞ୍ଚାଳନ ଶରୀରରେ ଠିକ ଭାବରେ ହୋଇପାରିନଥାଏ । ଏହା ପାଇଁ ଆମେ କନା ବାନ୍ଧି ରହି ଥାଉ ଯେମିତିକି ହାତ ଓ ଘୋଡର ଏହି ଝିମ୍ ଝିମ୍ ପ୍ରଭାବ ଭଲ ହୋଇପାରିବ ।

ଏହା କିପରି ଭାବରେ ଠିକ ହେଇପାରିବ । ଏହାର ଉପଚାର ହେଉଛି । କେଉଁ ସବୁ ଜିନିଷକୁ ଖାଇବା ଉଚିତ ।  କାଲସିୟମ ,  ଭିଟାମିନ V-12 ,ଆଇରନ ଓ ମ୍ୟାଗ୍ନେସିୟ ଅଭାବ ଦ୍ଵାରା ରକ୍ତ ସଂଚାଳନ ଉପଯୁକ୍ତ ଭାବରେ ନ ହେବ ହେତୁ ଏହା ହୋଇଥାଏ । ତେଣୁ କରି କ’ଣ ଖାଇବା ଓ କରିବା ଉଚିତ ଅଟେ ।  ରକ୍ତ ସଂଚାଳନକୁ ନିୟମିତ କରିବା ପାଇଁ ବ୍ୟାୟାମ ଓ ୟୋଗା ସବୁ ଦିନ କରିବା ଦରକାର ।

ଭିଟାମିନ   V-12 ଜାତୀୟ ଖାଦ୍ୟ ଖାଇବା ଉଚିତ । ଆପଣମାନେ ଚାହୁଛନ୍ଥି ଯଦି ଆପଣମାନକ ଶରୀରରେ  ଝିମ୍ ଝିମ୍ ନ ହେଉ ତେବେ ଶରୀରରେ  ଭିଟାମିନ V-12 , ଭିଟାମିନ – B ଓ ଭିଟାମିନ – C ର ଅଭାବ କରନ୍ତୁ ନାହିଁ ।  ଏହାର ଅଭାବ ହେତୁ ଏହା ହୋଇଥାଏ । ତେଣୁ କରି   ଅଣ୍ଡା , କଦଳୀ ,ପନିର , ଦୁଧ ,ଦହି ଓ ଫଳ ଖାଆନ୍ତୁ । ସୋୟାବିନ , ଡ୍ରାଇ ଫୃଡ୍ସ  ଖାଆନ୍ତୁ ଯାହା ଆପଣମାନକ ଶରୀରରେ  ମ୍ୟାଗ୍ନେସିୟ ଅଭାବକୁ ପୂରଣ କରିଥାଏ ।

ଏହା ସହିତ ରାତିରେ କ୍ଷୀରରେ ଏକ ଚାମୁଚ ହଳଦୀ ପକେଇ ଏହାକୁ ସେବନ କରନ୍ତୁ । ଏହି ସବୁ କରିବା ଦ୍ଵାରା ହାତ ଓ ଘୋଡର ସ୍ପର୍ଶହୀନ ବା ଝିମ୍ ଝିମ୍ ହୋଇନଥାଏ । ଏଭଳି ପୋଷ୍ଟ ପାଇଁ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *